Latest Odisha News
Browsing Category

ବାଣିଜ୍ୟ

ଓଡ଼ିଶାରେ ପାଠ ପଢ଼ି ଆମେରିକାର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର

ନୂଆଦିଲ୍ଲୀ: ଓଡ଼ିଶାରେ ପାଠ ପଢ଼ି ଆମେରିକର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର। ଆମେରିକୀୟ ବହୁଦେଶୀୟ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନର ସିଇଓ ନିଯୁକ୍ତ ହୋଇଛନ୍ତି ଇନ୍‌ଫୋସିସ୍‌ର ପୂର୍ବତନ ଅଧ୍ୟକ୍ଷ ଭାରତର ରବି କୁମାର। ବ୍ରାଏନ ଏମ୍‌ଫ୍ରିସ୍‌ଙ୍କ ସ୍ଥାନରେ…

ଭାରତରେ କର୍ମଚାରୀ ଛଟେଇ ଆରମ୍ଭ କଲା ଆମାଜନ; ଇ-ମେଲ୍ ପଠାଇ ଚାକିରିରୁ ବିଦା କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତରେ କର୍ମଚାରୀ ଛଟେଇ ଅଭିଯାନ ଆରମ୍ଭ କଲା ଆମାଜନ। ନିକଟରେ ଛଟେଇ ନେଇ ସର୍ବସାଧାରଣରେ ଘୋଷଣା କରିଥିଲେ ଆମାଜନ ସିଇଓ ଆଣ୍ଡି ଜ୍ୟାସୀ। ବିଶ୍ୱବ୍ୟାପୀ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ ଘୋଷଣା କରିଥିଲେ। ସେଥିମଧ୍ୟରୁ ଭାରତରୁ ଏକ ହଜାର କର୍ମଚାରୀଙ୍କ ଛଟେଇ ହେବ…

ଅଟୋ ଏକ୍ସପୋ ୨୦୨୩: ହ୍ୟୁଣ୍ଡାଇ Ioniq 5 EV ଏସ୍‌ୟୁଭିକୁ ସିଗ୍‌ନେଚର ଷ୍ଟାଇଲ୍‌ରେ ଲଞ୍ଚ୍ କଲେ ଶାହରୁଖ

ନୂଆଦିଲ୍ଲୀ: ଲଞ୍ଚ୍ ହେଲା ଏସ୍‌ୟୁଭି ହ୍ୟୁଣ୍ଡାଇ ଆୟୋନିକ ୫ ଇଭି । ଅଟୋଏକ୍ସପୋ ୨୦୨୩ରେ ଏହାକୁ ଲଞ୍ଚ କରିଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ।ଶାହରୁଖ ତାଙ୍କ ସିଗ୍‌ନେଚର ଷ୍ଟାଇଲ୍‌ରେ ଦୁଇ ହାତ ଲମ୍ବାଇ ହ୍ୟୁଣ୍ଡାଇର ଏହି ଜବରଦସ୍ତ Ioniq 5 EV ଏସ୍‌ୟୁଭିକୁ ଲଞ୍ଚ୍ କରିଛନ୍ତି। କମ୍ପାନୀ ସହ…

ମହଙ୍ଗା ହେବ ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ

ନୂଆଦିଲ୍ଲୀ: ସୁନା ଗହଣା ଯଦି କିଣିବାର ଅଛି ତେବେ ଏବେ ହିଁ କିଣି ନିଅନ୍ତୁ। ନହେଲେ ଆଗକୁ ଦର ହୁ ହୁ ହୋଇ ବଢ଼ିବ। କାରଣ କେନ୍ଦ୍ର ସରକାର ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧…

୫୬ ହଜାର ପାର୍ ହେଲା ସୁନା ମୂଲ୍ୟ; ଚଳିତ ବର୍ଷ ଶେଷ ସୁଧା ୧୦ ଗ୍ରାମ ପ୍ରତି ଛୁଇଁପାରେ ୬୪ ହଜାର

ନୂଆଦିଲ୍ଲୀ: ୨୦୨୩ ଆରମ୍ଭରୁ ମହଙ୍ଗା ହେଲା ସୁନା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ ଅନୁସାରେ,ଆଜି( ଜାନୁଆରୀ ୯) ଦିଲ୍ଲୀ ସରଫା ବଜାରରେ ସୁନା ମୂଲ୍ୟ ୭୪୯ ଟଙ୍କା ବଢ଼ିଛି। ମୂଲ୍ୟ ବୃଦ୍ଧିକୁ ମିଶାଇ ବର୍ତ୍ତମାନ ସୁନା ମୂଲ୍ୟ ୫୬ ହଜାର ୩୩୬ ଟଙ୍କା ହୋଇଛି।…

ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ: ଟାଟା କ୍ଲିକ୍‌ର ପୂର୍ବତନ ସିଇଓ ବିକାଶ ପୁରୋହିତ ଫେସବୁକ ମୂଳ କମ୍ପାନୀ ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଜାନୁଆରୀ ୯ ତାରିଖରୁ ବିକାଶ ନୂଆ ଦାୟିତ୍ୱ ସମ୍ଭାଳିଛନ୍ତି। ଭାରତର ବଡ଼ ବଡ଼ କମ୍ପାନୀ ଓ ବିଜ୍ଞାପନଦାତା…

ଏଣ୍ଟ ଗ୍ରୁପରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍‌ ମା: ଚୀନ ସରକାରଙ୍କୁ ସମାଲୋଚନା ପଡିଲା ମହଙ୍ଗା

ବେଜିଂ: ଏଣ୍ଟ ଗ୍ରୁପର ଫାଉଣ୍ଡର ଜ୍ୟାକ୍‌ ମାଙ୍କର ଆଉ କମ୍ପାନୀ ଉପରେ ନିୟନ୍ତ୍ରଣ ରହିବ ନାହିଁ। କମ୍ପାନୀରେ ତାଙ୍କର ଭୋଟିଂ ରାଇଟକୁ ମାତ୍ର ୬.୨ ପ୍ରତିଶତକୁ ଖସାଇ ଦିଆଯାଇଛି। ଦିନେ କମ୍ପାନୀରେ ଜ୍ୟାକ୍‌ ମାଙ୍କର ୫୦ ପ୍ରତିଶତରୁ ଅଧିକ ଭୋଟିଂ ରାଇଟ୍ ଥିଲା। ସେହିପରି କମ୍ପାନୀରେ ତାଙ୍କର…

୧ ଲିଟର ପେଟ୍ରୋଲରେ ତେଲ କମ୍ପାନୀକୁ ୧୦ ଟଙ୍କା ଲାଭ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ଅଧିକ ମୂଲ୍ୟ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଆରବିଆଇ କ୍ରମାଗତ ଭାବରେ ସୁଧ ହାର ବୃଦ୍ଧି କରୁଛି। ଏହି ସମୟରେ, ଖବର ଅଛି ଯେ ଇଣ୍ଡିଆନ ଅଏଲ, ଭରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ…

ବଢ଼ିବ ବରଗର ଭଳି ଫାଷ୍ଟଫୁଡର ଦାମ, ଏହି ସବୁ ଦେଶରେ ବଢିବା ନେଇ ମ୍ୟାକଡୋନାଲ୍ଡ କଲା ଘୋଷଣା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଛି। ଏହି କାରଣରୁ, ପିଲାମାନଙ୍କ ଠାରୁ ବୟସ୍କଙ୍କ ପ୍ରିୟ ଫାଷ୍ଟଫୁଡ୍ ବରଗର ମଧ୍ୟ ବର୍ତ୍ତି ପାରି ନାହିଁ। ମ୍ୟାକଡୋନାଲ୍ଡ ପରି ରେଷ୍ଟୁରାଣ୍ଟ ଚେନକୁ ୧୦ ମାସ ମଧ୍ୟରେ ତୃତୀୟ ଥର ପାଇଁ ସେମାନଙ୍କ ମେନୁର ମୂଲ୍ୟ ବୃଦ୍ଧି…

ଭୁଲ UPI ଆକାଉଣ୍ଟକୁ ଟଙ୍କା ଯାଇଛି? ଆରବିଆଇ କହିଲା କେମିତି ଫେରସ୍ତ ପାଇବେ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ UPI ମାଧ୍ୟମରେ କାହାକୁ ଅନଲାଇନରେ ଟଙ୍କା ପଠାନ୍ତି କିମ୍ବା QR କୋଡ୍ ସ୍କାନ୍ କରି ଟଙ୍କା ପଠାନ୍ତି ଏବଂ ଯଦି ଟଙ୍କା ଏକ ଭୁଲ ଆକାଉଣ୍ଟକୁ ଯାଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଆପଣ Paytm, Google Pay ଏବଂ PhonePe ପରି ସର୍ଭିସର ସାହାଯ୍ୟ…