Latest Odisha News

BREAKING NEWS

Browsing Category

ଅପରାଧ

ମୋବାଇଲ ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବରଗଡ: ମୋବାଇଲ ଲୁଟ୍ ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ବରଗଡ଼ ସହରରେ ଲୁଟ୍ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ଲୁଟ୍ କରିବାର ଭିଡ଼ିଓ ସିସି ଟିଭିରେ ରେକର୍ଡ ହୋଇଥିଲା । ତେବେ ଦିନ ଦ୍ୱିପ୍ରହର ବେଳେ ଏପରି ଉଦ୍ୟମ କରି ମୋବାଇଲ ଲୁଟ୍ କରୁଥିବା…

ଠକ ନଂ ୪୨୦: ଟଙ୍କା ଡବଲ୍ କରିବାକୁ କହି ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନୀ ନଗର । ସେଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜଣେ ବ୍ୟକ୍ତି ତା ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଡିନର କରୁଥିଲେ । ପରିବାର ମଧ୍ୟରେ ନୂଆବର୍ଷ ପାଇଁ ବିଦେଶ ଯିବାର ଯୋଜନା ଚାଲିଥିଲା । ପିଲାମାନେ ସିଙ୍ଗାପୁର ଯିବା କଥା କହୁଥିବା ବେଳେ ସ୍ତ୍ରୀ ଦୁବାଇ ଯିବାକୁ…

୪୫ କୋଟି ସମ୍ପତ୍ତିର ମାଲିକକୁ ଛାଡି ରାଜମିସ୍ତ୍ରୀ ପ୍ରେମରେ ପଡିଲେ ମହିଳା, ସୁପାରୀ ଦେଇ ସ୍ଵାମୀକୁ କଲେ ହତ୍ୟା

କାନପୁର: ୟୁପିର କାନପୁରରେ ୪୫ କୋଟି ସମ୍ପତ୍ତିର ମାଲିକ ଜଣେ ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା ତାଙ୍କ ଶିକ୍ଷକ ପତ୍ନୀ ପିଙ୍କି କରିଛନ୍ତି । ପିଙ୍କିଙ୍କର ଜଣେ ରାଜମିସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ମଧ୍ୟ ଲାଗି…

ନବରଙ୍ଗପୁରରେ ଡବଲ ମର୍ଡର, ୨ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ମଦ୍ୟପ ବାପ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ଡବଲ ମର୍ଡର । ଦୁଇ ବର୍ଷ ର ଛୁଆ କୁ ହତ୍ୟା କଲା ମଦ୍ୟପ ବାପ । ଏହା ସହ ମଦ୍ୟପ ଜଣଙ୍କ ପୋଡ଼ଶୀଙ୍କୁ ମଧ୍ୟ ହତ୍ୟାକରିଥିବା ଅଭିଯୋଗ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଭିଜିଲାନ୍ସ ଜାଲରେ ଫସିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ…

କାମବାଲି-କଳା କାରସାଦି-କଳାକନା: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ଯ

ଭୁବନେଶ୍ୱର: ଘରେ କଳାକନା ବୁଲାଇଲା କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ। ଝାରପଡ଼ା ଜଗନ୍ନାଥ ନଗର ରୋଡ୍‌ରେ କାମବାଲିର ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଲେ ମାଲିକ। ସିସିଟିଭିରେ ଚୋରି ଦୃଶ୍ୟ କଏଦ ହେବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ସୂତ୍ରରୁ…

ଦିନ ଦ୍ବିପ୍ରହରରେ ଲୁଟ୍, କମିସନରେଟ ପୋଲିସର ପୋଟ୍ରୋଲିଂ ବ୍ୟବସ୍ଥା ଭେଳିକି?

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ହେଉଥିବା ଏହି ଚୋରି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। ଆଉ ଦିନ ସମୟରେ ଏଭଳି ଚୋରି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଏକ…

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା ଲୁଟେରା

ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।…

ଅନୁଗୁଳ ପୋଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ

ଅନୁଗୁଳ: ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍, ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ ଆବିଦ, ମିର ହାସିମ୍, ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା । ପୋଲିସ…

ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ

କଳାହାଣ୍ଡି: ଏକ ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ ରବିବାର ସକାଳୁ ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମକ ଜଣେ…