Latest Odisha News

BREAKING NEWS

Browsing Category

ଅପରାଧ

ରାଉରକେଲାରେ ଡବଲ୍ ମର୍ଡର

ରାଉରକେଲା: ରାଉରକେଲାରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣୀ ତରଙ୍ଗ ପୋଲିସ ସୀମା ଅନ୍ତର୍ଗତ ଜିଆବାହଲ ଗ୍ରାମର ମୁକେଶ କର…

ବାଲେଶ୍ୱରରେ କାର ଦୁର୍ଘଟଣାଗ୍ରସ୍ତ; ସୁନା ଅଳଙ୍କାର ସହ ୨.୪ ଲକ୍ଷ ନଗଦ ଟଙ୍କା ଜବତ

ବାଲେଶ୍ୱର: ବାଲେଶ୍ୱରର ଗୋପାଳପୁର ଥାନା ଅନ୍ତର୍ଗତ ଜୁନିଆ ବଜାରରେ ବୁଧବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାରରୁ ୨.୪ ଲକ୍ଷ ନଗଦ ଟଙ୍କା, ୪୬ ଗ୍ରାମ ସୁନା ଏବଂ ୨୦୯ ଗ୍ରାମ ରୂପା ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ମୋଟରସାଇକେଲରେ କିଛି ଯୁବକ ଉକ୍ତ କାରର…

ସନ୍ଦେହର କରୁଣ ପରିଣତି; ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ବେଙ୍ଗାଲୁରୁ: ପରକୀୟା ପ୍ରିତୀ ସନ୍ଦେହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନିଜ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ଘଟଣାଟି କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଘଟିଛି। ଉକ୍ତ ସ୍ବାମୀ ଜଣକ ୪୩ ବର୍ଷୀୟ କୃଷ୍ଣପ୍ପା ବୋଲି ଜଣାପଡିଛି। ଘରୋଇ…

ଗୁଜୁରାଟରେ ହିଟ୍ ଆଣ୍ଡ ରନ୍ ମାମଲା; ଗଞ୍ଜେଇ ନିଶାରେ ଗାଡି ଚଳାଉଥିଲେ ଲ’ ଛାତ୍ର

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରକ୍ଷିତ ଚୌରାସିଆ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲା। ଗାନ୍ଧୀନଗର ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ…

ଷଷ୍ଠ ଶ୍ରେଣୀ ଛାତ୍ରର ହାତ କାଟିଦେଲେ ସିନିୟର..

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳ ଅନ୍ତର୍ଗତ ବାସିପିଠାର ଏସଏସଡି ହାଇସ୍କୁଲରେ ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେହି ବିଦ୍ୟାଳୟରେ ସିନିୟର ମାନଙ୍କ ନିର୍ଯାତନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା…

ଲାଞ୍ଚ ଅଭିଯୋଗରେ ଜୁନିଅର କ୍ଲର୍କଙ୍କୁ ୪ ବର୍ଷ ଜେଲଦଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲଦାର ଅଫିସର ପୂର୍ବତନ ଜୁନିଅର କ୍ଲର୍କ ସୁକାନ୍ତ କୁମାର ଦାସଙ୍କୁ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲକୁ ପଠାଯାଇଛି। ବର୍ତ୍ତମାନ ଜଗତସିଂହପୁର କଲେକ୍ଟୋରେଟ୍‌ର ଜୁନିଅର କ୍ଲର୍କ ଭାବରେ ନିଯୁକ୍ତ ସୁକାନ୍ତଙ୍କୁ କଟକ ଭିଜିଲାନ୍ସ…

ଲୋକୋ ପାଇଲଟ୍ ସ୍ବାମୀଙ୍କୁ ନିର୍ଧୁମ ପିଟିଲେ ମହିଳା, ନ୍ୟାୟ ପାଇଁ ଥାନାରେ ହାଜର…

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ପିଟୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଲୋକୋ ପାଇଲଟ୍ ଥିବା ସ୍ୱାମୀ ଲୋକେଶ କୁମାର ମାଞ୍ଝି ନିକଟରେ ଏସପି ଅଫିସରେ ପହଞ୍ଚି ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ…

ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ; ୧୦ଲକ୍ଷ ଟଙ୍କାର ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ବର: ପ୍ରେମିକଙ୍କୁ ଉଠାଇନେଲେ ପ୍ରେମିକା । ଅପହରଣ ପରେ ୧୦ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ବି ରଖିଥିଲେ ପ୍ରେମିକା। ହଁ ଆଜ୍ଞା ଏହା କୌଣସି ଫିଲ୍ମର ଷ୍ଟୋରୀ ନୁହେଁ , ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅପହରଣ ଘଟଣା ସାମ୍ନାକୁ ଆସିଛି । ପ୍ରେମିକକୁ ଅପହରଣ କରିଥିବା ଅଭିଯୋଗରେ…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ…

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧାହେଲେ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ

ଭୁବନେଶ୍ୱର: ବାଲେଶ୍ୱରର ଦୁର୍ଗାଦେବୀ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ ଦାୟିତ୍ୱରେ ଥିବା ଗିରିଶ ଚନ୍ଦ୍ର ବେହେରାଙ୍କୁ ୫.୮ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏହି ରାଶି…