Latest Odisha News
Browsing Category

ବାଣିଜ୍ୟ

JSPକୁ ସିଏସ୍ଆର୍ ଜର୍ଣ୍ଣାଲ୍ ଏକ୍ସଲେନ୍ସ ଆୱାର୍ଡ

ମୁମ୍ବାଇ/ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ…

ଏହି ୫ଟି ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ ନାହିଁ ଜମାକାରୀ, ଆରବିଆଇ ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆର୍ଥିକ ଅବସ୍ଥା ବିଗିଡିଯାଇଥିବା ୫ଟି କୋପରେଟିଭ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ମଧ୍ୟରେ ଟଙ୍କା ଉଠାଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି | ଏହି ବ୍ୟାଙ୍କଗୁଡିକ ଉପରେ ପ୍ରତିବନ୍ଧକ ୬ ମାସ ପର୍ଯ୍ୟନ୍ତ…

ଦେଶର ପ୍ରଥମ ବ୍ୟାଙ୍କ ବାବଦରେ ଜାଣନ୍ତି କି?

ମୁମ୍ବାଇ: ଦେଶର ଅର୍ଥନୀତିକୁ ମଜବୁତ କରିବାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅବଦାନକୁ ଅସ୍ୱୀକାର କରାଯାଇପାରିବ ନାହିଁ। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତରେ ବ୍ୟାଙ୍କିଂ ବ୍ୟବସ୍ଥାର ମୂଳଦୁଆ ପକାଯାଇଥିଲା | ତେବେ ଆପଣ ଜାଣନ୍ତି କି ଭାରତର ପ୍ରଥମ ବ୍ୟାଙ୍କର ନାମ କଣ ଥିଲା? ଭାରତର ପ୍ରଥମ…

ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକି ଜିମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକିର ବହୁ ପ୍ରତିକ୍ଷିତ ଜିମି କାର | କାର ନିର୍ମାତା ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ ସେମାନେ ଜିମି(୫ଟି ଡୋର ଏସୟୁଭି) ଏବଂ ଫ୍ରଙ୍କ୍ସ କମ୍ପାକ୍ଟ ଏସୟୁଭିକୁ ଭାରତରୁ ଅଷ୍ଟ୍ରେଲିଆକୁ ରପ୍ତାନି କରିବେ | ଅର୍ଥାତ୍ ଭାରତରେ…

ଏଥର ଜିଏସଟି ଗଣିବେ କିରାନା ଷ୍ଟୋର

ନୂଆଦିଲ୍ଲୀ : ଟିକସ ପରିସରକୁ ବଢାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ବର୍ଗର କିରାନା ଷ୍ଟୋରରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିବାକୁ ସରକାର ବିଚାର କରୁଛନ୍ତି। ଏବେର ନିୟମ ଅନୁସାରେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ଜିଏସ୍‌ଟି…

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଅପେକ୍ଷା ରହିଛି ଫେବୃଆରୀ ମାସର ମୁଦ୍ରାସ୍ପୀତି ରିପୋର୍ଟକୁ। ଏହାପରେ କେନ୍ଦ୍ର ସରକାର ଦର କମାଇବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ମହଙ୍ଗା ମାଡ଼ ପାଇଁ ଅନେକ ଦରଦାମ ବୃଦ୍ଧି ପାଇଛି। ଅନ୍ୟପଟେ ଅଶୋଧିତ ତେଲର ଦାମ ମଧ୍ୟ…

କିଣନ୍ତୁ ଏଇ ଡିଭାଇସ, କରିବାକୁ ପଡିବନି ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ଜିଓ ହେଉ ବା ଏୟାରଟେଲ । ରିଚାର୍ଜ କରିବାବେଳେବେଳେ ବିରକ୍ତିକର ମନେ ହୋଇଥାଏ । କେତେବେଳେ ତୁମର ରିଚାର୍ଜ ତାରିଖ ଆସିଯାଇଥିବ କିନ୍ତୁ ତୁମେ ଜାଣି ନ ଥିବ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଏକ ନୂଆ ଉପାୟ ବତାଇବୁ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଡିଭାଇସ…

ବିବାଦ ଭିତରେ ବାଉନ୍ସ ବ୍ୟାକ କଲେ କି ଗୌତମ ଆଦାନୀ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଥିବା ବିଜନେସ ଟାଇକୁନ ଗୌତମ ଆଦାନୀ ବାଉନ୍ସ ବ୍ୟାକ କଲେ କି? ଏଭଳି କହିବାର କାରଣ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭଲ ଅଭିବୃଦ୍ଧି ଦେଖିଛି। ମାତ୍ର ୨୭୦ ମିନିଟରେ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ…

ପିଏଫରୁ ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ନିୟମକୁ ପରିବର୍ତ୍ତନ କରିଛନ୍ତି। ଯଦି ଇପିଏଫ୍ ଗ୍ରାହକ ପାଞ୍ଚ ବର୍ଷ ହେବ ଖାତା ଖୋଲିନାହାନ୍ତି କିନ୍ତୁ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ…

ଆଦାନୀ ଗ୍ରୁପକୁ କେଉଁ ବ୍ୟାଙ୍କ ସର୍ବାଧିକ ଋଣ ଦେଇଛି?

ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନବର୍ଗର ରିପୋର୍ଟକୁ ନେଇ ବଡ଼ ଅଡୁଆରେ ଆଦାନୀ ଗ୍ରୁପ।। ଅନ୍ତର୍ଜାତୀୟ ସ୍ତରରେ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ କମୁଥିବା ଦେଖି ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ବ୍ୟାଙ୍କକୁ ହିସାବ ମାଗିଛି। କେଉଁ ବ୍ୟାଙ୍କ କେତେ ଟଙ୍କା ଋଣ ପ୍ରଦାନ…