Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ଼-୧୯ ମହାମାରୀ ସମୟରେ ସମସ୍ତେ ଗୋଟିଏ ପରିବାର ଭଳି ଏକଜୁଟ ହୋଇଥିବାରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ । ଓମିକ୍ରନକୁ ନେଇ ସତର୍କ କରାଇ…

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଅଭାବନୀୟ ଘଟଣା । ଜେଲରେ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଅନ୍ତେବାସୀଙ୍କ ମନରେ କକୁଆ ଭୟ ଖେଳିଯାଇଛି । କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତାରେ ଜେଲ ପ୍ରଶାସନ । ଗତ ଶୁକ୍ରବାର ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା । ମୃତ କଏଦୀଙ୍କ ନାଁ…

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ପହଁଞ୍ଚିବା ପରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ…

‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି । କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଏହି ଡିଆରଡିଓ ଉତ୍କ୍ଷେପଣ କରିଥିଲା । ଅଭ୍ୟାସ ହେଉଛି ଚାଳକ ବାହୀନି ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । ଏହା ରାଡାର ଓ ଅପଟି ସିଷ୍ଟମ ଦ୍ୱାରା ପରିଚାଳିତ । ଏହା…

ଭିଆଇପିଙ୍କ ସୁରକ୍ଷାରେ ୩୨ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଏଥର ଭିଆଇପିଙ୍କୁ ସୁରକ୍ଷା ଦେବେ ମହିଳା କମାଣ୍ଡୋ । ସେଥିପାଇଁ ପ୍ରସ୍ତୁତ ସିଆରପିଏଫ ଟିମ୍ । ପ୍ରଥମକରି ଭିଆଇପିଙ୍କୁ ସୁରକ୍ଷା ଦେବେ ୩୨ଜଣ ମହିଳା କମାଣ୍ଡୋ । ସରକାରୀ ସୂତ୍ର ଅନୁସାରେ, ଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ତାଲିମ ପାଇଛନ୍ତି ସିଆରପିଏଫ ମହିଳା କମାଣ୍ଡୋ ।…

ଦିଲ୍ଲୀ ଓ ମୁମ୍ବାଇରେ ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ କଟକଣା

ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ ଲାଇନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା୨୨୮ରେ ପହଁଞ୍ଚିଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ର ବହୁ ସଂଖ୍ୟାରେ କେଶ୍ ସାମ୍ନାକୁ ଆସିଛି ।…

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ…

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ…

[ଭିଡିଓ] ଜନ୍ମଦିନରେ ଗର୍ଜିଲା ବନ୍ଧୁକ, ସୁରକ୍ଷାକର୍ମୀ ଗିରଫ

ନୂଆଦିଲ୍ଲୀ: ଗ୍ରେଟର୍ ନୋଏଡା ର ପାରାମାଉଣ୍ଟ ସୋସାଇଟିରୁ ଆସିଛି ତାଜୁବକର ଭିଡିଓ । ଖୁଲମଖୁଲା ଫୁଟିଥିଲା ଗୁଳି, ଚାଲିଥିଲା ଜନ୍ମଦିନ ପାଳନ । ଜନ୍ମୋତ୍ସବରେ ମତୁଆଲା ହୋଇ ସୀମା ଲଂଘିଥିଲା ସୁରକ୍ଷାକର୍ମୀ । ମଦ ନିଶାରେ ଚୁର୍ ଥିବା ଉନ୍ମତ୍ତ ଯୁବକଙ୍କ ପ୍ରୋତ୍ସାହନରେ କରିଥିଲା ଫାଙ୍କା ଗୁଳି…

[ଭିଡିଓ] ମୋବାଇଲ ପାଇଁ ଯୁବତୀଙ୍କୁ ଘୋଷାଡି ନେଲେ ଅଜଣା ଦୁର୍ବୃତ୍ତ !

ନୂଆଦିଲ୍ଲୀ: ଅସୁରକ୍ଷିତ ରାଜରାସ୍ତା । ଦିନ ହେଉ ଅବା ରାତି, ଖୁଲମଖୋଲା ବିଚ୍ ରାସ୍ତାରେ ବୁଲୁଛନ୍ତି ଲୁଟେରା । ଶିକାର ସାଜୁଛନ୍ତି ନୀରିହ ମହିଳା ତଥା ଯୁବତୀ । ଏହି ସମସ୍ତ ଉକ୍ତିକୁ ପ୍ରମାଣିତ କରିଛି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଲୋମଟାଙ୍କୁରା ଘଟଣା । ସିସିଟିଭିରେ କଏଦ…