Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଟପ୍ସ ବ୍ରାଣ୍ଡର ମାଲିକ ହେବେ ଗୌତମ ଆଦାନୀ, ଖୁଚୁରା ବ୍ୟବସାୟରେ ରିଲାଏନ୍ସକୁ ଦେଇ ପାରିବେ କି ଜବାବ?

ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ପ୍ରତିଯୋଗିତା କରୁଛନ୍ତି ଅଦାନୀ? କାରଣ ଗୌତମ ଆଦାନୀ ଖାଇବା ତେଲ ଏବଂ ଗ୍ରୋସରୀ ଉତ୍ପାଦରେ ଅତ୍ୟଧିକ ଉନ୍ନତ ଫର୍ଚୁନ୍ ବ୍ରାଣ୍ଡ ମାଧ୍ୟମରେ ଏଫଏମସିଜି କ୍ଷେତ୍ରରେ ଏକ ସୁପ୍ରତିଷ୍ଠିତ ପାଦ ରଖିଛନ୍ତି। କମ୍ପାନୀ ଖାଦ୍ୟ ତେଲ ଠାରୁ ଆରମ୍ଭ କରି କିରାଣି ସାମଗ୍ରୀ…

ଖୁବଶୀଘ୍ର ବନ୍ଦ ହେବ ସ୍କାଇପି ସେବା… 

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ସ୍କାଇପି ବନ୍ଦ କରିବା ନେଇ ଘୋଷଣା କରିଛି। ଏହି ଭିଡିଓ କଲିଂ ସେବା ମେ ମାସ ୫ ତାରିଖରୁ ବନ୍ଦ ହେବାକୁ ଯାଉଛି। ୨୦୧୧ ମସିହାରେ ମାଇକ୍ରୋସଫ୍ଟ ଏହାକୁ ୮.୫ ବିଲିୟନ ଡଲାରରେ କିଣିଥିଲା। ଅନଲାଇନରେ ଲୋକଙ୍କୁ ଯୋଡିବାରେ ସ୍କାଇପି ଏକ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା; ଥରେ ଟଙ୍କା ଜମା କରି ପାଆନ୍ତୁ ଜୀବନ ସାରା ପେନସନ୍

ଭୁବନେଶ୍ବର: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ନୂତନ ପେନସନ୍ ସ୍କିମ୍ ଆଣିଛି, ଯାହାର ନାମ LIC Smart Pension Plan ରଖାଯାଇଛି । ଏହା ହେଉଛି ଏକ ସିଙ୍ଗଲ ପ୍ରିମିୟମ୍ ଯୋଜନା, ଯାହା ଅଧୀନରେ ସିଙ୍ଗଲ ଓ ଜଏଣ୍ଟ ପେନସନର ଲାଭ ଉଠେଇ ପାରିବେ । ଏହି ଯୋଜନା ଅଧୀନରେ ତୁରନ୍ତ…

ଏହି ବ୍ୟାଙ୍କଗୁଡିକ ଦେଉଛନ୍ତି ସବୁଠାରୁ ଶସ୍ତା ହୋମ ଲୋନ୍..

ଭୁବନେଶ୍ବର: ସାରା ଦେଶରେ ଘରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷ କଥା ହେଉଛି ଘରଗୁଡ଼ିକର ଚାହିଦା ବର୍ତ୍ତମାନ କେବଳ ସ୍ୱଳ୍ପ ବଜେଟ୍ କିମ୍ବା ମଧ୍ୟମ ବଜେଟରେ ସୀମିତ ନୁହେଁ ବରଂ ହାଇ ବଜେଟରେ ମଧ୍ୟ ପହଞ୍ଚିଲାଣି । ଘରଗୁଡିକର ଚାହିଦା ବୃଦ୍ଧି ହେତୁ ହୋମ ଲୋନ୍ ର ଚାହିଦା ମଧ୍ୟ…

ସୁନାରେ ନିବେଶର ମନ! ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡ ଆଣିଛି ଏହି ଦୁଇ ଇଟିଏଫ

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ଖୁବ ଶୀଘ୍ର ଏକ ଲକ୍ଷ ମୂଲ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣ ସୁନାରେ ବିନିଯୋଗ କରିବା ପାଇଁ ଏକ ସହଜ ବିକଳ୍ପ ଖୋଜୁଛନ୍ତି, ତେବେ ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡର ଦୁଇଟି ନୂତନ ଗୋଲ୍ଡ ଇଟିଏଫ ବିଷୟରେ…

18 ଫେବୃଆରୀରେ ଏଣ୍ଟ୍ରି ମାରିବ Realmeର ନୂଆ ସ୍ମାର୍ଟଫୋନ୍, ଚମତ୍କାର ଫିଚର ସହ ଦମଦାର କ୍ୟାମେରା

Realme P3x 5G : Realme ତାର  P3x 5G ସ୍ମାର୍ଟଫୋନ ଭାରତରେ ଲଞ୍ଚିଂ ଡେଟ ଘୋଷଣା କରିଛି। କମ୍ପାନି ଏହାର ଡିଜାଇନ, କଲର ଓ ଉଲବ୍ଧତା ବି ସ୍ପଷ୍ଟ କରିଛି। ଏହି ଫୋନ  Realme P3 Pro ସହିତ ଲଞ୍ଚ ହେବ, ଯେଉଁଥିରେ ଗ୍ଲୋ-ଇନ୍-ଦା-ଡାର୍କ ରିୟର ପ୍ୟାନଲ ଓ ସ୍ନାପଡ୍ରାଗନ 7s Gen 3 ଚିପସେଟ ସହିତ…

୮୭ ହଜାର ଉପରକୁ ଟପିଲା ସୁନା ଦର

ଭୁବନେଶ୍ବର: ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୭,୯୩୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ…

ଗୋଟିଏ ସପ୍ତାହରେ ସୁନା ଦର ବଢିଲାଣି ୨୧୮୦ଟଙ୍କା

ଭୁବନେଶ୍ବର: ଟେନସନ ବଢ଼ାଇ ଚାଲିଛି ସୁନା ଦର । ବର୍ତ୍ତମାନ ୮୬ ହଜାର ଉପରକୁ ଟପିଲାଣି ରେଟ୍ । ଗତ ସପ୍ତାହରେ ଦେଶରେ ୨୪ କ୍ୟାରେଟ ସୁନା ଦାମ ୨୧୮୦ ଟଙ୍କା ବଢିଯାଇଥିଲା । ସେହିଭଳି ୨୨ କ୍ୟାରେଟ ୨୦୦୦ ଟଙ୍କା ବଢିଥିଲା । ଆଜି ରବିବାର ୯ ଫେବୃୟାରୀରେ ଭୁବନେଶ୍ବରରେ ୨୪ କ୍ୟାରେଟ ୮୬,୬୭୦…

ହୋମ ଲୋନ୍ ନେଇ ଘର କିଣୁଛନ୍ତି, ତେବେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: ନିଜ ପରିବାର ପାଇଁ ଘର କିଣିବା ସମସ୍ତଙ୍କର ସବୁଠାରୁ ବଡ ସ୍ୱପ୍ନ ଥାଏ । ତେବେ ଯେଉଁମାନେ ପ୍ରଥମ ଥର ପାଇଁ ଘର କିଣିବାକୁ ଯାଉଛନ୍ତି, ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ହୋମ ଲୋନ୍ ଯଦି ଆପଣ ଲୋନ ନେଇ ଏକ ଘର ନେବାକୁ ଚାହୁଁଛନ୍ତି ଏବଂ…

ନିଦ ହଜାଇଲାଣି ସୁନା ଦର: ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି। ପୁଣି ଆକାଶଛୁଆଁ ହୋଇଛି ସୁନା ଦର। ଏବେ ସୁନା କିଣିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛ । ଗତ କିଛି ଦିନ ମଧ୍ୟରେ ଦର ପ୍ରାୟ ହଜାର ହଜାର ଟଙ୍କା…