Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଗୁଗୁଲ ଆଣିଲା ଉନ୍ନତ ଫିଚର, ସବୁ ଭାଷାରେ ଏବେ ୟୁଟ୍ୟୁବ ଭିଡିଓ ଦେଖିପାରିବେ ୟୁଜର୍ସ

ନୂଆଦିଲ୍ଲୀ: ଟେକ୍ ଜଏଣ୍ଟ୍ କମ୍ପାନୀ ଗୁଗୁଲ୍ ଏହାର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ରେ ଏକ ନୂଆ ଫିଚର୍ ସାମିଲ କରିଛି, ଯାହା ବର୍ତ୍ତମାନ ୟୁଟ୍ୟୁବରେ ଭିଡିଓ ଦେଖିବା ଏବଂ ବୁଝିବା ଅତି ସହଜ ହେବ । ଏହି ଫିଚରର ନାମ ହେଉଛି ଅଟୋ ଡବିଂ ଏବଂ ଏହା ଏଆଇ (AI) ଅର୍ଥାତ୍ ଆର୍ଟିଫିସିଆଲ୍…

ଏଣିକି ଘର ନିର୍ମାଣ ହେବ ଆହୁରି ମହଙ୍ଗା.. ଜାଣନ୍ତୁ କାରଣ କ’ଣ?

ଭୁବନେଶ୍ବର: ଏଣିକି ମହଙ୍ଗା ହେବ ଘର ନିର୍ମାଣ । କାରଣ ଆହୁରି ବଢିବ ସିମେଣ୍ଟ ଦର । ୨୦୨୫ର ଦ୍ବିତୀୟାର୍ଦ୍ଧରେ ଭାରତୀୟ ସିମେଣ୍ଟ ଦର ୪ ପ୍ରତିଶ୍ରତକୁ ବୃଦ୍ଧି ପାଇବା ନେଇ ସିଏଲଏସଏ ସୂଚନା ଦେଇଛି ।  ଯାହା ପାନ ଇଣ୍ଡିଆ ଡିଲର କମ୍ପାନୀଗୁଡିକ, ଯେଉଁମାନଙ୍କ ମାର୍ଜିନରେ ହ୍ରାସ ଘଟିଥିଲା,…

ଏସବିଆଇ ଅମୃତ ବୃଷ୍ଟି ଯୋଜନା : ୪୪୪ଦିନରେ ହେବେ ଧନୀ, ସୁଯୋଗ କେବଳ ଏତେ ଦିନ ପାଇଁ..

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାକୁ ସୁଯୋଗ ଦେଉଛି। ନିକଟରେ ଏସବିଆଇ ବ୍ୟାଙ୍କ ଅମୃତ ବୃଷ୍ଟି ଯୋଜନା (ଏଫଡି ସ୍କିମ) ଆରମ୍ଭ କରିଛି। ଏହି ସୀମିତ ଅବଧି ସ୍ଥିର ଜମା ଯୋଜନା ୧୬…

ଲେନ୍ସକାର୍ଟ ପ୍ରତିଷ୍ଠା କରିବ ବିଶ୍ୱର ସର୍ବବୃହତ କାରଖାନା, ୧୫୦୦କୋଟି ନିବେଶ କରିବ କମ୍ପାନୀ

ନୂଆଦିଲ୍ଲୀ: ଚଷମା ଉତ୍ପାଦନ କରୁଥିବା କମ୍ପାନୀ ଲେନ୍ସକାର୍ଟ ବିଶ୍ୱର ସର୍ବବୃହତ ଚଷମା ତିଆରି କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି | ଏଥିପାଇଁ କମ୍ପାନୀ ୧୫୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ଏହି କାରଖାନାରେ ଆଖିରେ ପିନ୍ଧିବା ଜିନିଷ, ଲେନ୍ସ ଇତ୍ୟାଦି ତିଆରି କରିବ | କମ୍ପାନୀ କହିଛି…

ଡିଜିଟାଲ ଲୋନ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଧରି ନିଅନ୍ତୁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେତେବେଳେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଲୋନ ପାଇବାକୁ ସପ୍ତାହେ ଲାଗିପାରେ | ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ | ତା’ପରେ ଆପଣ କଣ କରିବେ? ଏହି ସମଯରେ ଆପଣଙ୍କ ଧ୍ୟାନ ଏକ ଡିଜିଟାଲ…

୨୦୨୬ସୁଦ୍ଧା ବଜାରକୁ ଆସିପାରେ ଫୋଲଡେବଲ୍ ଆଇଫୋନ୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଆପଲ୍ ର ଫୋଲଡେବଲ୍ ଆଇଫୋନ୍ ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ଏକ ନୂତନ ରିପୋର୍ଟ ଅନୁଯାୟୀ, ଆପଲ୍ ୨୦୨୬ସୁଦ୍ଧା ପ୍ରଥମ ଫୋଲଡେବଲ୍ ଆଇଫୋନ୍ ଲଞ୍ଚ କରିବ,କିନ୍ତୁ କମ୍ପାନୀ ଏହା ଉପରେ ଏଯାଏଁ କୌଣସି ଅଫିସିଆଲ୍ ଘୋଷଣା କରି ନାହିଁ ।…

ଖସିଲା ଜିଡିପି ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ଅର୍ଥନୀତି କ୍ଷେତ୍ରରେ ଭାରତକୁ ବଡ଼ ଝଟକା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠୁ କମ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ…

ପାନ୍ କାର୍ଡକୁ ନେଇ କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି, ଖର୍ଚ୍ଚ ହେବ ୧,୪୩୫ କୋଟି

ନୂଆଦିଲ୍ଲୀ: ମୋଦି ସରକାର ସୋମବାର ପାନ୍ ୨.୦ ପ୍ରକଳ୍ପ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ୍)କୁ ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍ ପାଇଁ ସାଧାରଣ ବ୍ୟବସାୟ ପରିଚୟପ୍ରଦାନକାରୀ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…