Latest Odisha News

BREAKING NEWS

Browsing Category

ବାଣିଜ୍ୟ

ବଜେଟ ୨୦୨୩-୨୪: ମନରେଗା ପାଇଁ ବ୍ୟବସ୍ଥା ନାହିଁ କହିଲେ ଶଶୀ ଥରୁର, ଆଉ କିଏ କ’ଣ କହିଲେ?

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍ ୨୦୨୩-୨୪ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଆୟକର ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ନାହିଁ। ବଜେଟର ଉପସ୍ଥାପନା ପରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ଅଭିବୃଦ୍ଧି ଦେଖିବାକୁ…

ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ମହିଳା ସମ୍ମାନ ବଚତ ପତ୍ର ଯୋଜନା ଆରମ୍ଭ ହେବ। ଏଥିରେ ମହିଳାମାନେ ୨ ଲକ୍ଷ ଟଙ୍କା ସେଭିଂସ ବା ସଞ୍ଜୟ ଉପରେ ୭.୫% ସୁଧ ପାଇବେ। ଏହି ଲାଭ ୨୦୨୫…

ବଜେଟ ୨୦୨୩-୨୪: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ବ୍ୟବସ୍ଥା ନାହିଁ। ଏଥିସହ ଅର୍ଥମନ୍ତ୍ରୀ ନୂଆ ଟିକସ ବ୍ୟବସ୍ଥାରେ ଛାଡ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଯେଉଁମାନଙ୍କର ଆୟ…

ବଜେଟ ୨୦୨୩-୨୪: କଣ ମହଙ୍ଗା ହେବ, କଣ ଶସ୍ତା ହେବ

ନୂଆଦିଲ୍ଲୀ: ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ କଣ ମହଙ୍ଗା ହେବ ଏବଂ କଣ ଶସ୍ତା ହେବ ସେ ନେଇ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି…

କାହିଁକି ଭୋଡୋଫୋନ-ଆଇଡିଆ ଗ୍ରାହକଙ୍କ ସଂଖ୍ୟା କମୁଛି?

ନୂଆଦିଲ୍ଲୀ: ଦେଶରେ ଟେଲିକମ ବଜାରରେ ମାନ୍ଦାବସ୍ଥା ଜାରି ରହିଛି। ଗୋଟିଏ ପଟେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ କ୍ରମାଗତ ଭାବରେ ୫ଜିକୁ ଆଧାର କରି ଗ୍ରାହକଙ୍କ ସଂଖ୍ୟା ବଢାଇଚାଲିଛନ୍ତି। ଅନ୍ୟପଟେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭୋଡା ଆଇଡିଆର ଗ୍ରାହକମାନେ ମଧ୍ୟ ଅନ୍ୟ ନେଟଓ୍ୱର୍କକୁ…

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ଆଉ ରହିବନି ଗାଡ଼ି ଚୋରି ଚିନ୍ତା ! ହୋଣ୍ଡା ଆଣିଲା ଆକ୍ଟିଭା ଏଚ୍-ସ୍ମାର୍ଟ

ଭୁବନେଶ୍ୱର: ହୋଣ୍ଡା ଆକ୍ଟିଭାର ଏଚ୍-ସ୍ମାର୍ଟ (Honda Activa H-Smart)ର ୩ଟି ଭାରିଆଣ୍ଟ ମାର୍କେଟକୁ ଆସିଛି । ଯେଉଁଥିରେ ଗୋଟିଏ ଲକରେ ୫ଟି ସୁବିଧା ରହିଛି । କାର ଭଳି ସ୍କୁଟରରେ ଆପଣ ଇଗ୍ନିସନ, ଲକ୍ ଓ ସିଟ୍ ଆଦି ଫିଚର୍ସ ସ୍ମାର୍ଟ କି (Smart-Key) ମାଧ୍ୟମରେ ବ୍ଯବହାର ଉପଯୋଗୀ କରି…

ପୁରୀରେ ଏୟାରଟେଲ ୫ଜି ପ୍ଲସ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଶୁଭାରମ୍ଭ ପରେ ଏବେ ପୁରୀରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଉପଲବ୍ଧ ହୋଇଛି । କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ ଓ ରୋଲ୍‌ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍…

ଇ-ମେଲ୍ ଦେଇ ୩୮୦ କର୍ମଚାରୀ ଛଟେଇ କଲା ସ୍ୱିଗୀ: ଚାକିରିରୁ ବିଦା କରି କହିଲା ସରି

ବେଙ୍ଗାଲୁରୁ: ଅନ୍‌ଲାଇନ ଖାଦ୍ୟ ଯୋଗାଣ କମ୍ପାନୀ ସ୍ୱିଗୀ ଭାରତରେ କର୍ମଚାରି ଛଟେଇ ଆରମ୍ଭ କରିଛି। ୩୮୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ମେଲ୍ ଦେଇ ଛଟେଇ କର୍ମାଚାରୀଙ୍କୁ ଛଟେଇ କରିବା ସହ ଏପରି ସ୍ଥିତି ପାଇଁ କ୍ଷମା ମାଗିନେଇଛି। ଚାକିରି ଛଟେଇର ଅନେକ କାରଣ ଦର୍ଶାଇଛନ୍ତି ସ୍ୱିଗୀ…

ଟାଟା ପରିବାରର ବୋହୂ କାନ୍ଧରେ ଟୟୋଟା କମ୍ପାନୀର ଦାୟିତ୍ବ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ହେଉଛନ୍ତି ଟାଟା ଗ୍ରୁପର ଚେୟାରମ୍ୟାନ ତଥା ଶିଳ୍ପପତି ରତନ ଟାଟା। ଦେଶବାସୀଙ୍କ ପାଇଁ ଟାଟା ନାଁ କହିଲେ ଆଉ କିଛି ବ୍ୟାଖ୍ୟା କରିବାର ଆବଶ୍ୟକତା ନାହଁ। ଲୁଣଠାରୁ ଆରମ୍ଭ କରି କାର ତିଆରି କରେ ରତନ ଟାଟାଙ୍କ ନେତୃତ୍ବାଧୀନ କମ୍ପାନୀ ଟାଟା।…