Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଓଡ଼ିଶା ବିଧାନସଭା: ପୁରସ୍କୃତ ହେବେ ୨୪ ଜଣ ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ । ବିଧାୟକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ…

ବିଶ୍ୱକପ ଫୁଟବଲ: ବ୍ରାଜିଲର ବିଦାୟ, ସେମିଫାଇନାଲରେ ବେଲଜିୟମ ଭେଟିବ ଫ୍ରାନ୍ସକୁ

ମସ୍କୋ : ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ବ୍ରାଜିଲ । ବେଲଜିୟମ ୨-୧ ଗୋଲରେ ଫୁଟବଲର ଦେଶ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସ ୨-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି । ମ୍ୟାଚର ୧୩…

ପ୍ରତିଷ୍ଠା ହେବ ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ, ବଢିବ ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ବିନିମୟ

ଭୁବନେଶ୍ୱର : ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ ପ୍ରତିଷ୍ଠା ହେବ । ଓଡ଼ିଶା ଓ ସୁଦୂର ଫ୍ରାନ୍ସ ମଧ୍ୟରେ ସୁନ୍ଦର ସାଂସ୍କୃତିକ ବିନିମୟ ଘଟିବ । ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ଼ଃ ବର୍ଟାଣ୍ଡ ଡି…

ଓଡ଼ିଶାର ପ୍ରଥମ ଇଂରାଜୀ ସପ୍ତାହାନ୍ତ ଖବରକାଗଜ ‘ମାଇଁ ସିଟି’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଇଂରାଜୀ ସପ୍ତାହାନ୍ତ ଖବରକାଗଜ ‘ମାଇଁ ସିଟି’ ର ପ୍ରଥମ ସଂସ୍କରଣକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟଠାରେ ଗୁରୁବାର ଦିନ ଉନ୍ମୋଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିସହିତ ‘ମାଇଁ ସିଟି ଆୱାର୍ଡସ’କୁ ମଧ୍ୟ ଉଦଘାଟନ କରିଛନ୍ତି । ହୋଟେଲ…

ଚାଷୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ: ଓଡ଼ିଶା ସରକାର ଯୋଗାଇଦେବେ ଏଣ୍ଡ୍ରୋଏଡ଼ ମୋବାଇଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟର ଚାଷୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀ ପାଇବେ ଏଣ୍ଡ୍ରୋଏଡ଼ ମୋବାଇଲ ଫୋନ । ଓଡ଼ିଶାର ଚାଷୀମାନେ ଏହି ମୋବାଇଲ ଫୋନ ପାଇ ସେମାନଙ୍କ ଫସଲର ପାଇକାରୀ ମୂଲ୍ୟ ତଥା ବଜାର ଦର ସମ୍ପର୍କରେ ତୁରନ୍ତ ତଥ୍ୟ ପାଇ ନିଜର ଉତ୍ପାଦକୁ ସହଜରେ…

କେନ୍ଦ୍ର ସରକାରଙ୍କ ଦ୍ୱାରା ଜୁଲାଇ ୧ ତାରିଖକୁ ‘ଜିଏସଟି ଦିବସ’ଭାବେ ପାଳନ

ନୂଆଦିଲ୍ଲୀ : ଜୁଲାଇ ୧କୁ ଭାରତ ସରକାର ବସ୍ତୁ ଏବଂ ସେବା କର (ଜିଏସଟି)ର ପ୍ରଥମ ବର୍ଷପୂର୍ତ୍ତି ନୂଆଦିଲ୍ଲୀଠାରେ ପାଳନ କରିବାକୁ ଯାଉଛନ୍ତି । ୨୦୧୭ ଜୁନ ୩୦ ତାରିଖ ମଧ୍ୟ ରାତ୍ରରେ ସଂସଦର କେନ୍ଦ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ ଜୁଲାଇ, ୨୦୧୭ ଦିନର ଆରମ୍ଭରୁ ଜିଏସଟିର ପ୍ରଚଳନ…

ପରୀକ୍ଷା ଖାତା ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ପ୍ରସଙ୍ଗ: ସିବିଏସଇ ଦ୍ୱାରା ଓଡ଼ିଶାର ୭ଜଣ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେୀଣୀ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ରେ ତ୍ରୁଟି କରିଥିବାରୁ ସିବିଏସଇ ସମୁଦାୟ ୧୩୦ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି । ଏହି ନିଲମ୍ବିତ ହୋଇଥିôବା ଶିକ୍ଷକଙ୍କ ତାଲିକାରେ…

କନ୍ଧମାଳରେ ଅଫୁଟା ଟିଫିନ ବୋମାକୁ ବିସ୍ଫୋରଣ କଲେ ସିଆରପିଏଫ ଯବାନ

କନ୍ଧମାଳ : କନ୍ଧମାଳରେ କମ୍ବିଂ ଅପରେସନ ବେଳେ ସିଆରପିଏଫ ପକ୍ଷରୁ ଗୋଟିଏ ଅଫୁଟା ଟିଫିନ ବୋମାକୁ ସତର୍କତାର ସହିତ ବିସ୍ଫୋରିତ କରାଯାଇଛି । ସୂତ୍ରରୁ ଜଣାପଡ଼ିଛି ଯେ, କନ୍ଧମାଳର ଫୁଲବାଣୀ-ଗୋଛାପଡ଼ା ରାସ୍ତା କଡ଼ରେ ଗୁରୁବାର ରାତିରେ କମ୍ବିଂ ଅପରେସନ କରୁଥିବା ବେଳେ କେନ୍ଦ୍ରୀୟ ବାହିନୀ ୫…

୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଏସମ୍ପର୍କରେ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ପୂର୍ବ ପରି ଖୋଲିଲେ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି…