Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦୀପାବଳି ଅବସରରେ ଟିଭିଏସ୍‌ ଆଣିଛି ଧମାକାଦାର୍‌ ଅଫର୍‌; ଜାଣନ୍ତୁ ଟିଭିଏସ୍‌ର କେଉଁ ସ୍କୁଟର ଉପରେ ମିଳୁଛି ଏହି…

ନୂଆଦିଲ୍ଲୀ: ଉତ୍ସବର ଋତୁରେ ଅନେକ ସାମଗ୍ରୀ ଉପରେ ଆକର୍ଷଣୀୟ ଉପହାର ସାଙ୍ଗକୁ ଆକ‌େର୍ଣୀୟ ଅଫର୍‌ ମଧ୍ୟ ମିଳୁଛି। ଏହି ସମୟରେ, ଟିଭିଏସ୍ ଏହାର ବିକ୍ରି ହେଉଥିବା ସ୍କୁଟର ବେଷ୍ଟ୍‌ ସେଲିଂ ସ୍କୁଟର ଟିଭିଏସ୍ ଜୁପିଟର୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଜିରୋ ଫାଇନାନ୍ସ ଠାରୁ ଆରମ୍ଭ…

ସାରି ଦିଅନ୍ତୁ ଜରୁରୀକାମ; ନଭେମ୍ବରରେ ୧୦ ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ରହିଯାଇଥାଏ ତେବେ ଯଥା ଶୀଘ୍ର ଏହାକୁ ସାରି ଦିଅନ୍ତୁ। ନଭେମ୍ବର ମାସରେ ଅନେକ ପର୍ବପର୍ବାଣି ପଡ଼ୁଥିବାରୁ କିିଛି ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦୀପାବଳି, କାଳୀପୂଜା, ଛଟ୍‌ ପୂଜା ସମେତ ଅନ୍ୟାନ୍ୟ…

ଏଣିକି ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ‘ପାନ୍’ ବାଧ୍ୟତାମୂଳକ  

ନୂଆଦିଲ୍ଲୀ: ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ପାନ୍ କାର୍ଡ ବାଧ୍ୟତାମୂଳକ କରାଯାଇଛି। ସିବିଡିଟି ଅନୁଯାୟୀ, ଏହା ସମାନତା ଶୁକ୍ଲ ଆଦାୟ ନିୟମ ୨୦୧୬ରେ ସଂଶୋଧନ କରିଛି। ବିଦେଶୀ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଭିମୁଖ୍ୟ ଅଧୀନରେ ଅଣାଯାଇଛି, ଯେଉଁଥିରେ…

ଦୀପାବଳୀର ବମ୍ପର୍‌ ଅଫର୍‌; ସ୍ମାର୍ଟଫୋନ୍‌ ଉପରେ ମିଳୁଛି ୪୦ ହଜାର ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ କୌଣସି ଖାସ୍‌ ଲୋକଙ୍କୁ ମୋବାଇଲ୍ ଫୋନ୍ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ଆକର୍ଷଣୀୟ ଅଫର୍ ସହିତ ସୁଲଭ ମୂଲ୍ୟରେ ମିଳୁଛି ଆପଲ୍, ସାମସଙ୍ଗ୍‌, ମୋଟରୋଲା ପରି ବଡ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜ୍ଞାପନର ରାଜସ୍ୱ ହ୍ରାସ ହୋଇପାରେ; ଟ୍ୱିଟର୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜ୍ଞାପନରୁ ଆୟ ହ୍ରାସ ହୋଇପାରେ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କହିଛି। ଚତୁର୍ଥ ତ୍ରୟମାସିକରେ କମ୍ପାନୀ ଏହାର ଖର୍ଚ୍ଚକୁ ୨୦ ପ୍ରତିଶତ ବୃଦ୍ଧି କରିଛି। ନଭେମ୍ବର ୩ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏବଂ ଏହା…

ଷ୍ଟାର୍ଟଅପ୍ କମ୍ପାନି ‘ୱେଲଭର୍ସଡ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଯୁବରାଜ!

ନୂଆଦିଲ୍ଲୀ: ପୁଷ୍ଟିକର ଦ୍ରବ୍ୟ ସହିତ ଜଡିତ ଏକ ଷ୍ଟାର୍ଟଅପ୍ କମ୍ପାନି 'ୱେଲଭର୍ସଡ୍‌'ରେ କ୍ରିକେଟର ଯୁବରାଜ ସିଂ ବିନିଯୋଗ କରିଛନ୍ତି। ଏହି ବିନିଯୋଗ ସହିତ ସେ କମ୍ପାନୀର ସବୁଠାରୁ ବଡ ନିବେଶକ ମଧ୍ୟ ହୋଇପାରିଛନ୍ତି। ତେବେ ସେ ବିନିଯୋଗ ରାଶି ବିଷୟରେ ପ୍ରକାଶ କରି ନଥିବା ଜଣାପଡ଼ିଛି।…

ତୃତୀୟ ରିଲିଫ୍ ପ୍ୟାକେଜ୍‌ରେ ପର୍ଯ୍ୟଟନ, ହୋଟେଲ ଏବଂ ରିଏଲ୍ ଇଷ୍ଟେଟ୍ ଭଳି କ୍ଷେତ୍ରକୁ ମିଳିପାରେ ସର୍ବାଧିକ ଲାଭ

ନଆଦିଲ୍ଲୀ: ଲକଡାଉନ୍‌ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକ ମଧ୍ୟରେ ପର୍ଯ୍ୟଟନ, ହୋଟେଲ, ରିଅଲ୍ ଇଷ୍ଟେଟ୍, ନିର୍ମାଣ ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ। ଏହି କ୍ଷେତ୍ରଗୁଡିକରେ ବହୁ ସଂଖ୍ୟକ ଲୋକ ନିଯୁକ୍ତି ମିଳିଥାଏ। କିନ୍ତୁ ଏହି ଶିଳ୍ପଗୁଡିକ ଲକଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି…

ରାଜ୍ୟର ଏହିସବୁ ସହରକୁ ସମ୍ପ୍ରସାରିତ ହେଲା ଜିଓଫାଇବର ସେବା 

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି…

ଅକ୍ଟୋବର ୩୧ରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ସି ପ୍ଲେନ୍‌ ସେବା; ମାତ୍ର ୧୫୦୦ଟଙ୍କାରେ ପାଇପାରିବେ ବିମାନ…

ନୂଆଦିଲ୍ଲୀ: ଦେଶର ପ୍ରଥମ ସମୁଦ୍ର ବିମାନ ସେବା ୩୧ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସି ପ୍ଲେନ୍‌ରେ ଅହମ୍ମଦାବାଦର ସାବରମତି ନଦୀ କୂଳକୁ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା…

ବାଜି ମାରିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଫେଷ୍ଟିଭାଲ୍ ସିଜିନ୍ ବିକ୍ରିରେ ଫ୍ଲିପ୍‌କାର୍ଟ ବିଶ୍ୱର ସର୍ବବୃହତ୍‌ ଇ-କମର୍ସ କମ୍ପାନୀ ଆମାଜନ୍‌କୁ ପରାସ୍ତ କରିଛି। ଇ-କମର୍ସ କମ୍ପାନୀଗୁଡିକ ଏକ ସପ୍ତାହରେ ପ୍ରାୟ ୩୦ ହଜାର କୋଟି ବିକ୍ରି କରିଛନ୍ତି। ତେବେ ଏହି ‌ସିଜିନ୍‌ରେ ଅଧିକ ସ୍ମାର୍ଟଫୋନ୍‌ ବିକ୍ରି…