Latest Odisha News

BREAKING NEWS

Browsing Category

ଅପରାଧ

ଅରୁଣାଚଳ ପ୍ରଦେଶକୁ ଚାଲାଣ ହେଉଥିବା ୧୮ ଲକ୍ଷ ଟଙ୍କାର ଖଇର କାଠ ଜବତ

ବରଗଡ଼: ବନ ବିଭାଗକୁ ବଡ଼ ସଫଳତା। ଏକ ଖଇର କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାରଙ୍କ ନିର୍ଦ୍ଦେଶ ଓ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକଙ୍କ ନେତୃତ୍ଵରେ ବରଗଡ଼ ବନାଞ୍ଚଳ…

ବାଇକ ଆରୋହୀଙ୍କୁ ଧକ୍କା ଦେଲା କାର୍: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁରୁବାର ସକାଳେ ଫୁଲ ତୋଳୁଥିବା ବେଳେ ଏକ କାର ମାଡିଯାଇଥିଲା। ଏହାପରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା କାର୍ । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ବଡ଼ ଆକ୍ସନ, କେ.କବିତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ସିବିଆଇ ଗିରଫ କରିଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ମଙ୍ଗଳବାର ଏପ୍ରିଲ ୯…

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ କେରଳ ପୋଲିସ କନ୍ଧମାଳରୁ ଅଭିଯୁକ୍ତକୁ କଲା ଗିରଫ। ଅଭିଯୁକ୍ତ ଜଣଙ୍କ କନ୍ଧମାଳରେ ରଚିଥିଲା ପ୍ରେମ। ପ୍ରେମିକାଙ୍କୁ କେରଳ ନେଇ କଲା ହତ୍ୟା। ଏଭଳି ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିବାରେ ସକ୍ଷମ…

ମାଲକାନଗିରି: କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି: ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ଏସୟୁଭିରୁ ପୁଲିସ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି। ମାଲକାନଗିରି ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତଥା ସହକାରୀ ଜିଲ୍ଲାପାଳ ଅଲେଖ ଭୋଇଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ୍ ମଙ୍ଗଳବାର ଚଲାନଗୁଡାରେ ପାଟ୍ରୋଲିଂ କରୁଥିଲେ। ଉଭୟ ରାଜ୍ୟରେ…

୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ

ପାରଳାଖେମୁଣ୍ଡି: ୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ। ଫେରାର ଅଭିଯୁକ୍ତ ହେଲା ସନାତନ କରାଡ଼। ତାଙ୍କ ଘର ଆର.ଉଦୟଗିରି ଥାନା ଏନ୍. ଝାଲରଶିଂ ଗାଁରେ। ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨୦୨୦ ମସିହାରେ ମୋହନା ଥାନା ପୋଲିସ ହାତରେ ଧରାପଡ଼ିଥିଲେ ଦୁଇ ଜଣ ଅଭିଯୁକ୍ତ। ଏବେ…

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା, ୨ଟି ଫ୍ଲାଟ୍ ରୁ ଲୁଟି ନେଲେ

ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର…

କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: ଏକ କୁକୁଡ଼ା ଫାର୍ମର ଜଣେ ଏଜେଣ୍ଟଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି…

ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଜଣେ ଯୁବକ ଗିରଫ। ସୋମବାର ରାଉରକେଲା ରେଳ ଷ୍ଟେସନରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଉକ୍ତ ଯୁବକ ତେଲେଙ୍ଗାନାର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଜଣକ କଦମ ସଦାସିବ ବୋଲି ଜଣାପଡିଛି।…

ବିବାହ ବେଳେ ଦୁଃଖଦ ଘଟଣା: ସୁନ୍ଦରଗଡ଼ରେ ଭ୍ୟାନ୍ ଓଲଟିବାରୁ ଦୁର୍ଘଟଣା, ୨୦ ଆହତ

ସୁନ୍ଦରଗଡ଼: ରବିବାର ସନ୍ଧ୍ୟାରେ ଏକ ବିବାହ ଭୋଜିରେ ପିକ୍ ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୨୦ ଜଣ ଆହତ ହୋଇଛନ୍ତି। ମହିଳାଙ୍କୁ ନେଇ ଆୟୋଜିତ ଏହି ପାର୍ଟିରେ କଇଁସରା ଗାଁରୁ ସର୍ଗିଡିହି ଗାଁରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଟିକାୟତପାଲି ଥାନା ଅଧୀନ କୁଲୁପୋଟା ଘାଟରେ ଅପରାହ୍ନ…