Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମସ୍କଙ୍କ ଆଉ ଏକ ଝଟକା: ଟ୍ବିଟରରେ ନ୍ୟୁଜ ପଢ଼ିଲେ ଦେବାକୁ ହେବ ଟଙ୍କା, ମେ’ରୁ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ବିଟର ୟୁଜର୍ସଙ୍କୁ ଏଲୋନ୍ ମସ୍କ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ବ୍ଲୁ ଟିକ୍ ପାଇଁ ଟଙ୍କା ଆଦାୟ କରୁଥିବା ଏଲୋନ୍ ମସ୍କ ବର୍ତ୍ତମାନ ଟ୍ୱିଟରରେ ଖବର ପଢିବାକୁ ହେଲେ ଟଙ୍କା ନେବେ। ଶନିବାର ଏଲୋନ୍ ମସ୍କ ଏହି ସୂଚନା ଦେଇଛନ୍ତି। ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ସମୟରେ…

ଏଲ୍ଆଇସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲ୍ଆଇସି ଅଧ୍ୟକ୍ଷ ଭାବେ ଜୁନ୍ ୨୦୨୪ ଯାଏ କାର୍ଯ୍ୟ କରିବେ । ଏହାପରେ ସେ ଜୁନ୍ ୨୦୨୫ ଯାଏ ମୁଖ୍ୟ କାର୍ଯ୍ୟନିର୍ବାହୀ…

ଇନଷ୍ଟାଗ୍ରାମରେ ଆପଣଙ୍କର ୧୦୦୦ରୁ ଅଧିକ ଫଲୋଅର୍ସ ଥିଲେ ରୋଜଗାର କରିପାରିବେ!

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ କିପରି ଟଙ୍କା ରୋଜଗାର କରିବେ, ଏହି ପ୍ରଶ୍ନ ଆଜିକାଲି ଟ୍ରେଣ୍ଡ କରୁଛି। ସମସ୍ତେ ସୋସିଆଲ ମିଡିଆରେ ମନୋରଞ୍ଜନ ସହିତ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି। ୧୦୦୦ ରୁ ୧୨୦୦ ଫଲୋଅର୍ସ ଥିବା ୟୁଜର ମଧ୍ୟ ବର୍ତ୍ତମାନ ଟଙ୍କା ରୋଜଗାର କରିବାକୁ ଚେଷ୍ଟା…

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ…

ବିନା ଇଣ୍ଟରନେଟରେ ଏଭଳି କରନ୍ତୁ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ, ଅନଲାଇନ୍ ପେମେଣ୍ଟର ବ୍ୟବହାର ଅତିମାତ୍ରାରେ ବୃଦ୍ଧିପାଇଛି। ଏବେ ସାରା ଦେଶରେ ଡିଜିଟାଲ୍ ପେମେଣ୍ଟ ପ୍ରାୟତଃ ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ଆପଣାଇସାରିଲେଣି। ପେଟିଏମ୍ ରୁ ଗୁଗୁଲ୍ ପେ ପରି ଅନେକ ଆପ୍ ଅଛି, ଯାହା ସାହାଯ୍ୟରେ ଲୋକମାନେ ଏହି ଅନ୍ ଲାଇନ୍…

ଓଡ଼ିଶାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ସ୍ଥାପନ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ବର: ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ ସ୍ଥାପନ କରିବ । ଏହା ସ୍ଥାପିତ ହୋଇଗଲା ପରେ ଜେଏସପିର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମଟିପିଏ…

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ନିକଟରେ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟ୍ରାଟେଜିକ…

ଓଏମସିର ଲୁହାପଥର ଉତ୍ପାଦନରେ ୧୭ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଦେଶର ଅନ୍ୟତମ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମ (OMC) ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୭ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଓଏମସି ୨୫.୩୧ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ କରିଥିଲା ।…

ଢେଙ୍କାନାଳରେ ରୁଙ୍ଗଟାର ନୂଆ ଟିଏମଟି ଷ୍ଟିଲ୍ ବାର୍ ପ୍ଲାଣ୍ଟ

ଭୁବନେଶ୍ୱର: ଢେଙ୍କାନାଳ ସ୍ଥିତ ପ୍ଲାଣ୍ଟର ସମ୍ପ୍ରସାରଣ କରିଛି ରୁଙ୍ଗଟା ମାଇନ୍ସ । ଏଥିରେ ଷ୍ଟିଲ୍ ଟିଏମଟି ବାର ପ୍ଲାଣ୍ଟ ଯୋଡ଼ି ହୋଇଛି । ପ୍ଲାଣ୍ଟର ସମ୍ପ୍ରସାରଣ ଦ୍ୱାରା ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶକୁ ଉନ୍ନତମାନର ଷ୍ଟିଲ୍ ଟିଏମଟି ବାର…

ଗ୍ୟାସ ଦର କମିବ, କେନ୍ଦ୍ର ସରକାର ନିୟମରେ କଲେ ସଂଶୋଧନ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ସାଧାରଣ ଜନତାଙ୍କୁ ଗ୍ୟାସ୍ ଦରରେ ବଡ଼ ଆଶ୍ୱସ୍ତି ମିଳିପାରେ। ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ନୂଆ ଫର୍ମୁଲାକୁ ଅନୁମୋଦନ ଦେଇଛନ୍ତି। ଯାହାଫଳରେ ଖୁବ୍ ଶୀଘ୍ର ସିଏନଜି ଓ ପିଏନଜି ଦରରେ ୧୦ ପ୍ରତିଶତ ଯାଏ ହ୍ରାସ ହୋଇପାରେ। ପ୍ରଧାନମନ୍ତ୍ରୀ…