Latest Odisha News

BREAKING NEWS

Browsing Category

ECONOMY

ଇରାନକୁ ଶୀଘ୍ର ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ ଚୀନର ଅପିଲ

ବେଜିଂ/ତେହରାନ: ପଶ୍ଚିମ ଏସିଆରେ ଚାଲୁଥିବା ବିବାଦ ମଧ୍ୟରେ ୱାଙ୍ଗ ଇୟି ଅବ୍ବାସ ଆରାଘଚି ସହ ଫୋନରେ କଥାହୋଇ ଶୀଘ୍ର ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି। ଚୀନର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ପକ୍ଷକୁ ପ୍ରତ୍ୟେକ ସୁଯୋଗର ସଦବ୍ୟବହାର କରି…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ 'ପ୍ରଡକ୍ସନ ଗିଫ୍ଟ' ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ…

‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖଡ଼ଗପୁର ସ୍ଥିତ 'ରେଲୱେ ଏମ୍ପ୍ଲୋଇ କଲଚରାଲ ଆସୋସିଏସନ' ର ଦୀର୍ଘ ଦିନରୁ ପଡ଼ି ରହିଥିବା ଜମି ଆବଣ୍ଟନ ସମସ୍ୟାର ସମାଧାନ ପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦମାନଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ରେଳ ମନ୍ତ୍ରୀ…

ଏପ୍ରିଲ୍‌ରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିଗୁଡ଼ିକ ଗ୍ୟାସ୍ ଓ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରୁଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଆମଦାନି କମ୍ ହୋଇଥିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ଆଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ୍) ଦାମ୍ ବଢ଼ିବା ଆଶଙ୍କା କରାଯାଉଛି। ତାହା ହେଲେ…

୧ କୋଟି ଇରାନୀୟ ରିଆଲ୍ ମୂଲ୍ୟ ୬୫୦ ଟଙ୍କା

ତେହରାନ୍: ଇରାନ୍ ବିରୋଧରେ ଗତ କିଛି ବର୍ଷ ଧରି ଆମେରିକା ଆର୍ଥିକ କଟକଣା ଲାଗୁ କରିଆସିଥିଲାବେଳେ ଇରାନ୍‌ର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ରହିଆସିଛି । ଏବେ ଯୁଦ୍ଧକୁ ନେଇ ଇରାନ୍‌ର ଆର୍ଥିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ଯୁଦ୍ଧ ସ୍ଥିତିରେ ଇରାନ୍ କେନ୍ଦ୍ରୀୟ ବ୍ୟାଙ୍କ ୧୦ ନିୟୁତ…

ମୋବାଇଲ୍ ବ୍ୟବହାର କ୍ଷେତ୍ରରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି

ଭୁବନେଶ୍ୱର: ଦିନକୁ ଦିନ ମୋବାଇଲର ଚାହିଦା ବଢିବଢି ଚାଲିଛି। ବର୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । କାହା କାହା ହାତରେ ୨ଟି ମୋବାଇଲ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ…

Gold Silver Price: ଦିନକ ପୂର୍ବରୁ ରେକର୍ଡ଼ ବୃଦ୍ଧି, ଏବେ ସିଧା ୮ ହଜାର ଖସିଲା ଏହି ଧାତୁ ମୂଲ୍ୟ…

ନୂଆଦିଲ୍ଲୀ: ରୂପା ମୂଲ୍ୟ ଏକ ରୋଲର କୋଷ୍ଟର ଦେଇ ଗତି କରୁଛି। ସିଧା ବଢିଯାଉଛି ଦର ତ, ସିଧା ତଳକୁ ଖସୁଛି। ରୂପା, ଯାହା ମାତ୍ର ଗୋଟିଏ ଦିନ ପୂର୍ବରୁ ଏକ ରେକର୍ଡ ମୂଲ୍ୟରେ ପହଞ୍ଚିଥିଲା, ବୁଧବାରର କାରବାରରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଥିଲା। ଆଜି, ମଲ୍ଟି କମୋଡିଟି…

Types Of Gold: କାହିଁକି ୧୮, ୨୨ ଏବଂ ୨୪ କ୍ୟାରେଟ୍ ହିଁ ହୋଇଥାଏ ସୁନା, ୧୯, ୨୧ କି ୨୫ ନୁହେଁ?

ନୂଆଦିଲ୍ଲୀ: ଶତାବ୍ଦୀ ଧରି ଆମ ଦେଶରେ ହଳଦିଆ ଧାତୁ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଆସିଛି। ବିବାହ, ପର୍ବ କିମ୍ବା ଧାର୍ମିକ ରୀତିନୀତି ହେଉ, ସୁନା ଅଳଙ୍କାରର ଚମକ ପ୍ରତ୍ୟେକ ଅବସରକୁ ଅଧିକ ସ୍ୱତନ୍ତ୍ର କରିଥାଏ। ଭାରତୀୟମାନେ ସୁନାକୁ କେବଳ ଅଳଙ୍କାର ଭାବରେ ମୂଲ୍ୟବାନ ନୁହେଁ…