Latest Odisha News

BREAKING NEWS

Browsing Category

ଅପରାଧ

ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ

ଭୁବନେଶ୍ୱର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି। ତାଙ୍କର ଅମାପ…

ଶିଶୁଙ୍କୁ ବିକ୍ରୀ ହେଉଥିଲା ହ୍ବିସ୍କି ମିଶା ଆଇସକ୍ରିମ! 

ହାଇଦ୍ରାବାଦ: ଶିଶୁଙ୍କୁ ବିକ୍ରୀ ହେଉଥିଲା ହ୍ବିସ୍କି ମିଶା ଆଇସକ୍ରିମ।ହାଇଦ୍ରାବାଦର ଜୁବୁଲି ହିଲ୍ସରୁ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସାଢେ ୧୧ କିଲୋର ହ୍ବିସ୍କି ମିଶା ଆଇସକ୍ରିମ ଜବତ କରାଯାଇଛି। ଅବକାରୀ ବିଭାଗର ଅଧିକାରୀମାନେ ଜୁବୁଲି ହିଲ୍ସର ଏକ ପାର୍ଲରରୁ ୧୧.୫…

ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଚେନ୍ନାଇ: ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଏବଂ ଦୁଷ୍କର୍ମ ନେଇ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏଭଳି ସମୟରେ ମୁହଁ ଖୋଲିଛନ୍ତି ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସୋମ୍ୟା। ଜଣେ ତାମିଲ ଚଳଚ୍ଚିତ୍ର ନିର୍ମାତା ତାଙ୍କୁ ୧୮ ବର୍ଷ ବୟସରେ ଯୌନ ଦାସୀ କରି ରଖିଥିବା ନେଇ…

ପୁଲିସ ଏସଆଇଙ୍କ କ୍ୱାର୍ଟର୍ସରୁ ଚୋରି

ଭୁବନେଶ୍ୱର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଏଥର ସାଧାରଣ ଲୋକଙ୍କ ଘରୁ ନୁହେଁ ବରଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୁଲିସ ଏସ୍‌ଆଇଙ୍କ ଘରୁ ହୋଇଛି ଚୋରି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ…

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି। ଭୁବନେଶ୍ୱରରୁ ଏକ…

ଇଏ କ’ଣ କହୁଛନ୍ତି ଅଭୟାଙ୍କ ବାପା ମା’, ସତରେ କ’ଣ ପୋଲିସ୍…..

କୋଲକାତା: ପୁଣି ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ଚମକାଇଦେଲା ଭଳି ଖବର। ଅଭୟାଙ୍କ ବାପା ମାଆ ଆଣିଲେ ସଙ୍ଗୀନ ଅଭିଯୋଗ। ପୋଲିସ କାଳେ ଚୁପ୍ ରହିବାକୁ ଯାଚୁଥିଲା ଟଙ୍କା...... କୋଲକାତା ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟାକୁ ଦିନ ଯେତିକି ଗଡି ଗଡି ଯାଉଛି ରହସ୍ୟର…

ଗଣେଶ ପୂଜା ଚାନ୍ଦା ନଦେବାରୁ ଜାଳିଦେଲେ ୨ଟି ବାଇକ୍

ସମ୍ବଲପୁର: ଗଣେଶ ପୂଜା ଚାନ୍ଦା ନଦେବାରୁ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ପୂଜା ଚାନ୍ଦା ନଦେବାରୁ ୨ଟି ବାଇକ ଦୁର୍ବୃତ୍ତ ଜାଳିଦେଇଥିବା ସୂଚନା ରହିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି…

ବିଜେପି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ବିଜେପି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ଆସିକାର କୋଟିନଡ଼ା ଥାନା କଲେଜ ଛକ ସୂତାକଳ ରାସ୍ତାରେ ବିଜେପି ନେତା ଶ୍ରୀନିବାସ ଭଞ୍ଜଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା…

ସ୍କୁଲ ପରିସରରେ ଆଖିବୁଜା ଗୁଳିମାଡ଼: ୪ ମୃତ, ୯ ଆହତ

ୱାସିଂଟନ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିମାଡ଼ । ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି । ୯ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ପିକ୍‌ଅପ୍ ଗାଡ଼ିରେ ହେଉଥିଲା ୫୦୦ କଇଁଛ ଚାଲାଣ: ମାଡ଼ିବସିଲା ବନବିଭାଗ, ୪ ଗିରଫ

ମାଲକାନଗିରି: ପିକ୍‌ଅପ୍ ଭ୍ୟାନରେ ହେଉଥିଲା ୫୦୦ କଇଁଛ ଚାଲାଣ। ମାଡିବସିଲା ବନ ବିଭାଗ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍.ଭି-79ରେ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ କରାଯାଉଥିଲା ୫୦୦ରୁ ଉର୍ଦ୍ଧ୍ୱ କଇଁଛ। ୨ଟି ପିକଅପ ଗାଡ଼ିରେ କଇଁଛ ଚାଲାଣ ବେଳେ ମୋଟୁ ବନବିଭାଗ ଚଢାଉ…