Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆସନ୍ତା ବର୍ଷ ଠାରୁ ଫୋନରେ କଥା ହେବା ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଫୋନରେ କଥା ହେବା ପାଇଁ ଆପଣଙ୍କୁ ଅଧିକ ଦେୟ ଦେବାକୁ ପଡିପାରେ। ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ସେମାନଙ୍କ ଶୁଳ୍କର ମୂଲ୍ୟକୁ ୧୫-୨୦ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡିକ ବର୍ତ୍ତମାନ କ୍ଷତିରେ ଚାଲୁଛନ୍ତି ଏବଂ ଏହି କାରଣରୁ ଶୁଳ୍କ…

‘ପଟ୍ଟଚିତ୍ର’ ଅଳଙ୍କାର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲ୍‍ସର ଓଡ଼ିଶାର ଲୋକକଳାକୁ ସମ୍ମାନ ପ୍ରଦର୍ଶନ

ଭୁବନେଶ୍ୱର: ଉତ୍କଳ କଲେକ୍ସନର ଅତି ମନୋରମ ପଟ୍ଟଚିତ୍ର ଜୁଏଲାରୀ ଓଡ଼ିଶାର କଳାତ୍ମକ ଓ ସାଂସ୍କୃତିକ ପରାମ୍ପରା ଦ୍ୱାରା ପ୍ରେରିତ ଭୁବନେଶ୍ୱର,୧୨ା୧୧: ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍‍ ରିଲାଏନ୍ସ ଜୁଏଲ୍‍ସ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏକ ଅତି ମନୋରମ ଜୁଏଲାରୀ…

ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ସହ ଯୋଡି ହୋଇଛନ୍ତି ଓଡ଼ିଶାର ୧.୯ ଲକ୍ଷ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ…

ମାର୍ଚ୍ଚ ୨୦୨୧ ସୁଦ୍ଧା ଗ୍ରାହକଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ: ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ଯୋଡ଼ିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ନିର୍ଦେଶ ଦେଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ୭୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ସୀତାରମଣ ଏହି ନିର୍ଦେଶ‌…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଏକଟ୍‌ ଆମାଜନ୍‌’

ନୂଆଦିଲ୍ଲୀ: ତନିସ୍କ ପରେ ବର୍ତ୍ତମାନ ଇ-କମର୍ସ କମ୍ପାନୀ ଆମାଜନ୍‌ର ଅଡୁଆ ବଢିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବଏ୍‌କଟ୍‌ ଆମାଜନର ଅଭିଯାନ ସୋସିଆଲ ମିଡିଆରେ ଜୋର୍‌ ଧରିଛି। ଉଲ୍ଲେଖନୀୟ କଥା ହେଉଛି, 'ଓଁ' ହିନ୍ଦୁ ଧର୍ମ ପାଇଁ ଏକ ପବିତ୍ର…

ୱି‌ପ୍ରୋ ମୁଖ୍ୟ ଅଜିମ୍ ପ୍ରେମ୍‌ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଇଟି କମ୍ପାନି ୱି‌ପ୍ରୋର ପ୍ରତିଷ୍ଠାତା ଅଜିମ୍ ପ୍ରେମ୍‌ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି। ସେ ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୧୯-୨୦ ରେ ପ୍ରାୟ ୭,୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ଏଡେଲଗିଭ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରକ‌ାଶିତ ତାଲିକାରେ…

କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଲା ଷ୍ଟକ୍‌ ମାର୍କେଟ୍‌; ;ପ୍ରଥମଥର ପାଇଁ ୪୩୦୦୦ ଟପିଲା ସେନ୍‌ସେକ୍ସ

ମୁମ୍ବାଇ: ପ୍ରଥମ ଥର ପାଇଁ କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଛି ଷ୍ଟକ୍‌ ମାର୍କେଟ୍‌। ଆମେରିକା ନିର୍ବାଚନ ଫଳାଫଳ ଏବଂ କରୋନା ଟିକା ଆସିବା ନେଇ ସକାରାତ୍ମକ ଖବର ପ୍ରଚାର ହେବା ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍‌ସେକ୍ସ ୬୮୦…

ଏଥର ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଭର୍ଚୁଆଲ୍ ଆୟୋଜନରେ ସାମିଲ୍‌ ହେବେ ୫୦ରୁ ଅଧିକ ଦେଶ

ନୂଆଦିଲ୍ଲୀ: ଡିସେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ଏକ ଭର୍ଚୁଆଲ୍ ଢଙ୍ଗରେ ଆୟୋଜିତ ହେବ। ଏହା ଆଇଏମ୍‌ସିର ଚତୁର୍ଥ ସଂସ୍କରଣ ହେବ। ଦୂରସଂଚାର ବିଭାଗ ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ତରଫରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି…

ଆଲୋକ ସିଂ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ନୂତନ ସିଇଓ

ନୂଆଦିଲ୍ଲୀ: ଆଲୋକ ସିଂ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ବିବୃତ୍ତିରେ କହିଛି ଯେ ଏୟାର ଟ୍ରାଫିକ ଏବଂ ଭ୍ରମଣ କ୍ଷେତ୍ରରେ ସିଂଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଏୟାର…

ତନିଷ୍କ ବିକୁଛି ଟେନସନ !

ମୁମ୍ବାଇ:ଟାଟା ଗ୍ରୁପର ଜୁଏଲାରୀ ବ୍ରାଣ୍ଡ ତନିଷ୍କ ବିଜ୍ଞାପନ ମାଧ୍ୟମରେ ବିବାଦକୁ ଡାକି ଆଣୁଛି । ଦୀପାବଳୀ ଅବସରରେ ନିକଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଛ । ଏହାର ବିଷୟବସ୍ତୁ ନେଇ କମ୍ପାନୀକୁ ସମାଲୋଚନାର ସାମ୍ନା ହେବାକୁ ପଡିଛି । ବିଜ୍ଞାପନରେ ମଡେଲ ସାୟାନୀ ଗୁପ୍ତା ବାଣ ଫୁଟାଇବା ବଦଳରେ…