Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦେଶରେ ୩୫ କୋଟି ଲୋକଙ୍କ ପାଖରେ ୩ଜି-୪ଜି ଫୋନ୍ ରହିଛି, ୫ଜି ଆସିବା ପରେ କଦଣ କରିବେ ଏମାନେ?

ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଆରମ୍ଭ ହୋଇଛି, ଏଭଳି ପରିସ୍ଥିତିରେ ସରକାର ୫ଜି ୟୁଜରଙ୍କ ସଂଖ୍ୟା ଶୀଘ୍ର ବୃଦ୍ଧି କରିବା ପାଇଁ ଅନେକ ବଡ ପଦକ୍ଷେପ ନେଉଛନ୍ତି। ନିକଟରେ ସରକାର ସମସ୍ତ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ଯଥାଶୀଘ୍ର ୫ଜି ସ୍ମାର୍ଟଫୋନରେ ୫ଜି ସେବା ସହାୟତା ଦେବାକୁ କହିଛନ୍ତି।…

ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ଦେଶ ହେବ ଭାରତ: ଆଇଏମଏଫ

ନୂଆଦିଲ୍ଲୀ: ବୃହତ ଅର୍ଥନୈତିକ ଦେଶର ତାଲିକାର ଉପରମୁହାଁ ଅଗ୍ରସର ହେଉଛି ଭାରତ। ବ୍ରିଟେନ ପରେ ଏବେ ଭାରତର ଅର୍ଥନୀତି ଜାପାନକୁ ଟପିବାକୁ ଯାଉଛି। ଏବେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ଇଣ୍ଟରନେଶନାଲ ମୋନିଟାରି ଫଣ୍ଡ ବା ଆଇଏମ୍ଏଫ୍ ଅନୁଯାୟୀ, ବର୍ତ୍ତମାନର ଅଭିବୃଦ୍ଧି…

ବର୍ଷକ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଡବଲ୍ ହେଲାଣି !

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ…

ଚିନି ରପ୍ତାନିରେ ବିଶ୍ବରେ ଦ୍ବିତୀୟ ଦେଶ ଭାବେ ମୁଣ୍ଡ ଟେକିଲା ଭାରତ !

ନୂଆଦିଲ୍ଲୀ: ୨୦୨୧ -୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫,୦୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲ୍‌ଏମ୍‌ଟି ଆଖୁକୁ ଚିନି (ସୁକ୍ରୋଜ) ମିଲ୍ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲ୍‌ଏମ୍‌ଟି ଚିନି…

କେରଳ ବୁଲିବାକୁ ଚାହୁଁଛନ୍ତି କି? ଆଇଆରସିଟିସି ଆଣିଛି ସର୍ବୋତ୍ତମ ଟୁର୍ ପ୍ୟାକେଜ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ବେଳେ ବେଳେ ଅନେକ ଟୁର୍ ପ୍ୟାକେଜ୍ ଆଣିଥାଏ। ଯେଉଁଥିରେ ବିମାନ ଯାତ୍ରାଠାରୁ ଆରମ୍ଭ କରି ରହଣି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଥାଏ। ଏଥର ଆଇଆରସିଟିସି କେରଳ ଟୁର ପ୍ୟାକେଜ ଆଣିଛି ଯେଉଁଥିରେ ଯାତ୍ରୀମାନେ ୬…

ବ୍ୟାଙ୍କିଙ୍ଗ ଆପ୍’କୁ ଟାର୍ଗେଟ କରୁଛି ବିପଦଜନକ ଭାଇରସ୍, ରୁହନ୍ତୁ ସତର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରନ୍ତି। ଏହି ଭାଇରସ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ହେବା ପାଇଁ ଫିସିଙ୍ଗ୍ ମେସେଜ୍ ବ୍ୟବହାର କରାଯାଏ। ଏଭଳି ଏକ ଭାଇରସ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସଚେତନ କରାଯାଉଛି। SBI, PNB ଏବଂ କାନାଡା…

ବ୍ୟାଙ୍କ ଅଫ୍ ବରୋଦାର ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ ସର୍ଭିସ, ମିଳିବ ଏହି ସବୁ ସୁବିଧା

ଓଡିଶା ସମ୍ବାଦ ବ୍ୟୁରୋ: ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟାଙ୍କ ଅଫ୍ ବରୋଦା ନୂତନ ଯୋଜନା ପ୍ରବର୍ତ୍ତନ ଜାରି ରଖିଛି। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ୍ ବରୋଦା ହ୍ୱାଟସ୍ ଆପରେ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି। ଏହି ସେବା ସାହାଯ୍ୟରେ ବ୍ୟାଙ୍କର ଅନେକ ସୁବିଧା…

ଦେଶରେ ୨୦୦ଟି ରେଳ ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଏବଂ ଆଧୁନିକ ସୁବିଧା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। ନିକଟରେ କ୍ୟାବିନେଟ ବୈଠକରେ ଭାରତର ତିନୋଟି ପ୍ରମୁଖ ଷ୍ଟେସନ ଯଥା ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସକୁ ସମ୍ପୂର୍ଣ୍ଣ…

ଖୁବଶୀଘ୍ର ଆସୁଛି ୫ଜି କନେକ୍ଟେଡ ଆମ୍ବୁଲାନ୍ସ, ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ପରି କରିବ କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଯୁକ୍ତିକୌଶଳରେ ଜିଓ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି। ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓକୁ କେବଳ ଦେଶରେ ନୁହେଁ, ଦୁନିଆରେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି। ଜିଓ ୫ଜି ସ୍ମାର୍ଟଫୋନ ଓ ଜିଓବୁକ୍ ପରେ ଏବେ ୫ଜି କନେକ୍ଟେଡ ଆମ୍ବୁଲାନ୍ସ ଖୁବ ଶିଘ୍ର…

ବଢ଼ିଲା ସିଏନଜି ଏବଂ ପିଏନଜି ଦର

ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସବ ମୁଖର ଥିବା ବେଳେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ହୋଇଛି। ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଛି ।  ସୋମବାର ମଧ୍ୟରାତ୍ରିରୁ…