Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସକାଳ ୧୦ଟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ଅପରାହ୍ନ ୩ଟାରେ ଶେଷ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହେବ…

ଶସ୍ତା ହେବ ଖାଇବା ତେଲ ଦର, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଦିଲ୍ଲୀ : ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଖାଇବା ତେଲ ଦର। ପ୍ରଥମେ ପଟ୍ରୋଲ ଡିଜେଲ ପରେ ଏବେ ଖାଇବା ତେଲର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଛନ୍ତି ।ପାମୋଲିନ, ସୋୟାବିନ୍…

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବାଙ୍କ ଦର୍ଶନ ସହ କଲେ ରୁଦ୍ରାଭିଷେକ

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ…

ବ୍ୟବସାୟୀଙ୍କ ପାଇଁ ପ୍ରସ୍ତୁତ ହେବ ‘ଦିଲ୍ଲୀ ବଜାର’ ୱେବ ପୋର୍ଟାଲ

ଦିଲ୍ଲୀ: ଦୀପାବଳି ଅବସରରେ ଦିଲ୍ଲୀ ସରକାର ବ୍ୟବସାୟୀଙ୍କୁ ଖୁସିଖବର ଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ମୁଁ ଆଜି ଦିଲ୍ଲୀର ଲୋକଙ୍କ ପାଇଁ ଭଲ ଖବର ଆଣିଛି। ସରକାର ଦିଲ୍ଲୀ ବଜାର ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ପୋର୍ଟାଲରେ ଦିଲ୍ଲୀର ସବୁ ବଜାର ରହିବ।…

ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକ

ଦିଲ୍ଲୀ: ଦେଶର ଟିକାକରଣ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ। କମ୍ କୋଭିଡ଼-୧୯ ଟିକାକରଣ ପରିମାଣ ଥିବା ଜିଲ୍ଲାମାନଙ୍କ ସହ ଭର୍ଚୁଆଲ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଦେଶରେ ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଦିଲ୍ଲୀ : ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ। ଏଭଳି ଦାବିକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟର ଅଧିକାରୀ ମାନଙ୍କ ସହିତ ସେ ନଭେମ୍ବର ମାସରେ ସାର ଉତ୍ପାଦନ ଲକ୍ଷ ସମାକ୍ଷା କରିଛନ୍ତି । ରାଜ୍ୟ ଓ…

ଦିଲ୍ଲୀରେ ୪ନଭେମ୍ବର ଯାଏଁ ଏକ୍ୟୁଆଇ ଆହୁରି ଅଧିକ ଖରାପ ରହିବାର ସମ୍ଭାବନା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଲଗାତାର ୬ଦିନ ଧରି ବାୟୁ ବିଷାକ୍ତ ହେଉଛିି। ଏହି ମଧ୍ୟରେ ଆଇଏମଡ଼ି ବୈଜ୍ଞାନିକ ବିକେ ସୋନୀ କହିଲେ, ୪ନଭେମ୍ବର ଯାଏଁ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ରହିବାର ସମ୍ଭାବନା ଅଛି। ଉତ୍ତର-ପଶ୍ଚିମ ପବନ ଏବଂ ବାଣ ଫଟାଇବା କାରଣରୁ ନଭେମ୍ବର ୫-୬…

ଋଣ ହେରଫେର ମାମଲା : SBIର ପୂୂର୍ବତନ ଚେୟାରମ୍ୟାନ ପ୍ରତୀପ ଚୌଧୁରୀ ଗିରଫ

ଦିଲ୍ଲୀ: ଋଣ ଦୁୁର୍ନୀତି ମାମଲାରେ ଏସବିଆଇ ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଜୟସଲମେର ପୋଲିସ ରବିବାର ତାଙ୍କ ବାସଭବନରୁ ଗିରଫ କରିଛି। ସୂଚନା ଅନୁସାରେ ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁଫ ୨୦୦୮ ରେ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲେ । ଋଣ ଦେବା ପାଇଁ…

ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା:ଆରମ୍ଭ ହେବ ‘ହର ଘର ଦସ୍ତକ’ ଅଭିଯାନ

ଦିଲ୍ଲୀ: ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ଦିନ କହିଥିଲେ, ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାରେ ଘର ଘର ଯାଇ କୋଭିଡ଼-୧୯ ଟିକାକରଣ ପାଇଁ ଆସନ୍ତା ମାସରେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ…