Latest Odisha News

BREAKING NEWS

Browsing Category

ଅପରାଧ

ଆମ ରାଜଧାନୀର କଥା: ପୋଲିସ କହୁଛି ମୁଁ ପାଟ୍ରୋଲିଂ କରୁଛି, ସେପଟେ ଲୁଟପାଟ କରି ଡକାୟତ ଫେରାର..

ଭୁବନେଶ୍ୱର: ରାଜଧାନୀରେ କମିସନରେଟ ପୋଲିସକୁ ଡରୁନାହାନ୍ତି ଅପରାଧୀ! ଏ କଥା କହିବାର କାରଣ ହେଲା ରାଜଧାନୀରେ ରାତିରେ ଘରେ ପଶି ଡକାୟତି ହୋଇଯାଉଛି କିନ୍ତୁ କମିସନରେଟ ପୋଲିସ ଟେର ପାଉନି ! ସଂଧ୍ୟା ହେଲେ ସାଇରନ ବଜାଇ ନିଜ ଡ୍ଯୁଟିରେ ବେଶ ସକ୍ରିୟ ବା ତତ୍ପରତା ଦେଖାଉଥିବା କମିସନରେଟ…

ସ୍ୱାମୀର ବିଷ ଷଡ଼ଯନ୍ତ୍ର; ଘରେ ନାଗ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା

ବ୍ରହ୍ମପୁର: ମନରେ ଘୃଣାଭାବ ଯଦି ବଢିଯାଏ, ତେବେ ଜଣେ ବ୍ୟକ୍ତି ନିଜ ଲୋକଙ୍କୁ ହତ୍ୟା କରିବାକୁ ବି ପଛାଏ ନାହିଁ। ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଲା ଷଡ଼ଯନ୍ତ୍ର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି।…

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ମଦ ସହ ବୋତଲ ଓ ଠିପି ଜବତ

ବରଗଡ଼: ଅବକାରୀ ବିଭାଗ ପକ୍ଷରୁ କେନ୍ଦୁପାଲି ଗ୍ରାମରେ ଚଢ଼ାଉ କରି ଆଜି ବ୍ୟାପକ ମାତ୍ରାରେ ବେଆଇନ ମଦ ଜବଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କେନ୍ଦୁପାଲି ଗ୍ରାମର ଏକ ପନିପରିବା କ୍ଷେତରେ ଅବସ୍ଥିତ ଏକ ଘରୁ ୨୦୭୫ ଗୋଟି ଇମ୍ପେରିଆଲ୍ ବ୍ଲୁ ବୋତଲର କ୍ୟାପ, ୧୬୭୫ ଗୋଟି ରୟାଲ୍ ଷ୍ଟେଜ୍ ବୋତଲ…

ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼, ଲକ୍ଷ୍ମଣ ଗୁରୁତର

ପୁରୀ: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ରାମଲୀଳା ପ୍ରଦର୍ଶନ ସମୟରେ ମଞ୍ଚ ଉପରକୁ ବୋମା ମାଡ଼। ବୋମା ମାଡ଼ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର। ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ…

ଚୋର ସନ୍ଦେହରେ ନିର୍ଧୁମ ଛେଚିଲେ ଲୋକେ: ୨ ମୃତ୍ୟୁ, ଜଣେ ଗୁରୁତର

ବରଗଡ଼: ୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ। ମୃତ ଦୁଇ ଯୁବକ ହେଉଛନ୍ତି ବିଜୟ ବାଗ ଓ…

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ଡ୍ୟାନ୍ସ ଗାର୍ଲ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼। ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଚାଲିଥିବା କାଳୀ ପୂଜାରେ…

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ

କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା…

ବ୍ରାଉନ ସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଧଳା ଜହର କାରବାର । ପୁଣି ଅଢେଇ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ ଚାଲିଥିବାବେଳେ ମାଡି ବସିଲା ନୟାପଲ୍ଲୀ ପୋଲିସ । ବିଶେଷ ସୂତ୍ରରୁ ଖବରପାଇ, ବ୍ରାଉନ ସୁଗାର ଜବତ ସମୟରେ ନୂଆପଲ୍ଲୀ…

ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ବନ୍ଧୁକ ମୁନରେ ଜଣେ ଯୁବକ ତାଙ୍କ ଭିଣୋଇଙ୍କ ଠାରୁ କାର୍ ଲୁଟ୍ କରିବା ପରେ ଶୁକ୍ରବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରୁଦ୍ର ପ୍ରତାପ ମହାନ୍ତି। ସୂଚନା ଅନୁଯାୟୀ, ରୁଦ୍ର ମହାନ୍ତିଙ୍କର କାର୍ ପ୍ରତି ଭଲପାଇବା ଥିଲା। ତେଣୁ…

ପୁଣି ମାତିଲେ ମୋ ବସ ଚୋର, ବରିଷ୍ଠ ନାଗରିକ ହେଲେ ଶିକାର

ଭୁବନେଶ୍ୱର: ପୁଣି ମୋ ବସ୍‌ରେ ମାତିଲେ ଲୁଟେରା। ଏଥର ବରିଷ୍ଠ ନାଗରିକ ହେଲେ ଚୋରିର ଶିକାର। ଚିକିତ୍ସା ପାଇଁ ଗାଆଁରୁ ଆସିଥିଲେ ରାଜଧାନୀକୁ। ୧୧ ନମ୍ବର ବସରୁ ହେଲା ଚୋରି। ଭିଡ଼ ଭିତରେ ବସ୍ ଭିତରୁ କାଇଦାରେ ଚୋରି ନେଇଗଲେ ବ୍ୟାଗ୍। ବ୍ୟାଗରେ ଥିଲା ୫ହଜାର ଟଙ୍କା ମେଡ଼ିସିନ୍ ଓ ମେଡିକାଲ…