Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଏଣିକି ହ୍ୱାଟ୍‌ସଆପ୍‌ରେ ବି ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ହ୍ୱାଟ୍‌ସଆପ୍‌ରେ ଚାଟ୍ ଏବଂ ଭିଡିଓ କଲ ସହ ଟଙ୍କା ମଧ୍ୟ ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ୱାଟ୍‌ସଆପ୍‌କୁ ଅନୁମତି ଦେଇଛି ଏବଂ ଆଜିଠାରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ହ୍ୱାଟ୍‌ସଆପ୍‌ ଏକ ବିବୃତ୍ତିରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେୟାର ବଜାରକୁ ନିମ୍ନମୁଖୀ କରିପାରେ

ନୂଆଦିଲ୍ଲୀ: ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି କ୍ଷେତ୍ରରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ…

ବିଶ୍ୱ‌ ଧନୀ ତାଲିକାରେ ଷଷ୍ଠରୁ ନବମକୁ ଖସିଲେ ମୁକେଶ ଅମ୍ବାନି

ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଯାହା ଫଳରେ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବିଶ୍ୱ‌ ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀ ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି।…

ଫୋନ୍‌ ପେ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ପାର୍‌

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ୍‌ ପେମେଣ୍ଟ୍‌ ପ୍ରକ୍ରିୟା ଅଧିକ ବ୍ୟବହାର କରାଯାଉଛି। ତେବେ ଏହା ମଧ୍ୟରେ ଫୋନ୍‌ ପେ ଉପଭୋକ୍ତାଙ୍କ ସଂଖ୍ୟା ୨୫ କୋଟି ଅତିକ୍ରମ କରିଛି। ଏ ନେଇ ଫୋନ୍‌ ପେ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ଅକ୍ଟୋବରରେ ଏହାର…

ବ୍ୟାଙ୍କ୍‌ ଅଫ୍‌ ବରୋଦା ପରେ ଏବେ ୟୁନିୟନ୍‌ ବ୍ୟାଙ୍କ ହୋମ୍‌ ଲୋନ୍‌ ସୁଧ ହାର ହ୍ରାସ କରିଛି; ଏବେ ଗୃହ ଋଣ ଉପରେ…

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ପରେ ବର୍ତ୍ତମାନ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଗୃହ ଋଣ ସୁଧ ହାର ହ୍ରାସ କରିଛି। ବ୍ୟାଙ୍କ ୩୦ ଲକ୍ଷରୁ ଅଧିକ ହୋମ୍‌ ଲୋନ୍‌ ବଦଳରେ ସୁଧ ଉପରେ ୧୦ଟି ଆଧାର ପଏଣ୍ଟ କଟାଇଛି। ପୂର୍ବରୁ ଏହା ଉପରେ ୬.୯୫ ପ୍ରତିଶତ ସୁଧ ଆଦାୟ କରାଯାଉଥିଲା। କିନ୍ତୁ…

ସୁଧୁରୁଛି ଅର୍ଥନୀତି; ଅକ୍ଟୋବରରେ ୧ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଦୀର୍ଘ ଆଠ ମାସ ଧରି ଚାଲିଥିବା କରୋନାର ପ୍ରକୋପ ଭାରତୀୟ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଛି। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତି ସୁଧୁରିବା ଆରମ୍ଭ କରିଛି ଏବଂ ଦେଶର ଅର୍ଥନୀତି ପୁଣିଥରେ ଫେରି ଆସୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,…

ପୂର୍ବତନ କେନ୍ଦ୍ର ଅର୍ଥ ସଚିବଙ୍କ ବଡ଼ ବୟାନ; ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ମୋର ଭଲ ସମ୍ପର୍କ ନଥିଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଅର୍ଥ ମନ୍ତ୍ରଣାଳୟରୁ ହଠାତ୍ ଇସ୍ତଫା ନେଇଥିବା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା ସେଥିପାଇଁ ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି…

ଦୀପାବଳି ଅବସରରେ ଟିଭିଏସ୍‌ ଆଣିଛି ଧମାକାଦାର୍‌ ଅଫର୍‌; ଜାଣନ୍ତୁ ଟିଭିଏସ୍‌ର କେଉଁ ସ୍କୁଟର ଉପରେ ମିଳୁଛି ଏହି…

ନୂଆଦିଲ୍ଲୀ: ଉତ୍ସବର ଋତୁରେ ଅନେକ ସାମଗ୍ରୀ ଉପରେ ଆକର୍ଷଣୀୟ ଉପହାର ସାଙ୍ଗକୁ ଆକ‌େର୍ଣୀୟ ଅଫର୍‌ ମଧ୍ୟ ମିଳୁଛି। ଏହି ସମୟରେ, ଟିଭିଏସ୍ ଏହାର ବିକ୍ରି ହେଉଥିବା ସ୍କୁଟର ବେଷ୍ଟ୍‌ ସେଲିଂ ସ୍କୁଟର ଟିଭିଏସ୍ ଜୁପିଟର୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଜିରୋ ଫାଇନାନ୍ସ ଠାରୁ ଆରମ୍ଭ…

ସାରି ଦିଅନ୍ତୁ ଜରୁରୀକାମ; ନଭେମ୍ବରରେ ୧୦ ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ରହିଯାଇଥାଏ ତେବେ ଯଥା ଶୀଘ୍ର ଏହାକୁ ସାରି ଦିଅନ୍ତୁ। ନଭେମ୍ବର ମାସରେ ଅନେକ ପର୍ବପର୍ବାଣି ପଡ଼ୁଥିବାରୁ କିିଛି ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦୀପାବଳି, କାଳୀପୂଜା, ଛଟ୍‌ ପୂଜା ସମେତ ଅନ୍ୟାନ୍ୟ…

ଏଣିକି ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ‘ପାନ୍’ ବାଧ୍ୟତାମୂଳକ  

ନୂଆଦିଲ୍ଲୀ: ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ପାନ୍ କାର୍ଡ ବାଧ୍ୟତାମୂଳକ କରାଯାଇଛି। ସିବିଡିଟି ଅନୁଯାୟୀ, ଏହା ସମାନତା ଶୁକ୍ଲ ଆଦାୟ ନିୟମ ୨୦୧୬ରେ ସଂଶୋଧନ କରିଛି। ବିଦେଶୀ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଭିମୁଖ୍ୟ ଅଧୀନରେ ଅଣାଯାଇଛି, ଯେଉଁଥିରେ…