Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ , କାଉଣ୍ଟର ଆଗରେ ପ୍ରବଳ ଭିଡ

ଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହେଲା ମଦ । ମଦରେ ଗ୍ରାହକଙ୍କୁ ମିଳିବ ରିହାତି । ପ୍ରାୟ ୨୫ ପ୍ରତିଶତ ରିହାତି ପାଇବେ ଗ୍ରାହକ । ବିକ୍ରି କରୁଥିବା ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଦେବାପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ଅନୁମୋଦନ କରିଛି । ମଦ ଶସ୍ତା ହେବା ପରେ ବିଭିନ୍ନ ଗଳି…

ଓଡିଶା ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଓଡିଶା ପାଇଁ ବଡ ଘୋଷଣା । ଦୁଇଟି ଜାତୀୟ ରାଜପଥ ସମ୍ପ୍ରସାରଣ ଏବଂ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଷଡକ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ  ଶନିବାର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିତୀନ…

କଂଗ୍ରେସକୁ ନୋଟିସ: ଘର ଖାଲି କର, ୩ କୋଟିରୁ ଅଧିକ ରହିଛି ବକେୟା

ନୂଆଦିଲ୍ଲୀ: କଂଗ୍ରେସକୁ ନୋଟିସ ଜାରି ହୋଇଛି । ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ଦଖଲରେ ଥିବା ବଙ୍ଗଳାକୁ ନୋଟିସ କରି ଖାଲି କରିବାକୁ କୁହାଯାଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଡିଓଇ ବିଭାଗ ଏହି ନୋଟିସ ଜାରି କରିଛି । ମନ୍ତ୍ରାଳୟର ଦସ୍ତାବିଜ…

ସଂରକ୍ଷିତ ବର୍ଗର ପଦୋନ୍ନତିରେ ପ୍ରତିବନ୍ଧକ ଜଟିଳ ସମସ୍ୟା ସୃଷ୍ଟି କରିବ; ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପଦୋନ୍ନତିରେ ପ୍ରତିବନ୍ଧକ ଲଗାଇବା କର୍ମଚାରୀଙ୍କୁ କ୍ଲାନ୍ତ କରିଦେବ ଆଉ ଗୁଡ଼େ ମାମଲାରେ ଛନ୍ଦି ପକାଇବ । ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି.ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଠାରେ ଏହି…

ପରୀକ୍ଷା ଜୀବନର ଅଂଶବିଶେଷ , ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ମୋଦି

 ଦିଲ୍ଲୀ :ପରୀକ୍ଷା ପେ ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।  ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସ୍କୁଲ ଛାତ୍ରଛାତ୍ରୀ…

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; କେଜ୍ରିୱାଲଙ୍କ ଉପରେ ଆକ୍ରମଣକୁ ପୋଲିସ ଗୁରୁତର ସହ ନେଉଛି ତ !

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଉପରେ ଆକ୍ରମଣ ମାମଲା । ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱୂପୂର୍ଣ୍ଣ୍ ଶୁଣାଣି କରିଛନ୍ତି । ଆପ୍ ବିଧାୟକ ସୌରଭ ଭରଦ୍ୱାଜଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ପୋଲିସକୁ…

ଉତ୍କଳ ଦିବସ ୨୦୨୨ : ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ : ଆଜି ଉତ୍କଳ ଦିବସ । ଏହି ଅବସରରେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି ।ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଭାରତ ପ୍ରଗତିରେ ଓଡିଶା…

[ଭିଡିଓ] ଦିଲ୍ଲୀ ଲୋକସଭାରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଦିଲ୍ଲୀ : ଦିଲ୍ଲୀ ଲୋକସଭା ଭବନରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ଭୁବନେଶ୍ୱର  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ଏହି ସମୟରେ ଅପରାଜିତା କହିଛନ୍ତି ସମସ୍ତଙ୍କୁ ଜଣା ଜଗନ୍ନାଥ ଧାମ ଚାରିଧାମରୁ ଗୋଟିଏ ଧାମ ।ଆମ ହିନ୍ଦୁ…

କିଏ ହେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ? ରେସରେ ତିନି ପ୍ରମୁଖ ଡାକ୍ତର

ନୂଆଦିଲ୍ଲୀ : କିଏ ହେବେ ନୂଆଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ ? ମାର୍ଚ୍ଚ ୨୪ରେ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ଆଉ ତିନି ମାସ ତାଙ୍କର ଚାକିରି ଅବଧି ବଢ଼ାଇଛନ୍ତି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏମ୍ସ…