Latest Odisha News

BREAKING NEWS

Browsing Category

ଅପରାଧ

କଟକରେ ଦୁଷ୍କର୍ମ ପୀଡିତାଙ୍କୁ ଠକେଇ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଗିରଫ

କଟକ: କଟକ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ କରିଦେବାକୁ ଯାଇ ୧ ଲକ୍ଷରୁ ଉର୍ଦ୍ଧ୍ବ ଠକିଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ଜଣେ ନରସିଂହପୁର ଅଞ୍ଚଳର…

ଜ୍ୟୋତି ମାଲହୋତ୍ରାଙ୍କ ସହ ଲିଙ୍କ; ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରାଇଭେଟ୍ କଲେ ଓଡ଼ିଶା ୟୁଟ୍ୟୁବର୍

ପୁରୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ନେଇ ଓଡ଼ିଶା ୟୁଟ୍ୟୁବର୍ ତଥା ଟ୍ରାଭେଲ୍ ଭ୍ଲଗରଙ୍କ ଉପରେ ଏବେ ନଜର ରଖାଯାଇଛି। ଏନେଇ ତାଙ୍କ ଜେଜେବାପା କହିଛନ୍ତି ଯେ, 'ଆମ ଝିଅ ଦେଶ ବିରୋଧୀ…

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇନଫ୍ଲୁଏନ୍ସରଙ୍କୁ ଚାକିରି ଦେଉଥିଲେ!

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଲିଙ୍କରେ ବନ୍ଧା ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଜ୍ୟୋତି ଯିଏକି ପୂର୍ବରୁ ଦିଲ୍ଲୀରେ ୨୦ ହଜାର ଟଙ୍କାରେ କାମ କରୁଥିଲେ ସେ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ପାକିସ୍ତାନରେ ଲସ୍କର ଆତଙ୍କବାଦୀକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ବନ୍ଧୁକ ଧାରି ମାନେ ଆତଙ୍କବାଦୀ ଲସ୍କର-ଏ-ତୈବା (ଏଲଇଟି) ସଇଫୁଲ୍ଲା ଖଲିଦଙ୍କୁ ହତ୍ୟା କରିଛନ୍ତି। ତେବେ ସେ ଭାରତର ତିନୋଟି ବଡ଼ ଆକ୍ରମଣ ପଛରେ ଥିବା ଜଣାପଡିଛି। ଯେଉଁଥିରେ ନିଜାମନି ୨୦୦୧ ମସିହାରେ ରାମପୁରରେ ଥିବା ସିଆରପିଏଫ ଶିବିର,…

ନିଖୋଜ ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ଗତ ଶୁକ୍ରବାର ଦିନରୁ ନିଖୋଜ ଥିବା ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବଲାଙ୍ଗୀରର ଲରମ୍ଭା ଥାନା ଅନ୍ତର୍ଗତ ଘାସିଆନ ଗାଁ ନିକଟ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଗଣେଶରାମ ଭୋଇ ହୋଇଥିବା ବେଳେ ସେ କିଛି ଦିନ…

ନାବାଳକଙ୍କୁ ଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡା: ଝାରସୁଗୁଡାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, pocso ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।…

ଓଡ଼ିଶା ବ୍ଲଗର ଲବ ହାଂସଦା ବିବାହିତ, ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ…

ଭୁବନେଶ୍ୱର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଲୋକପ୍ରିୟ ଟ୍ରାଭେଲ୍ ବ୍ଲଗର ଲବ ହାଂସଦା ଆଉ ଏକ ନୂତନ ବିବାଦରେ ଫସିଛନ୍ତି। ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ପରେ…

ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ବେଳକୁ ଗୋଟିଏ; ଉତ୍ତେଜନା ପରେ ତଦନ୍ତ ନିର୍ଦ୍ଦେଶ 

ବାଲେଶ୍ବର: ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ପରେ ପରିବାରକୁ ଗୋଟିଏ ଶିଶୁ ଦେଲେ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ (ଡିଏଚଏଚ) ରେ ଜଣେ ମହିଳାଙ୍କ ଅଲ୍ଟ୍ରାସାଉଣ୍ଡ ସ୍କାନ୍ ରୁ ଯମଜ ଗର୍ଭଧାରଣର ସୂଚନା ମିଳିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବାର ପକ୍ଷରୁ…

ଭିଜିଲାନ୍ସ ଜାଲରେ ଧର୍ମଶାଳାର ଏବିଡ଼ିଓ, ଏକକାଳୀନ ୭ ସ୍ଥାନରେ ଚଢାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି। ଏକାସାଙ୍ଗରେ ଯାଜପୁର, କଟକ…

କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ …