Latest Odisha News

BREAKING NEWS

Browsing Category

ଅପରାଧ

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ…

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ

ଫୁଲବାଣୀ: ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ…

ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗାଁ ନିକଟରେ ଲୁଟ୍ । ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।…

ରାଜଧାନୀରେ ଫୁଲ ତୋଳୁଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଲୁଟେଲା

ଭୁବନେଶ୍ୱର: ରାଜଧାନୀରେ ମର୍ଣ୍ଣିଂ ଲୁଟେରାଙ୍କ ଆତଙ୍କରାଜ । ନିଳାଦ୍ରୀ ବିହାର ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍ । ବାଇକରେ ଆସିଥିଲେ ତିନି ଜଣ ଦୁର୍ବୃତ୍ତ । ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟିଥିଲେ । ଏମିତିବେଳେ ମହିଳାଙ୍କ…

ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ; ମାଫିଆ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ଗଞ୍ଜେଇ । ଏହାସହ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଓ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ସୂଚନା । ସୂଚନାନୁସାରେ, କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା…

୧୧ ଦିନ ହତ୍ୟା ପରେ ଖୋଲିଲା ହତ୍ୟା ରହସ୍ୟ, ସାନ ପୁଅକୁ ମାରି ଘରେ ପୋତିଥିଲେ ମାଆ ଓ ବଡପୁଅ

ବାଲେଶ୍ୱର: ୧୧ ଦିନ ତଳେ ହୋଇଥିଲା ବିଭତ୍ସ ହତ୍ୟା । ଆଉ ହତ୍ୟାର ପର୍ଦ୍ଦାଫାଶ ହେଲା ଆଜି । ତେବେ ଏଥିରେ ହତ୍ୟାକାରୀ ଉଭୟ ମାଆ ଓ ବଡ ପୁଅକୁ ଗିରଫ କରିଛି ପୋଲିସ । ଏ ଘଟଣା ଘଟିଛି ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁରରେ । ସୂଚନା ଅନୁଯାୟୀ, ଗାଁର ୨୨ ବର୍ଷୀୟ ବଳରାମ ଜେନା ମଦ ପିଇ…

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ…

ରାଜଧାନୀରେ ଦେହଜୀବୀଙ୍କ ଉତ୍ପାତ, ପିସିଆର୍ ଭ୍ୟାନ ଭଙ୍ଗାରୁଜା

ଭୁବନେଶ୍ୱର: ସଞ୍ଜ ନଇଁଲେ ରାଜଧାନୀରେ ବଢୁଛି ଦେହଜୀବୀଙ୍କ ବେପାର । ରାତି ବଢ଼ିବା ସହ ରାଜଧାନୀର ରାସ୍ତା କଡ଼ରେ ସେମାନଙ୍କ ଆଡ୍ଡା ଜମୁଛି । ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ରାଜମହଲ ଛକ ନିକଟରେ କିଛି ଦେହଜୀବୀ ନିଜ ନିଜ ମଧ୍ୟରେ ଝଗଡ଼ା କରୁଥିଲେ । ଖବର ପାଇ ପିସିଆର୍…

ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ

ବାଲିଗୁଡା : ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣାରେ ଜଣେ ଗିରଫ । ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । କନ୍ଧମାଳ ଏସପିଙ୍କ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିର ନାଁ ମହାଦେବ ବାବା । ସେ…

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା…