Latest Odisha News

BREAKING NEWS

Browsing Category

ଅପରାଧ

ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର

ସମ୍ବଲପୁର: ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର। ସମ୍ବଲପୁର ବାସିନ୍ଦାଙ୍କୁ ଥରାଇ ଦେଇଛି। ଗତ କିଛି ଦିନ ହେବ ସହରର ସାସନ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏଭଳି ଜଣେ ଚୋରର ଗତିବିଧି ଧରାପଡିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋରଟି ରାତିରେ ଉଲଗ୍ନ ହୋଇ ମୁଖା ପିନ୍ଧି ଘର…

ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ: ଭୂଆଁ ବୁଲାଉଛନ୍ତି ସାଇବର ଠକ

ଭୁବନେଶ୍ବର: ପୁଣି ସାଇବର ଠକଙ୍କ ଜାଲରେ ଆଉ ଜଣେ ପ୍ରଶାସନିକ ଅଧିକାରୀ । ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି । ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କ ପାଖକୁ ମେସେଜ କରି କରି ଟଙ୍କା ମାଗୁଛନ୍ତି…

ଲାଞ୍ଚ ନେଇ ଫସିଲେ ସିଡିପିଓ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, କିଛିଦିନ ତଳେ ଅଧିକାରୀ ଜୟଶ୍ରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବେ ଯାଞ୍ଚ କରି ସାମାନ୍ୟ…

ସେନା କ୍ୟାମ୍ପ ଉପରେ ଗୁଳିମାଡ଼, ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନ ଉପରେ ଆତଙ୍କବାଦୀମାନେ ସୋମବାର ଦିନ ଗୁଳିମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ଏନେଇ ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଜମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନରେ ଆତଙ୍କବାଦୀ ମାନେ…

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ତାଳଚେର: ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌। ସେହିପରି…

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଧରିଲା ବନବିଭାଗ, ଓଆଇଏସଏଫ କର୍ମୀଙ୍କ ସହ ୭ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ଏବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ବନବିଭାଗ। ଏହି ଘଟଣାରେ ବନବିଭାଗ ଜଣେ ଓଆଇଏସଏଫ ଯବାନଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘକୁ ଶିକାର…

ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଥିବା…

ଭିଜିଲାନ୍ସ ରେଡ୍ ବେଳେ କାଶୀପୁର ଜେଇଙ୍କ ଘରୁ ମିଳିଲା ୩୦ ଭରି ସୁନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଜେଇଙ୍କୁ ଭିଜିଲାନ୍ସ ଧରିବା ବେଳେ ଛାନିଆ ହୋଇ ବାବୁ ମୂର୍ଚ୍ଛା ହୋଇଯାଇଥିବା ଜଣାପଡିଛି। ଏହି ରେଡରେ କାଶୀପୁର…

ମାତିଛନ୍ତି ବ୍ରାଣ୍ଡେଡ୍ ଫୋନ ଲୁଟେରା, ଟ୍ରକରୁ ଲୁଟି ନେଲେ ୧୫୦୦ଟି ‘ଆଇଫୋନ୍’

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମାତିଛନ୍ତି ଆଇଫୋନ୍ ଲୁଟେରା। ଡକାୟତମାନେ ଟ୍ରକ ଡ୍ରାଇଭରକୁ ନିଶା ଦେଇ ୧୧ କୋଟି ଟଙ୍କା ମୂଲ୍ୟର ୧୫୦୦ ଆଇଫୋନ୍ ଲୁଟ୍ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ପୋଲିସର ଅବହେଳା ପାଇଁ ଜଣେ ପୋଲିସ…

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତ ମହିଳାଙ୍କ ନାମ…