Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପ୍ଲାଟଫର୍ମ ଟିକେଟ ସମେତ ଏହି ରେଲଓ୍ବେ ସୁବିଧା ଉପରେ ଜିଏସଟି ଲାଗୁ ହେବ ନାହିଁ

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୩ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି । ଏଥିରେ ସେ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଜିଏସଟିରୁ ଛାଡ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇର ପ୍ଲାଟଫର୍ମ ଟିକେଟ, ରିଟାୟରିଂ ରୁମ୍,…

ନିର୍ବାଚନ ପରେ ଟମାଟୋ ଦର ବୃଦ୍ଧି: ଅନେକ ରାଜ୍ୟରେ ୫୦ରୁ ଅଧିକ, ଗୋଟିଏ ସ୍ଥାନରେ ଶତକ ପାର୍

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟ ହେଉ ଅବା କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଅନେକ ନେତା ଯେପରି ମନ୍ତ୍ରୀ ହେଲା ପରେ ଭାଉ ବଢିଛି। ସେହିପରି ଯେଉଁ ସମୟରେ ପରିବା ଦର କମ୍ ହେବା କଥା ସେହି ସମୟରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହି…

ଅପରିବର୍ତ୍ତିତ ରହିଛି ରେପୋରେଟ: ଆଜି ଘୋଷଣା ହେବ ଆରବିଆଇ ମୁଦ୍ରାନୀତି

ନୂଆଦିଲ୍ଲୀ: ଗୁରୁବାର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧ ହାର ହ୍ରାସ କରିଛି। ତେବେ ନୂଆ ମୁଦ୍ରାନୀତିରେ ସୁଧ ହାର ହ୍ରାସ କରିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ମୁଦ୍ରାନୀତି ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଆଜି ଘୋଷଣା ହୋଇପାରେ…

ଭୋଟ ଗଣତି ମଧ୍ୟରେ ଷ୍ଟକ ବଜାରରେ ବଡ ହ୍ରାସ: ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ, ସେୟାର ମାର୍କେଟ ଡାଉନ

ମୁମ୍ବାଇ: ଦେଶରେ ଜାରି ରହିଛି ଭୋଟ ଗଣତି। ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ ରହିଛି। ଆଜି ଲୋକସଭା ଭୋଟ ଗଣତି ଜାରି ରହିଥିବାବେଳେ ଷ୍ଟକ ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ପାଇଛି। ନ୍ୟାସନାଲ ଷ୍ଟକ…

ଏକଜିଟ ପୋଲର ପ୍ରଭାବ, ରେକର୍ଡ ଭାଙ୍ଗିଲା ଷ୍ଟକ ମାର୍କେଟ

ନୂଆଦିଲ୍ଲୀ: ଗୋଟେ ପଟେ ଏକଜିଟ ପୋଲ ପାଇଁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏବେ ରେକର୍ଡ ପାର କରିଛି ଷ୍ଟକ ମାର୍କେଟ । ଏକଜିଟ ପୋଲରେ ମୋଦି ୩.୦ ଆସିବ ପରେ ଏବେ ସର୍ବକାଳୀନ ରେକର୍ଡ ଛୁଇଁଛି ଷ୍ଟକ ବଜାର । ସେନସେକ୍ସ ଏବଂ ନିଫ୍ଟି ସବୁ ରେକର୍ଡ ପାର…

4G ଏବଂ 5G ସେବା ଦେବ BSNL

ନୂଆଦିଲ୍ଲୀ:  4G ସେବା ପ୍ରଦାନ କରିବ BSNL । ନିକଟରେ ପଞ୍ଜାବରେ ନିଜର 4G ସେବା ଆରମ୍ଭ କରିଥିବା BSNL ଏବେ ପୂରା ଦେଶରେ ନିଜର 4G ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ସେ ଟିସିଏସ୍ ଏବଂ ସି-ଡଟ ସହିତ ଏକ ବୁଝାମଣା ସ୍ବାକ୍ଷର କରିଛି । ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀ ଭାରତ…

ଦେଶରେ ଆଜିଠୁ ନୂଆ ନିୟମ, ଜାଣନ୍ତୁ ସେଗୁଡିକ ବିଷୟରେ..

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ । ୨୦୨୪-୨୫ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ସାରା ଦେଶରେ ଅନେକ କିଛି ନୂଆ ନିୟମ ବଦଳିବାକୁ ଯାଉଛି ମିଳିବ । ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ନିୟମ ପରିବାର୍ତ୍ତ ଭିତରେ କଣ କଣ…

ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ ଗ୍ୟାସ୍ ଦର, ଜାଣନ୍ତୁ କେତେ କମିଲା..

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ତେବେ ଏହି ଦର ହ୍ରାସ କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଉପରେ ହୋଇଛି । ଘରୋଇ ସିଲିଣ୍ଡର…

ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଭାରତ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ମେଟା ଏକ ବଡ଼ ନିଷ୍ପତ୍ତି ନେଇଛି | ଏହି ନିଷ୍ପତି ଫଳରେ ବିଶ୍ୱର ସମସ୍ତ ରାଜନୈତିକ ଦଳ ଉପରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି | କୋଟି…

ଆଜିଠାରୁ ଲାଗୁହେବାକୁ ଯାଉଛି ଷ୍ଟକ୍ ମାର୍କେଟର ସବୁଠାରୁ ବଡ ନିୟମ

ମୁମ୍ବାଇ: ଯେଉଁମାନେ ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି | ଆଜିଠାରୁ ଷ୍ଟକ୍ ମାର୍କେଟରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ମାର୍ଚ୍ଚ ୨୮ ରୁ ଷ୍ଟକ୍ ମାର୍କେଟରେ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି, ଯାହା ହେଉଛି ଟି+0 ନିୟମ | ଏହି ନିୟମର…