Latest Odisha News

BREAKING NEWS

Browsing Category

ଅପରାଧ

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ…

ରାଜଧାନୀ ପରେ ଗଂଜାମ ପାଳି, ୨ ସାମ୍ବାଦିକ ଗିରଫ ୧ ଫେରାର୍ !

ଗଂଜାମ: ପୁଣି ସାମ୍ବାଦିକତାରେ ଲାଗିଲା କଳଙ୍କର ଛିଟା । କିଛି ହାତଗଣତି ଭ୍ରଷ୍ଟ ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକତା ପେଶା । ଗତକାଲି ବଟି ଆଦାୟ ଭଳି ଅଭିଯୋଗରେ ରାଜଧାନୀରୁ ଗିରଫ ହୋଇଥଲେ ୫ ଜଣ ଆତ୍ମଘୋଷିତ ସାମ୍ବାଦିକ । ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ ବ୍ଲାକମେଲିଂ କରି…

ସରକାରୀ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !

ଖୋର୍ଦ୍ଧା: କଳାହାଣ୍ଡିରୁ ରାଜଧାନୀ ଭୂବନେଶ୍ୱରକୁ ଆସୁଥିଲା ଏକ ନାଇଟ୍ କୋଚ୍ ବସ୍ । ହଠାତ୍ ଭୋର୍ ସମୟରେ ଚିତ୍କାର କରିଉଠିଥିଲେ ଜଣେ ଯୁବତୀ । କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ରୁଦ୍ର ରୂପ ଧାରଣ କରିଥିଲେ । ମାମଲା ବୁଝିବା ପାଇଁ ଗାଡି ଅଟକାଇଥିଲେ ବସ୍ କର୍ମଚାରୀ । ଶେଷରେ ଯେଉଁ…

ଅଖା ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ବାଇପାସ୍ ଫ୍ଲାଏ ଓଭର ନିକଟରେ ଜଣେ ବ୍ୟକ୍ତି ମୃତଦେହ ଭର୍ତ୍ତି ଥିବା ଏକ ଅଖା ପକାଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ମୋପେଡରେ କ'ଣ ଅଛି…

ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି, ୩ ବର୍ଷ ଜେଲ୍ ଦଣ୍ଡାଦେଶ ସସ୍‌ପେଣ୍ଡ

ଭୁବନେଶ୍ୱର: କୋଲ ସ୍କାମରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବହୁ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କୋରାପୁଟ ସିଡିପିଓ

ଜୟପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ନନ୍ଦପୁର ସ୍ଥିତ ବଡସନ ସାହି ଗ୍ରାମର ସ୍ନେହଲତା ଦଳପତି ନାମକ ଜଣେ…

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।…

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…