Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଲକଡାଉନ ୨.୦: ରିକ୍ସା ସହାୟତାରେ ବହି ବାଣ୍ଟୁଛନ୍ତି ଶିକ୍ଷକ

ବ୍ରହ୍ମପୁର: ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ସ୍କୁଲ ପ୍ରଧାନଶିକ୍ଷକ ଟ୍ରଲି ରିକ୍ସାରେ ବହିଗୁଡିକୁ ବୋହି ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଉଛନ୍ତି।ଛାତ୍ରଛାତ୍ରୀଙ୍କ ପାଠପଢାରେ କୋୖଣସି ବ୍ୟାଘାତ ସୃଷ୍ଟି ନହେବା ଲାଗି ସମ୍ପୃକ୍ତ ପ୍ରଧାନଶିକ୍ଷକ ଏଭଳି ଏକ ନିଆରା…

କରୋନା ସହ ଲଢେଇ: ୨ବର୍ଷର ଶିଶୁକୁ ଛାଡ଼ି କର୍ତ୍ତବ୍ୟରେ ଯୋଗଦେଲେ ମା

ମାଲକାନଗିରି: ଘରେ ପିଲା କର୍ତ୍ତ୍ୟବ୍ୟ ସ୍ଥଳରେ ମାଁ।ପିଲା କୁ କୋଳେଇ ନେଇ ପାରୁନି ଜନ୍ମଦାତ୍ରୀ ମାଁ। ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ଯେଉଁ ମାଁ ରହି ପାରୁ ନଥିଲା ଆଜି ସତେ ଯେମିତି ସେହି ମାଆ ହୃଦୟ ନିଜ କର୍ତ୍ତବ୍ୟ ପାଇଁ ନିଷ୍ଟୁର ହୋଇ ଯାଇଛି। କାହିଁକି ଏ ପରିବର୍ତ୍ତନ? ପିଲା ଟି ପ୍ରଶ୍ନ…

ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଲୋକେ କାହିଁକି ଫିଙ୍ଗିଲେ ଗୋଲାପ ପାଖୁଡ଼ା !

ଚଣ୍ଡିଗଡ଼: ସାରା ଦେଶରେ ଏବେ ଚାଲିଛି ଲକ୍‌ଡାଉନ୍ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଭାରତ ଏବେ ଦେଶବ୍ୟାପି ଲକ୍‌ଡାଉନକୁ ଆଦରି ନେଇଛି । କେବଳ କେନ୍ଦ୍ର ସରକାରକି ରାଜ୍ୟ ସରକାର ନୁହନ୍ତି ଜନସାଧାରଣ ମଧ୍ୟ ଅନୁଭବ କରିଛନ୍ତି ଲକ୍‌ଡାଉନର ଆବଶ୍ୟକତା । ଦେଶରେ ଲକ୍‌ଡାଉନକୁ ସଫଳ କରିବା…

ଦେଖନ୍ତୁ ଭିଡ଼ିଓ: ଲକଡାଉନ ଯୋଗୁଁ କିପରି କାଚକେନ୍ଦୁ ପରି ଦିଶୁଛି ଯମୁନା ନଦୀର ଜଳ

ମଥୁରା: କରୋନା ପ୍ରଭାବରେ ସାରାଦେଶ ଲକ ଡାଉନ । ଉତ୍ତରପ୍ରଦେଶ ମଥୁରା ଅଞ୍ଚଳରେ ଶିଳ୍ପସଂସ୍ଥା ଗୁଡିକ ମଧ୍ୟ ବନ୍ଦ ହୋଇ ଯାଇଛି । ସ୍ଥାନୀୟ ଶିଳ୍ପସଂସ୍ଥା ଗୁଡିକ ବନ୍ଦ ଥିବାରୁ ଯମୁନା ନଦୀରେ ଜଳ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର ଦେଖାଯାଉଛି। ନଦୀରେ ପ୍ରଦୂଷଣର ମାତ୍ର କମ୍ ଯୋଗୁଁ ଏହି ପ୍ରବାହ…

କୋଭିଡ୍‌-୧୯: ସର୍ବିଆକୁ ୧ମିଲିଅନ୍ ୟୁରୋ ଦାନ କଲେ ନୋଭାକ୍ ଜୋକୋଭିକ୍ !

ସର୍ବିଆ: ନିଜ ଦେଶକୁ ୧ମିଲିଅନ୍ ୟୁରୋ ଡୋନେଟ୍ କଲେ ବିଶ୍ୱର ୧ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ । କରୋନାଭାଇରସ୍ ବିରୋଧୀ ଲଢେଇରେ ଆବଶ୍ୟକ ସଂରଜାମ କିଣିବା ପାଇଁ ନୋଭାକ ନିଜ ଦେଶକୁ ସହାୟତା ଦେଇଛନ୍ତି । My wife @jelenadjokovic and I have donated 1 million euros via…

କରୋନା ଲଢେଇରେ ସୁଶ୍ରୀ ନିରୁପମା: ମାଗଣାରେ ବାଣ୍ଟି ଚାଲିଛନ୍ତି ମାସ୍କ !

ସମଗ୍ର ବିଶ୍ବରେ ଏବେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ବାରିପଦା ସହରରେ ଜଣେ ଯୁବତୀ ଙ୍କର ଲୋକମାନଙ୍କୁ ସଚେଚନ କରାଇବାର ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି  ସୁଶ୍ରୀ ନୀରୁପମା ସାହୁ । ସେ ନିଜେ ବଜାରରୁ କପଡା କିଣି ନିଜର ଟ୍ରେନିଂ ସେଣ୍ଟରରେ ତାଲିମ…

ପଖାଳ ପ୍ରତି ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଥିଲା ବିଶେଷ ଆକର୍ଷଣ…

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ପାରମ୍ପାରିକ ଖାଦ୍ୟ ପଖାଳ । ପ୍ରତ୍ୟେକଟି ଓଡ଼ିଆର ପ୍ରିୟ ଖାଦ୍ୟ। ଓଡ଼ିଆଙ୍କ ପ୍ରାଣ ଏହି ପଖାଳର ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଜଣେ ପ୍ରଶଂସକ ଥିଲେ । ୧୯୩୫ ମସିହାରେ ପୁରୀରୁ ଏକ ହରିଜନ ପାଦଯାତ୍ରା କରିବା ପାଇଁ ଓଡିଶା ଗସ୍ତ ସମୟରେ ଗାନ୍ଧୀ ପଖାଳ…

ଧୀରେଧୀରେ ପ୍ରତ୍ୟାବର୍ତ୍ତନ କରୁଛି ବିଲୁପ୍ତ ପ୍ରାୟ ଘରଚଟିଆ …!

ଭୁବନେଶ୍ୱର: ଘରଚଟିଆକୁ ମନୁଷ୍ୟର ଏକ ଉତ୍ତମ ବନ୍ଧୁ ଭାବେ ବିବେଚନା କରାଯାଏ । ଗାଁ ହେଉ ଅବା ସହର ସେ ସବୁବେଳେ ମନୁଷ୍ୟ ସାଥିରେ ରହିବାକୁ ଭଲପାଏ । ବିଶେଷ କରି ଏମାନେ ଗାଁରେ ଅଧିକ ଦେଖାଯାଆନ୍ତି । ଚାଳ ଘରର କାନ୍ଥରେ ଏମାନେ କୁଟାକାଠିର ବସାଟିଏ ତିଆରି କରି ରହିଥାନ୍ତି । ସକାଳୁ ସକାଳୁ…

କର୍ତ୍ତବ୍ୟ ଆଗ ବାକି ସବୁ ପଛ, ଉଦାହରଣ ସାଜିଲେ ଡାକ୍ତର

ସମ୍ବଲପୁର: ମା’ଙ୍କ ଦେହାନ୍ତ ହେବାର କିଛି ଘଣ୍ଟା ପରେ ଡ୍ୟୁଟିରେ ଯୋଗ ଦେଇ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି ସମ୍ବଲପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଶୋକ ଦାସ । ଯିଏକି ଅତ୍ୟନ୍ତ ନିଷ୍ଠାପର ଭାବେ ଓଡିଶାରେ କରୋନାଭାଇରସ ସଚେତନତା ଲାଗି କାର୍ଯ୍ୟ କରୁଛନ୍ତି ।…

ପ୍ରଳୟଙ୍କରୀ ବାତ୍ୟା ଫନିରେ ରିଲିଫ ବାଣ୍ଟି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଟକର ଏହି ବାଳକ

କଟକ: ଗତ ବର୍ଷ ଅକ୍ଟୋବରରେ ମିଲେନିୟମ୍ ସିଟିରେ ଟ୍ରାଫିକ୍ ପୋଲିସର ଶୋଷ ମେଣ୍ଟାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମାଜ ପ୍ରତି ଏହି ନିଃସ୍ୱାର୍ଥପର ସେବା ତାଙ୍କୁ ବିଶ୍ୱ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେଇଛି । ଭେଟନ୍ତୁ ୧୨ ବର୍ଷ ବୟସ୍କ ଅଭିଷେକ ସାହୁଙ୍କୁ…