Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଏଣିକି ଏସ୍‌ବିଆଇ ଏଟିଏମ୍‌ କାର୍ଡରେ ବି ପାଇପାରିବେ ଇଏମ୍‌ଆଇ ସୁବିଧା

ମୁମ୍ବାଇ: ଯଦି ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍‌ କାର୍ଡ ବା ଡେବିଟ୍‌ କାର୍ଡରେ ଇଏମ୍‌ଆଇ ସୁବିଧା ପାଇପାରିବେ। ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍‌ କାର୍ଡ ଏସ୍‌ବିଆଇ ଏକ ସ୍ବତନ୍ତ୍ର ସୁବିଧା…

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍ ୧୭ରୁ ଆରମ୍ଭ!

ନୂଆଦିଲ୍ଲୀ: ଅକ୍ଟୋବର ୧୭ରେ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିକ୍ରିର ୨୪ ଘଣ୍ଟା ପୂର୍ବରୁ ଆମାଜନ୍‌ର ପ୍ରାଇମ୍‌ ସଦସ୍ୟମାନେ ପ୍ରବେଶ କରିପାରିବେ। ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌…

ଦୀନେଶ କୁମାର ଖରା ହେଲେ ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦୀନେଶ କୁମାର ଖରା ଏସ୍‌ବିଆଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏସ୍‌ବିଆଇର ସମ୍ପ୍ରତି ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନରେ ଦୀନେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଅକ୍ଟୋବର ୭ ଅର୍ଥାତ୍ ଆଜି ରଜନୀଶ କୁମାରଙ୍କ…

୧୬ଟି କମ୍ପାନୀକୁ ଭାରତରେ ମୋବାଇଲ୍ ର୍ନିମାଣ ପାଇଁ ମିଳିଲା ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୧୦୦୦ କୋଟି ଟଙ୍କା ବିନିଯୋଗରେ ୧୬ଟି ଘରୋଇ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକୁ ଭାରତରେ ମୋବାଇଲ୍‌ ବିର୍ନିମାଣ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହା ଅଧୀନରେ ଥିବା କମ୍ପାନୀଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର…

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

ସୁନ୍ଦରଗଡ଼: ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା…

ଖୁସି ଖବର: ପୁଣି ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଲଗାତାର କମିବାରେ ଲାଗିଛି ସୁନା ଦର । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୮୦ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି। ରାଜଧାନୀ…

ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ; ୮ ଘଣ୍ଟାରେ ବି ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ଜିଏସ୍‌ଟି ପରିଷଦ ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଦୀର୍ଘ ୮ ଘଣ୍ଟା କାଳ ଆଲୋଚନା ହୋଇଥିଲେ ସୁଦ୍ଧା କ୍ଷତିପୂରଣ ରାଶିକୁ ନେଇ କୌଣସି ସମାଧାନ ବାହାରି ପାରି ନ ଥିଲା। ଏହି ସମସ୍ୟାର ସମାଧାନ କରିବା ଲାଗି ଚଳିତ ମାସ ୧୨…

ବନ୍ଦ ହେବି କି ବୁର୍ଜ ଖଲିଫା!

ଦୁବାଇ: ରିପୋର୍ଟ ଅନୁଯାୟୀ ବୁର୍ଜ ଖଲିଫା ନିର୍ମାଣ କରିଥିବା ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଆରବଟେକ୍‌ ‌ଦେବାଳିଆ ହୋଇଯାଇଛି। ଯାହା ଫଳରେ କମ୍ପାନୀ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିଛି। କମ୍ପାନୀର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। କରୋନା ମହାମାରୀ ପରେ ଏହି ସମସ୍ୟା ଆହୁରି…

ବିଏସ୍‌ଏନ୍‌ଏଲ୍‌ର ଧମାକାଦାର୍‌ ଅଫର୍‌; ମାଗଣାରେ ମିଳିବ ୨୫ ପ୍ରତିଶତ ଡାଟା

ନୂଆଦିଲ୍ଲୀ: ବିଏସ୍‌‌ଏନ୍‌ଏଲ୍‌କୁ ୨୦ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର୍‌ ଘୋଷଣା କରିଛି। ଅକ୍ଟୋବର ମାସରେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ୨୫ ପ୍ରତିଶତ ଡାଟା ମାଗଣାରେ ପ୍ରଦାନ କରିବ। ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଅନେକ ପ୍ଲାନ୍‌…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍ ଡେ ସେଲ୍ ୧୬ରୁ ଆରମ୍ଭ; ଜାଣନ୍ତୁ କଣ ସବୁ ରହିଛି ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଫ୍ଲିପ୍‌କାର୍ଟ ପକ୍ଷରୁ ଖୁବ୍‌ ଶୀଘ୍ର ବିଗ୍‌ ବିଲିୟନ୍‌ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ ଅକ୍ଟୋବର ୧୬ରୁ ୨୧ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଡିଲ୍‌, ରିହାତି ଏବଂ ଅଫର୍‌ ଆଣିବ। ଏଥିରେ ଫ୍ଲିପ୍‌କାର୍ଟ ପ୍ଲସ୍‌…