Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବଢୁଛି ଓମିକ୍ରନ ଓ କରୋନା ସଂକ୍ରମଣ : ଦିଲ୍ଲୀରେ ଜାରି ହେଲା ସପ୍ତାହନ୍ତ କର୍ଫ୍ୟୁ

ଦିଲ୍ଲୀ : ଦେଶରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ । ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ଏହି ନିଷ୍ପତି ନେଇଛି । ଦିଲ୍ଲୀରେ କରୋନା ସଂକ୍ରମଣ ହାର ହୁ ହୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ପୋଲିସ୍ ମୃତ

ବିହାର: ବିହାରର ପାଟନାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ମଙ୍ଗଳବାର ଦିନ ସକାଳୁ ଡ଼କ ଦୁର୍ଘଟଣାରେ ତିନି ଜଣ ପୋଲିସ୍ କର୍ମୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ହାଇୱା  ନିୟନ୍ତ୍ରଣ ହରାଇ ପାଟ୍ରୋଲିଂ କରୁଥିବା ଏକ ପୋଲିସ୍ ଜିପ୍ ଉପରେ ଚଢ଼ିଯାଇଥିଲା । ଯାହାଫଳରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେଜ୍ରିଓ୍ୱାଲ୍ । ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି…

ଭାରତରେ ଶୂନ ଟଙ୍କିଆ ନୋଟ୍ !

ନୂଆଦିଲ୍ଲୀ: ଆମେ ଭାରତରେ ସାଧାରଣତଃ ରିଜର୍ବ ବ୍ୟାଙ୍କ ଦ୍ୱାରା ମୁଦ୍ରିତ ହୋଇଥିବା ୧ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ନୋଟଗୁଡ଼ିକୁ ବ୍ୟବହାର କରୁ। ହେଲେ ଆଶ୍ଚର୍ଯ୍ୟର କଥା ଆମ ଦେଶରେ ଶୂନ ଟଙ୍କିଆ ନୋଟ୍ ଛପା ଯାଇଥିଲା । ଶୂନ ଟଙ୍କିଆ ନୋଟ୍ କଥା ଶୁଣିଲେ ହୁଏତ ଆପଣ ଚକିତ ହୋଇପାରନ୍ତି କିନ୍ତୁ…

ନୂଆବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨…

ନବବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଆଣିଲା ନୂଆବର୍ଷ । ନୂଆବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଜି କୃଷକ ସମ୍ମାନ ନିଧିର ଦଶମ କିସ୍ତି ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ମୋଦି ସରକାର ଟଙ୍କା ଟ୍ରାନ୍ସଫର କରିଛନ୍ତି । ଗତକାଲି ମୋଦି ଟ୍ୱିଟ୍ କରି ଏହା ସୂଚନା ଦେଇଥିଲେ…

‘ବଚପନ କା ପ୍ୟାର’ ଫେମ୍ ଗାୟକ ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ଦିଲ୍ଲୀ: ‘ବଚପନ କା ପ୍ୟାର’ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ସହଦେବ ଦିରଦୋ ଖରାପ ପରିସ୍ଥିତି ଭିତରେ ଗତି କରୁଛନ୍ତି । ମଙ୍ଗଳବାର ଦିନ ତାଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ଗୁରୁତରଭାବେ ଆଘାତ ହୋଇଥିଲେ । ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା । ଏହି ଘଟଣା ପରେ…

ଦିଲ୍ଲୀରେ ଫୁଲ ସ୍ପିଡରେ ବଢୁଛି କରୋନା କେସ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଫୁଲ ସ୍ପିଡରେ ମାଡୁଛି କରୋନା । ଓମିକ୍ରନ୍ କେସ୍ ଚିହ୍ନଟ ପରେ ସଂକ୍ରମଣ ଆଉଟ୍ ଅଫ୍ କଣ୍ଟ୍ରୋଲ ଆଡକୁ ଯାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ୪୯୬ ନୂଆ ଆକ୍ରାନ୍ତ । ବହୁ ମାସ ପରେ ଏତେ ସଂଖ୍ୟକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଦିଲ୍ଲୀରୁ ୩୩୧…

ଶ୍ମଶାନରେ ପରିବାର ଲୋକ ମୁଖାଗ୍ନି ଦେବା ବେଳେ ହଠାତ୍ ଉଠିପଡିଲେ ମୃତବ୍ୟକ୍ତି

ଦିଲ୍ଲୀ : ଶ୍ମଶାନରେ ଚାଲିଥିଲା ଅନ୍ତିମ ସଂସ୍କାର । ହଠାତ୍ ଉଠିପଡିଲା ଶବ । ରାଜଧାନୀ ଦିଲ୍ଲୀରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନରେଲା ଅଞ୍ଚଳରେ ୬୨ ବର୍ଷୀୟ ବୃଦ୍ଧା ସତୀଶ ଭରଦ୍ୱାଜଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ…

ଚଣ୍ଡିଗଡ ପୌର ନିର୍ବାଚନରେ ଆପ୍‌ର ସଫଳତା, ବିଜେପିକୁ ପଛରେ ପକାଇଲା ଦଳ

ଚଣ୍ଡିଗଡ : ପଞ୍ଜାବରେ ଆପର ଭଲ ପ୍ରଦର୍ଶନ । ଚଣ୍ଡିଗଡ ପୌର ନିର୍ବାଚନରେ ବିଜେପିକୁ ପଛରେ ପକାଇଲା ଆପ୍ । ବିଜେପି ,କଂଗ୍ରେସ ଆପ୍ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆପ୍ ଦଳ ବାଜିମାତ୍ କରିଛି । ଯାହାକୁ ନେଇ ବେଶ୍ ଖୁିସି ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…