Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବାରଣାସୀରେ ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ନରେନ୍ଦ୍ର ମୋଦି ଏହି କନ୍ଫରେନ୍ସ କୁ ଉଦଘାଟନ କରିଛନ୍ତି । ବିଭିନ୍ନ ରାଜ୍ୟର ୧୨୦ଜଣ ମେୟର୍ସ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି । ଏହି ମେୟର କନଫରେନ୍ସର…

ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ

ଦିଲ୍ଲୀ: ଆଜି ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜିବି ବ୍ୟାଙ୍କ ବନ୍ଦ ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଆନ୍ଦୋଳନ କରିଛନ୍ତି । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ…

ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡ଼ାକରା । ଧର୍ମଘଟ ଡ଼ାକରା ଦେଇଛି ୟୁନାଇଟେଡ଼ ଫରୋମ ଅଫ୍ ବ୍ୟାଙ୍କ ୟୁନିୟନ୍ସ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜିଠୁ ଦୁଇ ଦିନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍…

ଛୋଟ ପିଲାଙ୍କୁ ୬ମାସ ଭିତରେ ମିଳିବ ନୋଭାଭାକ୍ସ: ସିରମ୍ ଇନ୍ସଷ୍ଟିଚ୍ୟୁଟ୍

ଦିଲ୍ଲୀ: ଆସନ୍ତା ୬ମାସ ଭିତରେ ଦେଶର ଛୋଟପିଲାଙ୍କୁ ଭ୍ୟାକ୍ସିନ ମିଳିବା ନେଇ ସିରମ୍ ଇନ୍ସଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ସିରମ୍ ଇନ୍ସଷ୍ଟିଚ୍ୟୁଟର ସିଇଓ ଅଦାର ପୁନୱାଲା କହିଛନ୍ତି ୬ମାସ ଭିତରେ ନୋଭାଭାକ୍ସ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରାଯିବ । ୩ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କ ଉପରେ…

‘PMAY’ ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି…

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ । PMAY ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମାନେ ଭେଟିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…

ବାରଣାସୀରେ ବିିଳମ୍ବିତ ରାତିରେ ବିକାଶମୂଳକ କାମ ବୁଲି ଦେଖିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ସୋମବାର ବିଳମ୍ବିତ ରାତିରେ ବାରଣାସୀରେ ବିକାଶମୂଳକ କାର୍ଯ୍ୟର ଯାଞ୍ଚ କରିଛନ୍ତି । ରାତି ୧ଟାଏ ସମୟରେ ବନାରସ ରେଲଓ୍ବେ ଷ୍ଟେସନକୁ ବୁଲି ଦେଖିଛନ୍ତି ମୋଦି ।  ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି…

ଇଣ୍ଡୋନେସିଆରେ ଭୂକମ୍ପ: ସୁନାମି ଆଲର୍ଟ ଜାରି

ଦିଲ୍ଲୀ: ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ…

ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା

ଦିଲ୍ଲୀ: ଓମିକ୍ରନ ସଂକ୍ରମଣ ଭୟ । ଜାନୁଆରୀ ୩୧ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା । ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ନେଇ ଥିବା କଟକଣା ଅବଧିକୁ ୨୦୨୨ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି ଡ଼ିଜିସିଏ । ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ…

ଦିଲ୍ଲୀର ରୋହିଣୀ କୋର୍ଟରେ ଟିଫିନ୍ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଖବର ଟିକେ ବିଳମ୍ବରେ ସାମ୍ନାକୁ ଆସିଛି । ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଟିଫିନ୍ ବୋମା ବିସ୍ଫୋରଣ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି । ପ୍ରାଥମିକ ତଦନ୍ତରେ ଏକ ଲାପଟପ୍…

ଆଜି ଦିଲ୍ଲୀରେ ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

ଦିଲ୍ଲୀ: ଆଜି ଦିଲ୍ଲୀ ଆସି ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ସନ୍ଧ୍ୟାରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ଅଣାଯିବ । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଆସନ୍ତାକାଲି ହେବ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ…