Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଭାରତରେ ଲଞ୍ଚ ହେବ ଓଲା ଇଲେକ୍ଟ୍ରିକ୍ କାର, ଶୀଘ୍ର ଆସିବ ଇଲେକ୍ଟ୍ରିକ୍ ସ୍କୁଟର

ନୂଆଦିଲ୍ଲୀ: ଭାରତରେ କ୍ୟାବ୍ ସର୍ଭିସ ପ୍ରୋଭାଇଡ୍ କରୁଥିବା କମ୍ପାନୀ ଓଲା ଖୁବ୍ ଶୀଘ୍ର ୪ ଚକିଆ ଗାଡି ଲଞ୍ଚ କରିବାକୁ ଯାଉଛି । ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ୪ ଚକିଆ ଗାଡି ଦ୍ବାରା ସେ ନିଜର ବଜାର ଆହୁରି ବିସ୍ତାର କରିବାକୁ ଚାହୁଁଛି । ଇଲେକ୍ଟ୍ରିକ୍ କାର ସାହାଯ୍ୟରେ ଓଲା ଛୋଟ…

କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କଲା କେନ୍ଦ୍ରୀୟ ବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ଦେଶରେ ଡିଜିଟାଲ ଦେୟର ଧାରା ବୃଦ୍ଧି ପାଇଛି। ତେଣୁ ଏହାକୁ ଅଧିକ ବୃଦ୍ଧି କରିବାକୁ ଆସନ୍ତା ବର୍ଷ ଜାନୁୟାରୀ ୧ ରୁ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜାନୁୟାରୀ ୧, ୨୦୨୧ ରୁ…

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ…

RBI ମୁଦ୍ରାନୀତି ସମୀକ୍ଷା: ରେପୋରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ତ୍ରୈମାସିକ ମୁଦ୍ରୀନୀତି ସମୀକ୍ଷା କରି ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରବର୍ତ୍ତିତ ରହିଛି । ମୁଦ୍ରୀନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।…

ବନ୍ଦ ହୋଇଗଲା ଏସବିଆଇ ୟୋନୋ ଆପ୍

ମୁମ୍ବାଇ: ବନ୍ଦ ହୋଇଗଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ‘ୟୋନୋ' । ଏନେଇ ଏସବିଆଇ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁ ସର୍ଭିସ୍‌ରେ ଅବ୍ୟବସ୍ଥା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କିଙ୍ଗ ଆପ୍‌ ନ…

ଅନୀଲ୍ ଅମ୍ବାନୀଙ୍କ ଏହି କମ୍ପାନୀ ଦୁଇଟି ବୃହତ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ପୁଣି ବିଫଳ

ନୂଆଦିଲ୍ଲୀ: ଅବିରତ ସଂଘର୍ଷ କରୁଥିବା ଅନିଲ ଅମ୍ବାନୀ ଗ୍ରୁପ୍ କମ୍ପାନୀ, ରିଲାଏନ୍ସ କ୍ୟାପିଟାଲ୍, ଏଚ୍‌ଡିଏଫ୍‌ସି ଲିମିଟେଡ୍ ଏବଂ ଆକ୍ସିସ୍ ବ୍ୟାଙ୍କର ଟର୍ମ ଋଣ ଉପରେ ଡିଫଲ୍ଟ କରିଛି। କମ୍ପାନୀ କିସ୍ତିଗୁଡ଼ିକୁ ଠିକ୍ ସମୟରେ ପରିଶୋଧ କରିବାରେ ବିଫଳ ହୋଇଛି। କମ୍ପାନୀ ବମ୍ବେ ଷ୍ଟକ୍…

ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ…

ଭାରତୀୟ କମ୍ପାନୀଗୁଡିକ ପାଇଁ ସମଗ୍ର ପ୍ରକଳ୍ପର ୭୨ ପ୍ରତିଶତ ମିଳିବ; ଭି.କେ ଯାଦବ

ନୂଆଦିଲ୍ଲୀ: ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭି.କେ ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସହ ଜଡିତ ୭୨ ପ୍ରତିଶତ ଚୁକ୍ତିନାମା 'ଆତ୍ମନିର୍ଭରଶୀଳ ଭାରତ' ଅଭିଯାନର ଏକ ଅଂଶ ଭାବରେ ସ୍ଥାନୀୟ…

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର: ବ୍ରାଣ୍ଡ ଇଣ୍ଡିଆ ପକ୍ଷରୁ ଅନଲାଇନରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡସ ୨୦୨୦ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ମୋଷ୍ଟ ଇନୋଭେଟିଭ୍ ପ୍ରୋଜେକ୍ଟ ଅଫ୍ ଦି ଇୟର ପୁରସ୍କାର ଜିତିଛି । ଜେଏସପିଏଲ ଏହାର ପ୍ରୋଜେକ୍ଟ ପାଇଁ 'ଆଶା- ଦ…

ଟ୍ରାକକୁ ଫେରୁଛି ଅର୍ଥନୀତି, ତଥାପି ଚିନ୍ତାଜନକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରକାଶ ପାଇଛି ଚଳିତ ବର୍ଷର ଦେଶର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର । ଜିଡିପି ଅଭିବୃଦ୍ଧି ହାର ରହିଛି ମାଇନସ୍ ୭.୫ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ରହିଥିଲା ମାଇନସ୍ ୨୩.୯ ପ୍ରତିଶତ । ଯାହାକି ଦେଶର…