Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଜିଆଇସି ଓ ଟିପିଜିର ପୁଞ୍ଜି ନିବେଶ

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ସିଙ୍ଗାପୁରର ଜିଆଇସି ପକ୍ଷରୁ ୫,୫୧୨.୫ କୋଟି ଟଙ୍କା ଓ ଅଗ୍ରଣୀ ନିବେଶ ସଂସ୍ଥା ଟିପିଜି ପକ୍ଷରୁ ୧୮୩୭.୫ କୋଟି ଟଙ୍କା ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ୧୬ରୁ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ହେବ। ଏଥିରେ…

ମହିନ୍ଦ୍ରା ଆଣିଲା ନୂଆ ‘ଏସ୍‌ୟୁଭି ଥର୍’

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୭୫ ତମ ବାର୍ଷିକୀ ଅବସରରେ ନୂଆ ମହିନ୍ଦ୍ରା ‘ଏସ୍‌ୟୁଭି ଥର୍’ ଲଞ୍ଚ୍‌ କରିଛି। ଏହା ଏଏକ୍ସ ଓ ଏଲ୍‌ଏକ୍ସ ଭଳି ଦୁଇଟି ସିରିଜ୍‌ରେ ଉପଲବ୍ଧ ରହିବ। ଏଏକ୍ସର ସୋ ରୁମ୍‌ ମୂଲ୍ୟ ୯.୮୦ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏଲ୍‌ଏକ୍ସର ମୂଲ୍ୟ ୧୨.୪୯…

ଆମାଜନର ୨୦ ହଜାର କର୍ମଚାରୀ କରୋନା ପଜିଟିଭ, ଚିନ୍ତାରେ କମ୍ପାନୀ

ନ୍ୟୁୟର୍କ: ଆମାଜନ କମ୍ପାନୀର ୨୦ ହଜାର କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି । ବିଶ୍ୱର ଏହି ପ୍ରତିଷ୍ଠିତ ଅନଲାଇନ ରିଟେଲ କମ୍ପାନୀ ଏଥିନେଇ ଚିନ୍ତାରେ ପଡିଛି । ଆମେରିକାରେ ଆମାଜାନ ଓ ଫୁଡସ ମାର୍କେଟରେ ୧୩ ଲକ୍ଷ ୭୦ ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଟେଷ୍ଟରେ ଏହି ରିପୋର୍ଟ…

୪ ହଜାର ଟଙ୍କାର ୫ଜି ଫୋନ ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଚଳିତ ବର୍ଷର ଜେନେରାଲ ମିଟିଂ ସମୟରେ ମୁକେଶ ଅମ୍ବାନୀ ଗୁଗୁଲ ସହଭାଗିତାରେ ଜିଓ ଦ୍ୱାରା ଏକ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଗୁଗୁଲ ଏବଂ ଜିଓ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସ୍ୱଳ୍ପ ମୂଲ୍ୟର ୪ଜି-୫ଜି ଫୋନ୍ ଆଣୁଥିବା…

ସୋନି ଇଣ୍ଡିଆ ପକ୍ଷରୁ ଦୁର୍ଗାପୂଜାର ଆକର୍ଷଣୀୟ ଅଫର୍; କେଉଁ ସାମଗ୍ରୀ ଉପରେ ମିଳିବ ଅଫର୍ ଜାଣନ୍ତୁ

ଭୁବନେଶ୍ବର: ସୋନି ଇଣ୍ଡିଆ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ସହଜରେ ଇଏମ୍‌ଆଇ, ଜିରୋ ଡାଉନ୍‌ ପେମେଣ୍ଟ ଏବଂ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଭଳି ଆକର୍ଷଣୀୟ ଅଫର୍ ପାଇପାରିବେ। ସୋନି ବ୍ରାଭିଆ…

ଏଣିକି ବସ୍ ରେ କରିପାରିବେ ଋଷିକେଶରୁ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ: ଏଣିକି ଯାତ୍ରୀମାନେ ବସ୍‌ରେ ଋଷିକେଶରୁ ଲଣ୍ଡନ ଯାତ୍ରା କରିପାରିବେ। ୨୦୨୧ ଜୁନ୍ ମାସରୁ ଏକ ବସ୍ ଋଷିକେଶରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ୨୦ଟି ଦେଶ ଦେଇ ଯିବ ଏହି ବସ୍। ଏଥିରେ ଯାତ୍ରୀଙ୍କୁ ଜଣଙ୍କ ପିଛା ଭଡା ବାବଦକୁ ୧୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏହି ବସ୍…

ଆମାଜନ୍ ପକ୍ଷରୁ ୧ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ

ବେଙ୍ଗାଲୁରୁ: ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନି ଆମାଜନ୍ ପକ୍ଷରୁ ଏକ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। କମ୍ପାନି ଏହା ମାଧ୍ୟମରେ ଉତ୍ପାଦଗୁଡ଼ିକୁ ଶୀଘ୍ର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ପାରିବ। ସାମଗ୍ରୀ ପ୍ୟାକ୍ କରିବା, ଉଠାଇବା ଏବଂ ଏହାକୁ ସୁରକ୍ଷିତ…

ଟ୍ରେଣ୍ଡରେ ଏବେ ଗୁଚିର ଏହି ଘାସ ଦାଗ ଲାଗିଥିବା ପ୍ୟାଣ୍ଟ; ଯାହାର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ନିଜର କ୍ୱାଲିଟି, ନିଆରା ଡିଜାଇନ ଓ ଉପସ୍ଥାପନା ପାଇଁ ବ୍ରାଣ୍ଡେଡ଼ କପଡା ଗୁଡିକ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଅନ୍ୟପଟେ ଟପ୍ ଡିଜାଇନ୍ ଏବଂ ଅତ୍ୟଧିକ ପ୍ରାଇସ୍ ଟ୍ୟାଗ୍ ପାଇଁ ମଧ୍ୟ ସେଗୁଡ଼ିକ ଲୋକପ୍ରିୟ । ଗୁଚି ହେଉଛି ଏହିପରି ଏକ ଆଗଧାଡ଼ିର ବ୍ରାଣ୍ଡ ।…

ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍‌; ୧ରୁ ଆରମ୍ଭ ପବ୍ଲିକ୍ ହଲିଡେ ସେଲ୍ ।

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍ । ଏ ନେଇ ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି । ଏହା ଅକ୍‌ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି ଚାରିଦିନ ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର୍ । ଏହି ଚାରିଦିନିଆ ସପିଙ୍ଗ୍…