Latest Odisha News

BREAKING NEWS

Browsing Category

ଅପରାଧ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଗିରଫ, ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ଥିଲେ ପୀଡିତା

ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ। ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବିଜାଘାଟି ନିକଟରୁ…

ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ରାଜସ୍ଥାନରୁ ୨ ଗିରଫ

ଭୁବନେଶ୍ୱର: ଆଜିକାଲି ପୁରୀକୁ ତୀର୍ଥଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କୁ ସୁବିଧାରେ ଟାର୍ଗେଟ କରୁଛନ୍ତି ସାଇବର ଠକ। ନିକଟରେ ତୀର୍ଥଯାତ୍ରୀମାନଙ୍କୁ ଟାର୍ଗେଟ କରି ଏକ ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଓଡ଼ିଶା…

୨୧୭୧ ବୋଟଲ କଫ୍ ସିରଫ୍ ଜବତ, ୭ ନିଶା ବେପାରୀ ଗିରଫ

ବରଗଡ଼: ବରଗଡ଼ ସହରରେ ବ୍ୟାପକ ମାତ୍ରାରେ ନିଶା କାରବାର ବଢ଼ିବାରେ ଲାଗିଛି । ବଢ଼ୁଥିବା ଅପରାଧିକ ମାମଲା କାରଣରୁ ଜନସାଧାରଣ ଅସୁରକ୍ଷିତ ହୋଇପଡୁଥିବା ନେଇ ବରଗଡ଼ବାସୀ ସ୍ୱର ଉତ୍ତୋଳନ କରି ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ବରଗଡ଼ ଏସପିଙ୍କ ଠାରେ ଦାବି କରିଥିଲେ l ବର୍ତ୍ତମାନ…

ଥାନା ସମ୍ମୁଖରେ ବିଷ ପିଇଲେ ମହିଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପରିସରରେ ସୋମବାର ଦିନ ଜଣେ ଯୁବତୀ ବିଷ ପିଇ ଦେଇଛନ୍ତି। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ପଠାଯାଇଥିଲା। ସୂଚନା ଅନୁଯାୟୀ, ମହିଳା ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଗତ…

ଡିଏଫଓଙ୍କ ୧୧୫ ପ୍ଲଟ୍!

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ ଜବତ କରିଛନ୍ତି। ବହୁମହଲା କୋଠା ସହ ତାଙ୍କ ପାଖରେ ୧୧୫ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଠାବ କରାଯାଇଛି। ଆଉ ୧.୧୯…

ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ହାଇଦ୍ରାବାଦରୁ ୨ ବନ୍ଧାହେଲେ

ମାଲକାନଗିରି: ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ନିକଟରେ ଜୁଲାଇ ୧୨ ତାରିଖରେ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ଚ. ନରେଶଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଲକାନଗିରି ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦୁଇ ଯୁବକଙ୍କୁ ଗିରଫ କରିଛି। ମୋଟୁ ଥାନା ସୀମା…

ନିମାପଡ଼ା ଅଞ୍ଚଳର ବଳଙ୍ଗା ଛାତ୍ରୀଙ୍କୁ ନିଆଁ ଲଗାଇଦେବା ଘଟଣା, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ବଳଙ୍ଗା, ନିମାପଡ଼ା: ବାଲେଶ୍ୱରର ସୌମ୍ୟାଶ୍ରୀ ଘଟଣାର ଆଘାତ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଅମାନୁଷିକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ…

ପୁରୀରେ ନାବାଳିକାଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଅଧୀନସ୍ଥ ବାୟାବର ଗାଁରେ ଏହି ଦୁଃଖଦ ଘଟଣା ଘଟିଯାଇଛି। ଝିଅଟି ତାଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲା ବେଳେ…

ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋର: ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ସେଥିରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏନ୍‌ଏଚ୍‌-୧୬ ସୋର ଥାନା ଅଲ୍ଲିପୁର ନିକଟରୁ ଏହି ବିସ୍ଫୋରକ ଜବତ କରାଯାଇଛି। କଟକରୁ ବାଲେଶ୍ବର ଯାଉଥିଲା…

ରାୟଗଡା ଜିଲ୍ଲାରେ ପାରିବାରିକ କଳହର କରୁଣ ପରିଣତି

ରାୟଗଡା ଜିଲ୍ଲାରେ ପାରିବାରିକ କଳହ ନେଲା ଜୀବନ । ବାହାଘରର କେତଟା ବର୍ଷ ନପୁରୁଣୁ ଆଖି ବୁଝିଛି ଝିଅ । ଶାଶୂଘର ଲୋକେ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ରାୟଗଡା ଜିଲ୍ଲା ବିଷମକଟକ…