Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆୟକର ଭରିନାହାନ୍ତି କି? ସାବଧାନ!

ଭୁବନେଶ୍ବର: ଜୁଲାଇ ୩୧, ୨୦୨୪ ହେଉଛି ଆୟକର ଦାଖଲ କରିବାର ଶେଷ ଦିନ । ଧାର୍ଯ୍ୟ ସମୟ ମଧ୍ୟରେ  ଆଇଟିଆର ଫାଇଲ୍ ନ କଲେ କରଦାତାଙ୍କୁ ସହିବାକୁ ପଡିବ ବିପୁଳ ଆର୍ଥିକ କ୍ଷତି । ମୋଟା ପରିମାଣରେ ଜୋରିମାନା ଦେବାକୁ ପଡିବ । ଗତବର୍ଷ ପରି ଏଥର ମଧ୍ୟ ଆଉ ଆୟକର ଦାଖଲ ସମୟସୀମା ବଢାଇ ନପାରନ୍ତି ସରକାର…

ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି !

ନୂଆଦିଲ୍ଲୀ: ଅଗଷ୍ଟ ମାସ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସାରା ଦେଶରେ ଅନେକ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଅପରପକ୍ଷେ ଏହି ମାସରେ ରକ୍ଷାବନ୍ଧନ ମଧ୍ୟ ରହିଛି । ଅଗଷ୍ଟ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ…

କେନ୍ଦ୍ର ବଜେଟ୍: ଆରମ୍ଭ ହେଲା ପାରମ୍ପରିକ ହାଲୱା ସମାରୋହ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୪-୨୫ ପାଇଁ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ମଙ୍ଗଳବାର ନୂଆଦିଲ୍ଲୀରେ ହଲୱା ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ…

ଲୋନ୍ ନେଇଛନ୍ତି କି? ଭଲ କରନ୍ତୁ କ୍ରେଡିଟ ସ୍କୋର

ନୂଆଦିଲ୍ଲୀ: ଆଜିକାଲି ସବୁ ଆୟ ବର୍ଗର ଲୋକ କୌଣସି ନା କୌଣସି କାମ ପାଇଁ ଋଣ ଆବଶ୍ୟକ କରନ୍ତି । ସମସ୍ତେ କିଛି ନା କିଛି ଋଣ କରିଥାଆନ୍ତି । ପିଲାଙ୍କ ପଢାପଢି ଖର୍ଚ୍ଚ , ଘର ନିର୍ମାଣ, କାର କିଣା, ନୂଆ ବ୍ୟବସାୟ ବା ଅନ୍ୟ କିଛି କରିବା ପାଇଁ ଦରକାର ପଡିଥାଏ ମୋଟା ପରିମାଣର ପୁଂଜି । ଏହି ପୁଂଜି…

ପ୍ଲାଟଫର୍ମ ଟିକେଟ ସମେତ ଏହି ରେଲଓ୍ବେ ସୁବିଧା ଉପରେ ଜିଏସଟି ଲାଗୁ ହେବ ନାହିଁ

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୩ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି । ଏଥିରେ ସେ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଜିଏସଟିରୁ ଛାଡ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇର ପ୍ଲାଟଫର୍ମ ଟିକେଟ, ରିଟାୟରିଂ ରୁମ୍,…

ନିର୍ବାଚନ ପରେ ଟମାଟୋ ଦର ବୃଦ୍ଧି: ଅନେକ ରାଜ୍ୟରେ ୫୦ରୁ ଅଧିକ, ଗୋଟିଏ ସ୍ଥାନରେ ଶତକ ପାର୍

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟ ହେଉ ଅବା କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଅନେକ ନେତା ଯେପରି ମନ୍ତ୍ରୀ ହେଲା ପରେ ଭାଉ ବଢିଛି। ସେହିପରି ଯେଉଁ ସମୟରେ ପରିବା ଦର କମ୍ ହେବା କଥା ସେହି ସମୟରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହି…

ଅପରିବର୍ତ୍ତିତ ରହିଛି ରେପୋରେଟ: ଆଜି ଘୋଷଣା ହେବ ଆରବିଆଇ ମୁଦ୍ରାନୀତି

ନୂଆଦିଲ୍ଲୀ: ଗୁରୁବାର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧ ହାର ହ୍ରାସ କରିଛି। ତେବେ ନୂଆ ମୁଦ୍ରାନୀତିରେ ସୁଧ ହାର ହ୍ରାସ କରିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ମୁଦ୍ରାନୀତି ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଆଜି ଘୋଷଣା ହୋଇପାରେ…

ଭୋଟ ଗଣତି ମଧ୍ୟରେ ଷ୍ଟକ ବଜାରରେ ବଡ ହ୍ରାସ: ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ, ସେୟାର ମାର୍କେଟ ଡାଉନ

ମୁମ୍ବାଇ: ଦେଶରେ ଜାରି ରହିଛି ଭୋଟ ଗଣତି। ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ ରହିଛି। ଆଜି ଲୋକସଭା ଭୋଟ ଗଣତି ଜାରି ରହିଥିବାବେଳେ ଷ୍ଟକ ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ପାଇଛି। ନ୍ୟାସନାଲ ଷ୍ଟକ…

ଏକଜିଟ ପୋଲର ପ୍ରଭାବ, ରେକର୍ଡ ଭାଙ୍ଗିଲା ଷ୍ଟକ ମାର୍କେଟ

ନୂଆଦିଲ୍ଲୀ: ଗୋଟେ ପଟେ ଏକଜିଟ ପୋଲ ପାଇଁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏବେ ରେକର୍ଡ ପାର କରିଛି ଷ୍ଟକ ମାର୍କେଟ । ଏକଜିଟ ପୋଲରେ ମୋଦି ୩.୦ ଆସିବ ପରେ ଏବେ ସର୍ବକାଳୀନ ରେକର୍ଡ ଛୁଇଁଛି ଷ୍ଟକ ବଜାର । ସେନସେକ୍ସ ଏବଂ ନିଫ୍ଟି ସବୁ ରେକର୍ଡ ପାର…

4G ଏବଂ 5G ସେବା ଦେବ BSNL

ନୂଆଦିଲ୍ଲୀ:  4G ସେବା ପ୍ରଦାନ କରିବ BSNL । ନିକଟରେ ପଞ୍ଜାବରେ ନିଜର 4G ସେବା ଆରମ୍ଭ କରିଥିବା BSNL ଏବେ ପୂରା ଦେଶରେ ନିଜର 4G ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ସେ ଟିସିଏସ୍ ଏବଂ ସି-ଡଟ ସହିତ ଏକ ବୁଝାମଣା ସ୍ବାକ୍ଷର କରିଛି । ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀ ଭାରତ…