Latest Odisha News

BREAKING NEWS

Browsing Category

ଅପରାଧ

ପୁଣି ‘ବ୍ଲୁ-ହ୍ୱେଲ୍’ ଆତଙ୍କ, ୧୮ ବର୍ଷିୟ ଯୁବକଙ୍କ ଆତ୍ମହତ୍ୟା

ନାସିକ: ଭାରତରେ ପୁଣି ପ୍ରାଣଘତୀ ଅନଲାଇନ୍ ଗେମର ଆତଙ୍କ । ଅନଲାଇନ୍ ‘ବ୍ଲୁ-ହ୍ୱେଲ’ ଗେମ୍ ଖେଳି ଚ୍ୟାଲେଞ୍ଜ ପୁରା କରିବାକୁ ଯାଇ ମହାରାଷ୍ଟ୍ରର ନାସିକରେ ୧୮ ବର୍ଷିୟ ଯୁବକ ତୁଷାର ଯାଦବଙ୍କ ଆତ୍ମହତ୍ୟା । ପ୍ରଥମେ ହାତ କାଟିଲେ, ପରେ ଫିନାଇଲ ପିଇଲେ । ଏହି ଘଟଣା ସାରା ଭାରତରେ ଏବେ ଚାଞ୍ଚଲ୍ୟ…

ବଂଶଧାରା ନଦୀରୁ ବେଆଇନ୍ ବାଲି ଚାଲାଣ, ୬ ଟ୍ରାକ୍ଟର ଜବତ

ଗୁଣୁପୁର: ବଂଶଧାରା ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ । ରାଜସ୍ୱ ବିଭାଗ ଏବଂ ପୋଲିସର ଅତର୍କିତ ଚଢ଼ାଉରେ ୬ଟ୍ରାକ୍ଟର ଜବତ । ଗତକାଲି ଗୁଣୁପୁରର କଟୁଆଲିଗୁଡ଼ା ଗାଁ ନିକଟ ବଂଶଧାରାନଦୀରୁ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ରାଜସ୍ୱ ବିଭାଗ ଓ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଜବତ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ । ଅଙ୍ଗନୱାଡ଼ି ପିଲାଙ୍କ ଡ୍ରେସ କିଣା ବିଲ୍ ପାସ୍ କରିବା ପାଇଁ ଟଙ୍କା ନେଉଥିଲେ ସିଡିପିଓ । ହାତ ବଢାଇଲା ବେଳକୁ ମାଡ଼ିବସିଲା ଭିଜିଲାନ୍ସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସିଡିପିଓ ସୁଷମା ପ୍ରସାଦ ଆଜି ଭିଜିଲାନ୍ସ ହାତରେ…

ସିନ୍ଦୁର ନେଲା ଜୀବନ

ସୁବର୍ଣ୍ଣପୁର: ସମ୍ପର୍କରେ ରକ୍ତର ଛିଟା । ଯିଏ ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ସିଏ ନେଲା ଜୀବନ । ସଇତାନ ସାଜିଲା ସ୍ୱାମୀ । ନିଜ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକ୍ରାପଡ଼ା ଗ୍ରାମରେ ।…

[ଭିଡିଓ] ମୋବାଇଲ ଚୋରି ଅଭିଯୋଗରେ ନାବାଳିକାଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର: ଏବେ ବି ଲୋକଙ୍କ ମାନସିକତାରେ ଲୁଚି ରହିଛି ଜାତିଭେଦ । କେଉଁଠି ନା କେଉଁଠି ପ୍ରତିଦିନ ସାମ୍ନାକୁ ଆସୁଛି ଜାତିଆଣ ଆକ୍ଷେପ ଜନିତ ଅଘଟଣ । ଏହି ଧାରାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯାଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଉତ୍ତରପ୍ରଦେଶ…

ଗନ୍ ପଏଣ୍ଟରେ ମହିଳାକୁ ଦୁଷ୍କର୍ମ ଘଟଣା: ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜୟପୁର ବାଗମୁଣି ଗାଁ ଗଣ ଗଣଦୁଷ୍କର୍ମ ଘଟଣା । ସ୍ୱାମୀ ଓ ପୁଅକୁ ଗନ୍ ପଏଣ୍ଟରେ ରଖି ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଜକୁ ଦୀର୍ଘ ୬ ଦିନ ବିତି ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ଚୁପ ବସିଛି । ଏନେଇ ଆଜି ଜୟପୁରରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ସକାଳ ୬ଟା ରୁ…

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି ଗିରଫ

ଚଣ୍ଡିଗଡ଼ : ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି । ଖଲିସ୍ତାନୀ ଆତଙ୍କବାଦ ଯୋଜନାରେ ସମ୍ପୃକ୍ତ ଯଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି । ସେ ପଞ୍ଜାବ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଆତଙ୍କୀ ହମଲା କରିବାକୁ ଯୋଜନା କରିଥିବା…

ଗଞ୍ଜେଇ ଚାଲାଣ କରି ୩ ଗିରଫ, କାର ଓ ବାଇକ୍ ଜବତ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି । ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଧରି କାରରେ ଜୟପୁର ଦେଇ ହରିୟାନା ଚାଲାଣ ହେଉଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଖବର ପାଇଥିଲେ । ଖବର ପାଇ ସଦର ଥାନାର ଏକ ଟିମ…

ଝରକା ଭାଙ୍ଗି ସ୍ତ୍ରୀ ଚମ୍ପଟ, ସ୍ତ୍ରୀଙ୍କୁ ଖୋଜିଦେଲେ ୫ ହଜାର ଦେବି: ସ୍ୱାମୀ

କୋଲକାତା : ଘରୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଯିଏ ମୋ ସ୍ତ୍ରୀଙ୍କୁ ଖୋଜି ଦେବ ମୁଁ ତାଙ୍କୁ ୫ ହଜାର ଟଙ୍କା ଦେବି । ସୋସିଆଲ ମିଡ଼ିଆରେ ଜଣେ ସ୍ୱାମୀ ଏଭଳି କହିଛନ୍ତି । ସମ୍ପୃକ୍ତ ସ୍ତ୍ରୀ ସାଥୀରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ପଶ୍ଚିମବଙ୍ଗର ପିଙ୍ଗଲରେ ଏହି ଅଜବ ଘଟଣା ଘଟିଛି ।…

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର୍‌

ଜଗତସିଂହପୁର: ଲାଂଚ ଦାବି କରି ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଜାପା ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ । ଏରସେମା ତହସିଲରେ ମ୍ୟୁଟେସନ ମାମଲାର ସମାଧାନ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ସମୀର କୁମାର ମଲ୍ଲିକ ଲାଂଚ ମାଗିଥିବା ଅଭିଯୋଗ ହୋଇଛି । ରିପୋର୍ଟ…