Latest Odisha News

BREAKING NEWS

Browsing Category

ଅପରାଧ

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ

ଖାତିଗୁଡା: ଆଗକୁ ଆସୁଛି ଦୀପାବଳି। ବ୍ୟବସାୟ ପାଇଁ  ଗୋଦାମରେ ଗଚ୍ଛିତ ଥିଲା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ। ବିନା ଅନୁମତିରେ ଗଚ୍ଛିତ ଥିଲା ବାଣ। ଖବର ପାଇ ନବରଙ୍ଗପୁର ଜିଲ୍ଲା ପୋଲିସ୍‌ ଚଢ଼ଉ କରି ସବୁ ବାଣ ଜବତ କରିଛି। ସୂଚନା ଅନୁଯାୟୀ, ଖାତିଗୁଡା ଗାଁର ସୁରଜ କିଷାନ…

ଜେଲରେ ଲରେନ୍ସ ବିଷ୍ଣୋଇର ଇଣ୍ଟରଭିୟ୍ୟୁ ଘଟଣା, ୭ ପୋଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିବାଦୀୟ ସାକ୍ଷାତକାର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବ ସରକାର ଡିଏସପି ଗୁରୁଶର ସିଂ ସାନ୍ଧୁଙ୍କ ସମେତ ସାତ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି୲ ସୂଚନା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ୍ ମାସରେ ଖରାରର ସିଆଇଏ…

୨୦ ଟଙ୍କା ପାଇଁ ଝିଅକୁ ମାରିଦେଲା ସାବତ ମା’

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପୋଡାସାହି ଗ୍ରାମରେ ୨୦ ଟଙ୍କାର ଦହି ବରା ଖାଇଦେବାରୁ ଜଣେ ନାବାଳିକା ଝିଅକୁ ପିଟିପିଟି ହତ୍ୟା କରିଛି ସାବତ ମା'। ପୋଲିସ ଏହି ଘଟଣାରେ ଗୁରୁବାର ମହିଳାଙ୍କୁ ଅଟକ ରଖିଛି। ମୃତକ ଜଣକ ନବମ ଶ୍ରେଣୀର ଛାତ୍ରୀ ତୁଳସୀ (୧୪) ବୋଲି…

ବାବା ସିଦ୍ଦିକି ହତ୍ୟା ମାମଲାରେ ଆଉ ୩ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ଗିରଫଦାରୀରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ…

ଲାଞ୍ଚ ନେଇ ବନ୍ଧାହେଲେ ଏଆରଆଇ

ବିନିକା: ଏଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଇ) ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀ। ଜଣେ ଅଭିଯୋଗକାରୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ ସମସ୍ୟାର…

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ବସ୍ତି, ବମ୍ବେ ହାଇକୋର୍ଟ ଦେଲେ ଜାମିନ

ମୁମ୍ବାଇ: ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜୟା ଶେଟ୍ଟୀଙ୍କୁ ୪ ମେ ୨୦୦୧ରେ…

ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଚେୟାରମ୍ୟାନ ମାଧବୀ ପୁରୀ

ନୂଆଦିଲ୍ଳୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ସରକାର ତାଙ୍କୁ ନିର୍ଦୋଷ ପ୍ରମାଣିତ କରିଛନ୍ତି। ଏହା ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ୨୦୨୫ ମସିହା ଫେବ୍ରୁଆରୀରେ ତାଙ୍କ…

ନିର୍ବାଚନ ଲଢିବ ଲରେନ୍ସ ବିଷ୍ଣୋଇ!, ଜାଣନ୍ତୁ କେଉଁ ଦଳ ଦେଇଛି ପ୍ରସ୍ତାବ…

ନୂଆଦିଲ୍ଲୀ: ଅପରାଧ ଜଗତର ବାଦଶାହ କୁହାଯାଉଥିବା ଲରେନ୍ସ ବିଷ୍ଣୋଇ ଏବେ ରାଜନୀତିରେ ପାଦ ଥାପିବ । ନିର୍ବାଚନ ଲଢିବ ଲରେନ୍ସ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ଏଥିପାଇଁ ଲରେନ୍ସ ବିଷ୍ଣୋଇକୁ ମହାରାଷ୍ଟ୍ରର ଏକ ଦଳ ପ୍ରସ୍ତାବ ଦେଇଛି । ଯଦି ଲରେନ୍ସ ଚାହିଁବ ତାହାଲେ ସେ ତାଙ୍କ ଦଳରେ ଯୋଗ…

‘ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ’

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି…

ମହାରାଷ୍ଟ୍ରରେ ଯୋଗେନ୍ଦ୍ର ଯାଦବଙ୍କ ସଭାରେ ଭିବିଏର ବିଶୃଙ୍ଖଳା

ମୁମ୍ବାଇ: ସ୍ୱରାଜ ଇଣ୍ଡିଆ ପାର୍ଟିର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ଏକ ରାଜନୈତିକ ରାଲିରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ସେ ଅଧରୁ ବନ୍ଦ କରିଦେଇଥିଲେ ତାଙ୍କ ସଭା। ମହାରାଷ୍ଟ୍ରର ଅକୋଲାରେ ଆୟୋଜିତ ଏହି ସଭାରେ ଏହିପରି ଘଟଣା ଦେଖିବାକୁ ମିଳିଛି। ସୂଚନା…