Latest Odisha News

BREAKING NEWS

Browsing Category

ଅପରାଧ

ମାଆକୁ ମହଙ୍ଗା ପଡିଲା ପୁଅ ପ୍ରତି ଅନାବିଳ ପ୍ରେମ, ଅବହେଳାରେ ଚାଲିଗଲା ନୀରିହ ଜୀବନ

ଉମରକୋଟ: ସାମାନ୍ୟ ପେନ୍‌ସନ ଟଙ୍କା ପାଇଁ ବଳିପଡିଲେ ବିଧବା ବୃଦ୍ଧା । ବଡ ପୁଅର ମୃତ୍ୟୁ ପରେ ବୋହୁର ନିର୍ଯାତନା ଓ ଅବହେଳାରେ ପ୍ରାଣ ହରାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କୁସୁମ ନାୟକ । ଉମରକୋଟ ଶିବାଜୀ ନଗରରେ ଉଦ୍ଧାର ହୋଇଛି କୁସୁମ ନାୟକ ନାମକ ଜଣେ ବିଧବା ବୃଦ୍ଧାଙ୍କ ଗଳିତ…

ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ, କାବୁ କଲେ ଗାଁ ଲୋକ

ମାଲକାନଗିରି: ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିବା ଚୋର ହଟହଟା । ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅନ୍ତର୍ଗତ ଉଡ଼ପା ଗାଁରେ । ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଅଞ୍ଚଳର…

ଭୂତ ନାଁରେ କୋଟିଏ ବୀମା ଟଙ୍କା ଆତ୍ମସାତ, LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଖୋର୍ଦ୍ଧା ଏଲଆଇସି କାର୍ୟ୍ୟାଳୟର ଏଜେଣ୍ଟ କବିରାଜ…

ନୂଆପଡ଼ା ବନ ବିଭାଗର ଚଢ଼ାଉ, ବାରହା ମାଂସ ସହ ବନ୍ଧୁକ ଓ ଟାଙ୍ଗିଆ ଜବତ, ୪ ଗିରଫ

ନୂଆପଡ଼ା : ଅତର୍କିତ ଚଢ଼ାଉ କରି ବାରହା ମାଂସ ଜବତ କରିଛି ନୂଆପଡ଼ା ବନ ବିଭାଗ । ବାରହା ମାଂସ ସହ ଗୋଟିଏ ସିଙ୍ଗଲ ବାରେଲ ଜିପି ବନ୍ଧୁକ, ରକ୍ତ ଲଗା ଟାଙ୍ଗିଆ ସହ ଏକ ନିକିତି ମଧ୍ୟ ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସୂଚନା ଅନୁସାରେ, ସଦର ଥାନା ଠାରୁ ମାତ୍ର ୮…

ମହଙ୍ଗା ପଡ଼ିଲା ଗଞ୍ଜେଇ କାରବାର, ସିଲ୍ ହେଲା ଘର ଓ ଦୋକାନ

ମାଲକାନଗିରି : ମହଙ୍ଗା ପଡ଼ିଲା ଚୋରା ଗଞ୍ଜେଇ କାରବାର । ମାଲକାନଗିରିରେ ଲୁଚି ଛପି ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଲାଗିଛି ଶକ୍ତ ଝଟକା । ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ଘର ଦ୍ବାର ଓ ଦୋକାନ ସିଲ୍ କରିଛି ପୋଲିସ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନେଇଛି…

ଖୋଲୁଛି ଡ୍ରଗ୍ସ କାରବାରର ଗୁମର, କାଲି ସରୁଛି ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି

ମୁମ୍ବାଇ : ଖୋଲୁଛି ଡ୍ରଗ୍ସ କାରବାରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆର୍ଯ୍ୟନଙ୍କ ବିରୋଧରେ ୨ଟି ପ୍ରମାଣକୁ ଆଧାର କରି ମାମଲା ରୁଜୁ ହୋଇଛି । ପ୍ରଥମଟଇ ହେଲା ଏନସିବିର ଜେରା ବେଳେ ଡ୍ରଗସ ନେବା ବିଷୟରେ ସ୍ବୀକାର କରିଛନ୍ତି ଆର୍ଯ୍ୟନ । ଦ୍ବିତୀୟଟି ହେଲା ଶାହରୁଖଙ୍କ…

ଅସ୍ଥି କର୍କଟରେ ପୀଡ଼ିତ ପୁଅକୁ ମାରି ଦେଲା ବାପା

ତାମିଲନାଡୁ : ଅସ୍ଥି କର୍କଟରେ ପୀଡିତ ପୁଅକୁ ମାରି ଦେଲା ବାପା । ଏହି କୁତ୍ସିତ କାର୍ଯ୍ୟରେ ସହଯୋଗ କରିବା ଅଭିଯୋଗରେ ବାପା ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ…

ଡିଆରଡିଓ ତଥ୍ୟ ଲିକ୍‌ ମାମଲା, ପଦାକୁ ଆସିଲା ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ୍

ଭୁବନେଶ୍ବର : ଖୋଲୁଛି ଡିଆରଡିଓ ତଥ୍ୟ ଲିକ୍‌ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ । ପଦାରେ ପଡିଛି ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହି ରହସ୍ୟମୟୀ ମହିଳା ଜଣଙ୍କର ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଫେସବୁକ୍ ପାକିସ୍ତାନରୁ ଅପରେଟ୍‌…

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି । ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ…

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ…