Latest Odisha News

BREAKING NEWS

Browsing Category

ଅପରାଧ

ତିନି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଅପରାଧୀଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ତିନି ଜଣ ଆନ୍ତଃ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାର୍ମସ ବା ଅପରାଧୀଙ୍କୁ ଗିରଫ କରିଛି ଓଡ଼ିଶା ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍)। ଏମାନେ ଅନ୍ୟ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଉଥିଲେ ଏବଂ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର କମିସନ…

ଅନୁଗୁଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳାତା । ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ । ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ପୋଲିସ ସେମାନଙ୍କୁ…

ଫିଟୁଛି ଲେଡି ଲୁଟିଆ ମୁସ୍କାନର ଗୁମର

ଭୁବନେଶ୍ୱର: ଅକ୍ଟୋବର ୧୪ରେ ଟ୍ରେନ୍ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନକୁ ଗିରଫ କରାଯାଇଛି। ଏହା ପରଠାରୁ ମୁସ୍କାନର ବିଭିନ୍ନ ଗୁମର ଫିଟିବାରେ ଲାଗିଛି। ଏହାରି ଭିତରେ ମୁସ୍କାନର ଭବ୍ୟ ଜୀବନଶୈଳୀର ଅନେକ ଭିଡିଓ ସାମ୍ନାକୁ ଆସିଛି।…

ଆଇଟି ରେଡ୍: ନଗଦ 94 କୋଟି ଟଙ୍କା ସହ 8 କୋଟିର ହୀରା ଓ ସୁନା ଗହଣା ଜବତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ରେଡ୍ । ରେଡ୍ ବେଳେ ମିଳିଛି ପୁଳାପୁଳା ଟଙ୍କା ଓ ଦାମୀ ଅଳଙ୍କାର ଓ ବହୁମୂଲ୍ୟର ବିଦେଶୀ ଘଣ୍ଟା। ଏହାସହ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସୂଚନାମୁତାବକ, କେନ୍ଦ୍ରୀୟ ବୋର୍ଡ ଅଫ୍…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି…

ଚୋରା ଚାଲାଣ ବେଳେ ଅଟୋରୁ ୨୧୬୦ ବୋତଲ କଫ୍‌ ସିରପ୍ ଜବତ, ୨ ଗିରଫ

ବରଗଡ଼: ବେଆଇନ କଫ୍ ସିରପ୍ ବା କାଶ ଔଷଧ ରାକେଟକୁ ଠାବ କରି ଦୁଇ ଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ। ରବିବାର ବରଗଡ଼ ଜିଲ୍ଲାରେ ପୋଲିସ ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅପରେସନ ସମୟରେ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି। ବରଗଡର କୃଷକ ବଜାର ନିକଟରେ ଥିବା ଏକ ଅଟୋ ରିକ୍ସାରୁ…

ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଭଦ୍ରକ: ରାତି ଅଧରେ ମାତିଲେ ଲୁଟେରା । ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କରି ରାତି ଅଧରେ ଘରେ ପଶି ଲୁଟିନେଲେ ୩ଲକ୍ଷ ଟଙ୍କା ସହ ସୁନାଗହଣା । ସେତିକିରେ ବି ମନ ମାନିଲାନି ଯେ ସ୍ଵାମୀଙ୍କୁ ଗୋଟେ ଘରେ ତାଲା ପକେଇ ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ…

ମେଡିକାଲ କଲେଜରେ ନାମ ଲେଖାଇବା ନାଁ ରେ ଠକେଇ, ଗିରଫ ହେଲେ ୩ ଠକ

ବଲାଙ୍ଗୀର: ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ । ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଖଣ୍ତପଡା ଥାନା ବଳରାମପ୍ରସାଦ ମା'ମଙ୍ଗଳାର ସାହିର ବ୍ୟାସଦେବ ମହାନ୍ତି,…

ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ନର୍ସ ଆକ୍ରମଣର ଶିକାର, ଗିରଫ ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: କଟକ-ପୁରୀ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର, ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଡ୍ୟୁଟିରେ ଥିବା ଡାକ୍ତର। ହସ୍ପିଟାଲ ସୂତ୍ରରୁ…

ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ, ଧରାପିଡିଲେ ଡଲା ଗ୍ୟାଙ୍ଗର ୨ ଶୁଟର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ। ଧରାପିଡିଲେ ଡଲା ଗ୍ୟାଙ୍ଗର ଦୁଇ ଶୁଟର। ସୂଚନା ଅନୁସାରେ ରାଜଧାନୀରେ ବୁଧବାର ରାତିରେ ଏନ୍‌କାଉଣ୍ଟର ବେଳେ ପୋଲିସ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ ହୋଇଥିଲା। ତେବେ ଏହି ଘଟଣାରେ କାନାଡାର ଗ୍ୟାଙ୍ଗ୍‌ଷ୍ଟର ଆର୍ଶ ଡଲା…