Latest Odisha News

BREAKING NEWS

Browsing Category

ଅପରାଧ

ରାୟଗଡା ଜିଲ୍ଲାରେ ପାରିବାରିକ କଳହର କରୁଣ ପରିଣତି

ରାୟଗଡା ଜିଲ୍ଲାରେ ପାରିବାରିକ କଳହ ନେଲା ଜୀବନ । ବାହାଘରର କେତଟା ବର୍ଷ ନପୁରୁଣୁ ଆଖି ବୁଝିଛି ଝିଅ । ଶାଶୂଘର ଲୋକେ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ରାୟଗଡା ଜିଲ୍ଲା ବିଷମକଟକ…

ସୋସିଆଲ ମିଡିଆରେ ପ୍ରେମ ଓ ତାପରେ ବ୍ଲାକମେଲିଂ; ମଧ୍ୟପ୍ରଦେଶରୁ ଯୁବକ ଗିରଫ

ପାରାଦୀପ: ପାରାଦୀପ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ସାମାଜିକ ଗଣମାଧ୍ୟମରେ ପ୍ରଥମେ ପ୍ରେମ ଏବଂ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ବିଚାରପତି ତଥା ସ୍ଵତନ୍ତ୍ର ପୋକସୋ କୋର୍ଟ, ଜଗତସିଂହପୁର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା…

ରବର୍ଟ ଭଦ୍ରାଙ୍କ ବିରୋଧରେ ଇଡିର ଚାର୍ଜସିଟ୍ ଜାରି…

ନୂଆଦିଲ୍ଲୀ: ୫୮ କୋଟି ଟଙ୍କାର ଜମି ଡିଲ୍ ମାମଲାରେ ଇଡି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହା ଭଦ୍ରାଙ୍କ ବିରୋଧରେ ଇଡିର ପ୍ରଥମ ଚାର୍ଜସିଟ୍। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଇଡି…

ଫିଲ୍ମ ଷ୍ଟାଇଲରେ ହସ୍ପିଟାଲରେ ପଶିଲେ ଦୃର୍ବୁତ୍ତ; ଗ୍ୟାଙ୍ଗଷ୍ଟରକୁ ଗୁଳି ମାରି ଫେରାର…

ପାଟଣା: ବିହାରରେ ଜଣେ ଗ୍ୟାଙ୍ଗଷ୍ଟରକୁ ହସ୍ପିଟାଲ ଭିତରେ ପଶି ପାଞ୍ଚ ଜଣ ଗୁଳି କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପାଟଣାରେ ଥିବା ପାରସ ହସ୍ପିଟାଲର ଆଇସିୟୁରେ ଘଟିଥିବା ଜଣାପଡିଛି। ତେବେ ସେହି ଅପରାଧୀମାନେ ହସ୍ପିଟାଲର ୨୦୯ ନମ୍ୱର ରୁମ୍ ଭିତରେ…

ୟେମେନରେ ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ନେଇ ମୁଁହ ଖୋଲିଲେ ମୃତକଙ୍କ ଭାଇ…

ନୂଆଦିଲ୍ଲୀ: ୟେମେନରେ ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ରଖାଯାଇଛି। ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ରଖିବାରେ କେରଳର ଜଣେ ମୁସଲିମ ଧାର୍ମିକ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି। ଏହି ମୁସଲିମ ଧାର୍ମିକ ନେତା ହେଉଛନ୍ତି କନ୍ଥପୁରମ୍ ଏପି ଆବୁବାକର…

ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖି ଗିରଫ ହେଲେ ଅଧ୍ୟାପକ

ସମ୍ବଲପୁର : ଏଫ ଏମ କଲେଜ ଘଟଣାର କିଛିଦିନ ନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ବିବାହର ପ୍ରତିଶୃତି ଦେଇ ଜଣେ ଅଧ୍ୟାପକ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ଗୋପୀକାନ୍ତ…

ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ (ସିବି) ଫକୀର ମୋହନ (ସ୍ୱୟଂଚାଳିତ) କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବ। ପୋଲିସ ମହାନିର୍ଦ୍ଦେଶକ (ସିଆଇଡି-ସିବି) ବିନୟତୋଷ ମିଶ୍ର ସହଦେବଖୁଣ୍ଟା ପୋଲିସ ଠାରୁ ତଦନ୍ତ ଦାୟିତ୍ୱ ନେବା ପାଇଁ CAW&CW ଡେପୁଟି…

ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ ଓ ସହଯୋଗୀ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ଥିବା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ଜଣେ କନିଷ୍ଠ କ୍ଲର୍କ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛନ୍ତି। ସୁକାନ୍ତ କୁମାର ସିଂହ ନାମକ କନିଷ୍ଠ କ୍ଲର୍କ ପଞ୍ଜିକୃତ ଟ୍ରଷ୍ଟ ଡିଡ୍ ହସ୍ତାନ୍ତର…

କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କ ମୃତ୍ୟୁ ମାମଲାରେ ଏନଆରଆଇ ଗିରଫ

ନୂଆଦିଲ୍ଲୀ: କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କୁ ହିଟ୍ ଆଣ୍ଡ୍ ରନ ଘଟଣାରେ ପଞ୍ଜାବ ପୋଲିସ ଜଣେ ଏନଆରଆଇ ଯୁବକଙ୍କୁ ଗିରଫ କରିଛି। ଏନଆରଆଇ ଅମୃତପାଲ ସିଂହ ଢିଲୋଙ୍କୁ ଗିରଫ କରିବା ସହିତ ପୋଲିସ ଉକ୍ତ ଫର୍ଚୁନର ଏସୟୁଭି ମଧ୍ୟ ଜବତ କରିଛି। ଜଳନ୍ଧରର କରତାରପୁରର ଦାସୁପୁର ଗ୍ରାମର…

ବାପାମାଙ୍କୁ ହାଣି ମାରିଲା ପୁଅ, କାରଣ ଅସ୍ପଷ୍ଟ

ବାରିପଦା: ବାପାମାଆଙ୍କୁ ହାଣି ନିର୍ମମ ହତ୍ୟାକଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲ‌ାର ବୈଶିଙ୍ଗା ଥାନା ଅନ୍ତର୍ଗତ ଧାନପାଳ ଗାଁରେ । ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ । ଘର ବାରଣ୍ଡାରେ ପଡ଼ିଛି ବାପାମାଆଙ୍କ ମୃତଦେହ । ତେବେ…