Latest Odisha News

BREAKING NEWS

ବନ୍ଦ ହେବି କି ବୁର୍ଜ ଖଲିଫା!

ଦୁବାଇ: ରିପୋର୍ଟ ଅନୁଯାୟୀ ବୁର୍ଜ ଖଲିଫା ନିର୍ମାଣ କରିଥିବା ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଆରବଟେକ୍‌ ‌ଦେବାଳିଆ ହୋଇଯାଇଛି। ଯାହା ଫଳରେ କମ୍ପାନୀ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିଛି।

କମ୍ପାନୀର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। କରୋନା ମହାମାରୀ ପରେ ଏହି ସମସ୍ୟା ଆହୁରି ଜଟିଳ ହୋଇଯାଇଛି। ସେଥିପାଇଁ କମ୍ପାନୀକୁ ବନ୍ଦ କରାଯିବ ବୋଲି ଏହାର ଅଧ୍ୟକ୍ଷ ଅଲ୍‌ ମୋକରାବ ଅଲ୍‌ ମୁହାଇରି କହିଛନ୍ତି। କମ୍ପାନୀକୁ ବନ୍ଦ କରିବା ଲାଗି ଏହାର ଅଂଶଧନକାରୀମାନେ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.