Latest Odisha News

BREAKING NEWS

Browsing Category

ଅପରାଧ

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ୪ ବର୍ଷ ପରେ ମିଳିଲା ରାୟ। ଦୋଷୀକୁ ମିଳିଛି ୨୦ ବର୍ଷ ଦଣ୍ଡାଦେଶ। ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।…

ଟେଣ୍ଡର ଫିକ୍ସିଂ ମାମଲାରେ ୩ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଟେଣ୍ଡର ଫିକ୍ସିଂ ମାମଲାରେ ରାଜଧାନୀରୁ ଦାମୀ ମୂଲ୍ଯବାନ ଗାଡ଼ି ଜବତ ହେବାର ଗୋଟିଏ ଦିନ ପରେ ୩ ଜଣ ଗିରଫ ହୋଇଛନ୍ତି। ୩ ଜଣକ ମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଗିରଫ। ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର…

କୋ ଅପରେଟିଭ୍ ବ୍ୟାଙ୍କ ସମେତ ୭ଟି ସ୍ଥାନରେ ଇଡି ରେଡ, ୧୩ କୋଟିରୁ ଅଧିକ ଟଙ୍କା ଜବତ

ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଁଓ ସ୍ଥିତ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କ ନାମକୋରେ ଇଡିର ଚଢାଉ। ଇଡି ପକ୍ଷରୁ ଅହମ୍ମଦାବାଦ ଓ ମୁମ୍ବାଇର ୭ଟି ସ୍ଥାନରେ ଚଢାଉ ଏକକାଳୀନ ଚଢାଉ କରାଯାଇଛି। ବ୍ୟାଙ୍କରୁ ଜବତ ହୋଇଛି ୧୩ କୋଟି ୫୦ ଲକ୍ଷ ଟଙ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ…

ବେଙ୍ଗାଲୁରୁରେ ଦ୍ବୀତିୟ ପତ୍ନୀକୁ ହତ୍ୟା କରି ନାଳରେ ଫିଙ୍ଗିଥିବା ସ୍ବାମୀ ବିହାରରୁ ହେଲା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଡ୍ରେନରେ ଜଣେ ମହିଳାଙ୍କ ମୃତ ଦେହ ମିଳିବା ପରେ ଘଟଣାରେ ଉକ୍ତ ମିହିଳାଙ୍କ ସ୍ବାମୀଙ୍କୁ ବିହାରରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ୩୯ ବର୍ଷୀୟ ମହମ୍ମଦ ନସିମ ।…

୧୪୪୦ ବୋତଲ କଫ୍‌ ସିରପ୍‌ ଜବତ, ୫ ଗିରଫ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାରୁ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କଲା ପୋଲିସ। ୧୪୪୦ ବୋତଲ କଫ୍‌ ସିରପ୍‌ ଜବତ ହୋଇଥିବା ବେଳେ ୫ ଜଣଙ୍କୁ ବାନ୍ଧିଲା ପୋଲିସ। ଏହା ସହ କାର୍‌, ସ୍କୁଟି ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, କୋଲକାତାରୁ ସମ୍ଭଲପୁରକୁ ୧୪୪୦ ବୋତଲ କଫ୍‌ ସିରପ୍‌…

ଭଉଣୀକୁ ଅଧିକ ଭଲ ପାଉଥିଲେ ମା’ ଓ ବାପା, ରାଗରେ ପୁଅ ପୁରା ପରିବାରକୁ…

ନୂଆଦିଲ୍ଲୀ: ସାଉଥ ଦିଲ୍ଲୀର ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ  ପୁଅକୁ ପୋଲିସ ଗିରଫ କରିଛି। ବୁଧବାର ସକାଳେ ରାଜେଶ କୁମାର (୫୧), ତାଙ୍କ ପତ୍ନୀ କୋମଲ (୪୬) ଏବଂ ଝିଅ କବିତାଙ୍କ ମୃତଦେହ ସେମାନଙ୍କ ଦେୱଲି ଗାଁରେ ଥିବା ତାଙ୍କ ନିଜ ଘରୁ ମିଳିଥିଲା। ଛୁରୀରେ  ବେକ କାଟି  ସେମାନଙ୍କୁ…

ଘରେ ପଶିବା ପାଇଁ କୁକୁଡାକୁ କଲେ ମୋହରା, ବେକରେ ଛୁରୀ ଲଗାଇ ଲୁଟିନେଲେ ୬ ଦୁର୍ବୃତ୍ତ

ଭଦ୍ରକ: ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ। ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର…

ଶିମିଳିପାଳରେ ୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରାର

କରଞ୍ଜିଆ: ଶିମିଳିପାଳରେ ଶିକାରୀଙ୍କୁ ପୁଣି ଧରିଲା ଏଆଇ କ୍ୟାମେରା। ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୩ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ୩ ଜଣ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଞ୍ଚଳର କରନ୍ ମାରାଣ୍ଡି, କାରୁ ହାଁସଦା ଓ ବୁଧୁରାୟ ସୋରେନ୍ ବୋଲି ଜଣାପଡିଛି…

କାରରେ ପତ୍ନୀଙ୍କ ସହ ଅନ୍ୟ ବ୍ୟକ୍ତିଙ୍କୁ ଦେଖି ନିଆଁ ଲଗାଇଦେଲେ ସ୍ବାମୀ

ଥିରୁଅନନ୍ତପୁରମ: କେରଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କାରରେ ଦେଖିବା ପରେ ରାଗିଯାଇ କାରରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି…

ରାଜଧାନୀରେ ଦୁଇ ଯୁବତୀଙ୍କୁ ପିଟିଲେ ଘର ମାଲିକ ଓ ତାଙ୍କ ପୁଅ

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଅଞ୍ଚଳରେ ବୁଧବାର ଦିନ ଦୁଇ ଯୁବତୀଙ୍କୁ ଘର ମାଲିକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଯୁବତୀ ତାଙ୍କ ହଷ୍ଟେଲରେ ଭଡାରେ ରହୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ହଷ୍ଟେଲରେ କୌଣସି ବିବାଦକୁ ନେଇ ମାଲିକ ଏବଂ ତାଙ୍କ ପୁଅ ଦୁଇଜଣ ଯୁବତୀଙ୍କୁ…