Latest Odisha News

BREAKING NEWS

Browsing Category

ଅପରାଧ

୨ କୁଖ୍ୟାତ ଚୋର ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ସୁନ୍ଦରଗଡ: ୨ ଜଣ କୁଖ୍ୟାତ ଚୋରଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ । ରବିବାର ଘଟିଥିବା ଲୁଟ୍‌ ମାମଲାରେ ଯାଞ୍ଚ କରୁଥିବା ସମୟରେ ଉଭୟଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଏମଡି ଇକ୍କୁ ଓ ଏମଡି ମୋବିନ । ସେମାନେ ସୁନ୍ଦରଗଡ ଟାଉନ ଥାନା ଡେଙ୍ଗିଭାଡି ଅଞ୍ଚଳର ବୋଲି…

ଶ୍ରୀମନ୍ଦିରରେ ପାଦୁକ ବଣ୍ଟାକୁ ନେଇ ସେବାୟତଙ୍କ ମଧ୍ୟରେ ହାତାହାତି

ପୁରୀ: ଶ୍ରୀମନ୍ଦିର ପରିସରରେ ହାତାହାତି ହୋଇଛନ୍ତି ସେବାୟତ। ଆଜି ପୁଣି ଦୁଇ ସେବାୟତ ଗୋଷ୍ଠୀ ଭିତରେ ହାତାହାତି ହେବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଘଟିଛି ଏହି ଘଟଣା। ଏଥିରେ ଘଟଣାରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।…

ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା କଲା ପତ୍ନୀ

ସୁରଟ: ଗୁଜୁରାଟର ଗାନ୍ଧିନଗରରେ ଜଣେ ପତ୍ନୀ ବିବାହର ମାତ୍ର ଚାରି ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପତ୍ନୀ ଜଣକ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭଲ ପାଉଥିଲେ। ଫଳରେ ବିବାହର ମାତ୍ର ୪ ଦିନ ପରେ ସେ ସମ୍ପର୍କୀୟ ଭାଇ ଓ ଦୁଇ ସାଙ୍ଗଙ୍କ ସହାୟତାରେ…

ଅଢେଇ କୋଟିର ଜାଲ ନୋଟ ଜବତ, ୪ ଗିରଫ

ସୁରଟ: ଜବତ ହୋଇଛି ୨.୫୭ କୋଟି ଟଙ୍କାର ଜାଲ୍ ନୋଟ୍ । ଗୁଜରାଟର ସୁରଟରେ ରବିବାର ଘଟିଛି ଏହି ଘଟଣା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।  ବ୍ୟାଙ୍କ, ବଜାର ଓ ସାଧାରଣ ଲୋକଙ୍କୁ ଠକିବା ପାଇଁ ଅଭିଯୁକ୍ତମାନେ ପ୍ରସ୍ତୁତ କରିଥିଲେ ଏହି ନକଲି ନୋଟ୍। ପୁଲିସ ସୂଚନା…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡା: ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ରାୟଗଡା ଜିଲ୍ଳାରେ କଟକ ଭିଜିଲାନ୍ସ ଟିମ ଓ ସ୍ଥାନୀୟ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଶନିବାର ମୁନିଗୁଡା…

ଭିଣୋଇର ପ୍ରେମ ନିବେଦନ ପ୍ରତ୍ଯାଖ୍ଯାନ କରିବାରୁ ମହିଳାଙ୍କୁ ୩ ଖଣ୍ଡ କରିଦେଲେ…

କୋଲକାତା: ଦକ୍ଷିଣ କୋଲକାତାର ଟଲିଗଞ୍ଜ ଅଞ୍ଚଳର ଏକ ଅଳିଆ ଆବର୍ଜନା ଗଦାରୁ ମିଳିଥିବା ମଣିଷ ମୁଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ କୋଲକାତା ପୋଲିସ ମୃତ ୨୪ ପରଗନା ଜିଲ୍ଲାର ହୀରାଖଣ୍ଡ ହର୍ମୋରରୁ ମୃତକଙ୍କ ସମ୍ପର୍କୀୟ ଅତିଉର ରହମନ ଲସ୍କରଙ୍କୁ ଗିରଫ କରିଛି।…

କାମ ଚାପ ସତ୍ବେ ପରିବାର ପାଇଁ ଚାକିରି ଛାଡିପାରୁନଥିଲେ, କାଟିଦେଲେ ହାତ ଆଙ୍ଗୁଠି.

ସୁରଟ: ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି କାମ ଚାପରୁ ରକ୍ଷା ପାଇବା ପାଇଁ ନିଜ ହାତ ଆଙ୍ଗୁଠି କାଟି ଦେଇଛନ୍ତି। ଏହା ପରେ ବ୍ୟକ୍ତି ଜଣକ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଆଙ୍ଗୁଠି ଗାଏବ ହୋଇଯାଇଛି। ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ସୂଚନା ଅନୁଯାୟୀ, ଗୁଜୁରାଟର…

ମୋତେ ଅନେକ ସ୍ୱପ୍ନ ଦେଖାଇଲ; ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ମେରୁଟ: ମା' ଓ ବାପା, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ଅନେକ ସ୍ୱପ୍ନ ଦେଖାଇଲ, ମୋତେ ସେଗୁଡିକ ପୂରଣ କରିବାର ଥିଲା। ମୋତେ ଜୀବନରେ ବହୁତ ଆଗକୁ ଯିବାକୁ ଥିଲା। କିନ୍ତୁ ମୁଁ କିଛି କରିପାରିଲି ନାହିଁ। ମୁଁ ଡାକ୍ତର ହେବାର ଯୋଗ୍ୟ ନୁହେଁ। ମା, ବାପା ଏବଂ ମୋ ଭଉଣୀ। ତୁମେ ସମସ୍ତେ ମୋର…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲାରୁ ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କଲରାପତରିଆ ବାଘ ଛାଲ ସହ ଜଣଙ୍କୁ ଗିରଫ କରିଛି। ଶନିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏସଟିଏଫ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମେହେରୁନି ବ୍ରିଜ ନିକଟ ମନମୁଣ୍ଡା-ସାଗଡା ରାସ୍ତାରେ ଚଢାଉ କରି ଜଣେ…

ଦୁଇ ପୁଅ ସହ ଆତ୍ମହତ୍ଯା କଲେ ମା, ବୋହୂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ଯୋଧପୁର: ଯୋଧପୁରର ଓସିଆନ ଥାନାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯେଉଁଠି ମା ଏବଂ ଦୁଇ ଭାଇ ଆତ୍ମହତ୍ଯା କରିଛନ୍ତି। ପତ୍ନୀଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର…