Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରୋହିତ ଶର୍ମାଙ୍କ ଅପରାଜିତ ଶତକ, ଇଂଲଣ୍ଡକୁ ପରାସ୍ତ କରି ଭାରତ ୨-୧ରେ ଟି-୨୦ ସିରିଜ ଜିତିଲା

ଲଣ୍ଡନ : ଉଭୟ ବ୍ୟାଟିଂ ଓ ବୋଲିଂରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଭାରତ, ଏଥିସହିତ ଟି-୨୦ ସିରିଜ ଜିତିପାରିଛିି । ଭାରତ ଟସରେ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟରେ ୧୯୮ ରନ…

ଏକକ ନିର୍ବାଚନ ପ୍ରସଙ୍ଗ: ବିଜେଡ଼ି ଜୁଲାଇ ୧୦ ଲ’କମିଶନ ବୈଠକରେ ଉପସ୍ଥାପନ କରିବ ଦଳର ମତ

ଭୁବନେଶ୍ୱର : ଭାରତରେ ଏକକ ନିର୍ବାଚନକୁ ନେଇ ଜୁଲାଇ ୧୦ରେ ଭାରତୀୟ ଲ’ କମିଶନ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କର ଏକ ବୈଠକ ଡ଼କାଇଛନ୍ତି । ଏହି ବୈଠକରେ ଗୋଟିଏ ଥରରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କରିବା ନେଇ ସମସ୍ତ ଦଳର ମତ ଲୋଡ଼ିଛନ୍ତି କମିଶନ । ତେବେ ବୈଠକ ପୂର୍ବରୁ…

ପ୍ରବଳ ବର୍ଷାର ଆଶଙ୍କା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ସକାଳେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ…

ବିଶ୍ୱକପ ଫୁଟବଲ: ରୁଷିଆକୁ ୪-୩ରେ ପରାସ୍ତ କରି କ୍ରୋଏସିଆ ସେମିଫାଇନାଲରେ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ପରାସ୍ତ ହୋଇଛି । ପଡ଼ୋଶୀ କ୍ରୋଏସିଆ ସେମିଫାଇନାଲକୁ ପ୍ରବେଶ କରି ବିଶ୍ୱକପ ଇତିହାସରେ ଏକ ଇତିହାସ ସୃଷ୍ଟି କରିଛି । ସେମିଫାଇନାଲରେ କ୍ରୋଏସିଆ ଦଳ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ । ରୁଷିଆ-କ୍ରୋଏସିଆ…

ଓଡ଼ିଶା ବିଧାନସଭା: ପୁରସ୍କୃତ ହେବେ ୨୪ ଜଣ ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ । ବିଧାୟକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ…

ବିଶ୍ୱକପ ଫୁଟବଲ: ବ୍ରାଜିଲର ବିଦାୟ, ସେମିଫାଇନାଲରେ ବେଲଜିୟମ ଭେଟିବ ଫ୍ରାନ୍ସକୁ

ମସ୍କୋ : ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ବ୍ରାଜିଲ । ବେଲଜିୟମ ୨-୧ ଗୋଲରେ ଫୁଟବଲର ଦେଶ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସ ୨-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି । ମ୍ୟାଚର ୧୩…

ପ୍ରତିଷ୍ଠା ହେବ ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ, ବଢିବ ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ବିନିମୟ

ଭୁବନେଶ୍ୱର : ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ ପ୍ରତିଷ୍ଠା ହେବ । ଓଡ଼ିଶା ଓ ସୁଦୂର ଫ୍ରାନ୍ସ ମଧ୍ୟରେ ସୁନ୍ଦର ସାଂସ୍କୃତିକ ବିନିମୟ ଘଟିବ । ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ଼ଃ ବର୍ଟାଣ୍ଡ ଡି…

ଓଡ଼ିଶାର ପ୍ରଥମ ଇଂରାଜୀ ସପ୍ତାହାନ୍ତ ଖବରକାଗଜ ‘ମାଇଁ ସିଟି’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଇଂରାଜୀ ସପ୍ତାହାନ୍ତ ଖବରକାଗଜ ‘ମାଇଁ ସିଟି’ ର ପ୍ରଥମ ସଂସ୍କରଣକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟଠାରେ ଗୁରୁବାର ଦିନ ଉନ୍ମୋଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିସହିତ ‘ମାଇଁ ସିଟି ଆୱାର୍ଡସ’କୁ ମଧ୍ୟ ଉଦଘାଟନ କରିଛନ୍ତି । ହୋଟେଲ…

ଚାଷୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ: ଓଡ଼ିଶା ସରକାର ଯୋଗାଇଦେବେ ଏଣ୍ଡ୍ରୋଏଡ଼ ମୋବାଇଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟର ଚାଷୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀ ପାଇବେ ଏଣ୍ଡ୍ରୋଏଡ଼ ମୋବାଇଲ ଫୋନ । ଓଡ଼ିଶାର ଚାଷୀମାନେ ଏହି ମୋବାଇଲ ଫୋନ ପାଇ ସେମାନଙ୍କ ଫସଲର ପାଇକାରୀ ମୂଲ୍ୟ ତଥା ବଜାର ଦର ସମ୍ପର୍କରେ ତୁରନ୍ତ ତଥ୍ୟ ପାଇ ନିଜର ଉତ୍ପାଦକୁ ସହଜରେ…

କେନ୍ଦ୍ର ସରକାରଙ୍କ ଦ୍ୱାରା ଜୁଲାଇ ୧ ତାରିଖକୁ ‘ଜିଏସଟି ଦିବସ’ଭାବେ ପାଳନ

ନୂଆଦିଲ୍ଲୀ : ଜୁଲାଇ ୧କୁ ଭାରତ ସରକାର ବସ୍ତୁ ଏବଂ ସେବା କର (ଜିଏସଟି)ର ପ୍ରଥମ ବର୍ଷପୂର୍ତ୍ତି ନୂଆଦିଲ୍ଲୀଠାରେ ପାଳନ କରିବାକୁ ଯାଉଛନ୍ତି । ୨୦୧୭ ଜୁନ ୩୦ ତାରିଖ ମଧ୍ୟ ରାତ୍ରରେ ସଂସଦର କେନ୍ଦ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ ଜୁଲାଇ, ୨୦୧୭ ଦିନର ଆରମ୍ଭରୁ ଜିଏସଟିର ପ୍ରଚଳନ…