Latest Odisha News

BREAKING NEWS

Browsing Category

POLITICS

କଟକକୁ କଳଙ୍କିତ କଲେ ୩ ବିଧାୟକ: ସୁବାସ ସିଂ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ ସେ କହିଛନ୍ତି । କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଛନ୍ତି ସୁବାସ । ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ ୩ଜଣ କଟକକୁ…

ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା; ବିଜୁ ଲିଗାସୀର ଦ୍ୱାହି ଦେଇ ନିଜ ଅପକର୍ମକୁ ଲୁଚାଇବା ପାଇଁ ନୂତନ…

ବିଜୁ ଲିଗାସୀ ଦ୍ୱାହି ଦେଇ କିଛି ସ୍ୱାର୍ଥବାଦୀ ରାଜନେତା ନିଜର ଅପକର୍ମକୁ ଘଣ୍ଟ ଘୋଡ଼ାଇବା ପାଇଁ ନୂତନ ରଣନୀତି ଆପଣାଇଛନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ରାଜନୀତିରେ ପାଦ ରଖିଥିବା ଏବଂ ତତ୍କାଳୀନ ଛାତ୍ର ଜନତା ଦଳର ସଭାପତିଙ୍କ ବିରୋଧରେ ଯେପରି ହିଂସାର ଆଶ୍ରୟ ନେଇଛନ୍ତି ତାହା…

ଜୟଦେବ ଜେନାଙ୍କୁ ହତ୍ୟା ଧମକ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟାଧମକ । ଏନେଇ ସୂଚନା ଦେଇଛନ୍ତି ଦିଜେ ଜୟଦେବ ଜେନା । ତାଙ୍କୁ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଦୁବୃତ୍ତମାନେ ତାଙ୍କୁ ସିଧା କହିଥିଲେ କି ତୁମେ ରାଜଧନୀ ଆସିଲେ ଆମେ ତୁମକୁ ହତ୍ୟା କରିବୁ । ଏହାକୁ ନେଇ…

ବିଦାୟୀ ଭାଷଣରେ ମହମ୍ମଦ ୟୁନୁସଙ୍କ ବିବାଦୀୟ ବୟାନ, ଶେଷ ଭାଷଣରେ ଓଗାଳିଲେ ବିଷ…’ସାତ ଭଉଣୀ’ ନେଇ…

ନୂଆଦିଲ୍ଲୀ: ଆଜି ବାଂଲାଦେଶ ରାଜନୀତିରେ ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ଏବଂ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ସହିତ, ବାଂଲାଦେଶରେ ନୂତନ ନିର୍ବାଚିତ ସରକାର ଗଠନର ପଥ ସମ୍ପୂର୍ଣ୍ଣ ପରିଷ୍କାର…

India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!

ନୂଆଦିଲ୍ଲୀ: ଭାରତର 'ମଦର ଅଫ ଅଲ୍ ଡିଲ୍' ପାକିସ୍ତାନ, ବାଂଲାଦେଶକୁ ଘାରିଲାଣି ଚିନ୍ତା ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଆଗାମୀ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ବିଷୟରେ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଚୁକ୍ତି ଦକ୍ଷିଣ ଏସୀୟ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇପାରେ।…

Iran Protest: ତେହେରାନ ରାସ୍ତାରେ ତିନି ପିଢ଼ିର କ୍ରୋଧ, ଇରାନରେ ପ୍ରତିବାଦର ଆକର୍ଷଣୀୟ ଇତିହାସ… 

ନୂଆଦିଲ୍ଲୀ: ଇରାନ ଏକ ଶିକ୍ଷିତ ଏବଂ ବୁଦ୍ଧିମାନ ଦେଶ। ଗତ ଶତାବ୍ଦୀରେ, ଏହା ବାରମ୍ବାର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୀତିର ଶିକାର ହୋଇଛି। ପ୍ରତିବାଦରେ କମ୍ପିଛି ଦେଶ। କେତେବେଳେ, ଏହାକୁ ଧର୍ମ ଲଦି ବିଶ୍ୱର ଏକମାତ୍ର ଇସଲାମିକ ସ୍ୱର ଭାବରେ ସୃଷ୍ଟି କରାଯାଇଥିଲା, ଏବଂ କେତେବେଳେ, ଏହାକୁ…

Bihar Results: ବିହାରରେ କଂଗ୍ରେସର ଲଜ୍ଜାଜନକ ସ୍ଥିତି, ସମସ୍ତଙ୍କୁ କାବା କଲା ଫଳାଫଳ…

ପାଟନା: ବିହାରରେ ମାଟି କାମୁଡି ପଡିଛି କଂଗ୍ରେସ । ସମସ୍ତଙ୍କୁ କାବା କଲା ଫଳାଫଳ । ଏବେ ପର୍ଯ୍ୟନ୍ତ ବିହାରରେ ବହୁ ଆସନ ଆଗରେ ଏନଡିଏ ରହିଥିବା ବେଳେ ମହାଗଠବନ୍ଧନର ପଛରେ ପଡିଛି । ନିର୍ବାଚନରେ ନୂଆକରି ପାଦ ଥାପିଥିବା ପ୍ରଶାନ୍ତ କିଶୋର ବି ଏଥର ନିରାଶ ହୋଇଛନ୍ତି । ୧୯୦ ଆସନ ସହିତ ଏନଡିଏ…

Nuapada Bypoll Results: ନୂଆପଡା ଗଡ ଏବେ ଜୟଙ୍କର…ରାଉଣ୍ଡ ୧୧ ସୁଦ୍ଧା ୫୦ ହଜାରରୁ ଅଧିକ ଭୋଟ ସହ ଆଗରେ…

ନୂଆପଡା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ବହୁ ପଛରେ କଂଗ୍ରେସ ଏବଂ ବିଜେଡି । ଆଉ ପହଞ୍ଚିପାରିବେନି କଂଗ୍ରେସ, ବିଜେଡି । ଏକାଦଶ ରାଉଣ୍ଡ ସୁଦ୍ଧା ୩୬ ହଜାର ୭୯୬ ଭୋଟ୍‌ରେ ଆଗୁଆ ରହିଛନ୍ତି ଜୟ । ବର୍ତ୍ତମାନ ସୁଦ୍ଧା ଏକାଦଶ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୪,୯୮୦…

Nuapada By‑Election: ନୂଆପଡାରେ ବଡ ବିଜୟ ମୁହାଁ ଜୟ ଢୋଲକିଆ, ପଛରେ ପଡିଛନ୍ତି ବିଜେଡି, କଂଗ୍ରେସ…

ନୂଆପଡା: ଆରମ୍ଭ ହୋଇଗଲାଣି ନୂଆପଡା ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ରାଉଣ୍ଡ ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସପ୍ତମ ରାଉଣ୍ଡ ସୁଦ୍ଧା ୨୫ ହଜାର ୩୪୬ ଭୋଟ୍‌ରେ ଆଗୁଆ । ବର୍ତ୍ତମାନ…