Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ନିର୍ମାଣ ହେବ ସ୍ୱତନ୍ତ୍ର ଡାକ୍ତରଖାନା ,ଏଥର ରୋଗୀ ନୁହେଁ ହସ୍ପିଟାଲ ଯିବ ଟ୍ରେନ ଅବା ପ୍ଲେନରେ

ଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ରସରକାର ଦିଲ୍ଲୀରେ ଉନ୍ନତ ଧରଣର ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲ ଟି ଏପରି ଭାବେ ନିର୍ମାଣ କରାଯିବ, ଯେପରି ଜୁରରୀକାଳିନ ପରିସ୍ଥିତିରେ ହସ୍ପିଟାଲକୁ ପ୍ଲାଇଟ ଅବା ଟ୍ରେନରେ ନେଇଯାଇ ହେଉଥିବ।କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଦିଲ୍ଲୀରେ ଦିୱାଲୀ ପରେ ୬ରୁ ୮ଶ୍ରେଣୀ ବିଦ୍ୟାଳୟ ଖୋଲିବା ପାଇଁ ଆଜି ଚୂଡ଼ାନ୍ତ ନିଷ୍ପତି

ଦିଲ୍ଲୀ: ଦିଲ୍ଲୀ ସରକାର ୬ରୁ ୮ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ଆଜି ସରକାରଙ୍କ ସହ ଏକ ବୈଠକ କରିବ। ଛୋଟ ପିଲାଙ୍କ ପାଇଁ ଶାରିରୀକ କ୍ଲାସ ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଦିଲ୍ଲୀ…

ଆଜି କରୋନା ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଦେଶରେ କୋଭିଡ଼ ଟିକାକରଣ ୧୦୦କୋଟି ଅତିକ୍ରମ…

ଛୁଆଙ୍କୁ ଗାଡିରେ ନେଇ ଯାଉଥିଲେ ହୁଅନ୍ତୁ ସାବଧାନ,ଆସିଲା ନୂଆ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଏଣିକି ପିଲାମାନଙ୍କୁ ଗାଡିରେ ସାଥୀରେ ନେଇ ଯାଉଥିଲେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।। କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଡ୍ରାଫ୍ଟ ନୋଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି କି ୪ ବର୍ଷରୁ…

ଆନ୍ତର୍ଜାତୀୟ ସୁଟର୍ ସିମା ତୋମରଙ୍କୁ ଖୋଲା ଧମକ, ୩ ଗିରଫ

ଓଡିଶା ସମ୍ବାଦ ବ୍ୟୁରୋ: ଆନ୍ତର୍ଜାତୀୟ ସୁଟର୍ ସୀମା ତୋମର ଗ୍ରେଟର ନୋଏଡାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ସୂଚନା ରହିଛି । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲାବେଳେ ପାର୍କିଂକୁ ନେଇ ଉଭୟ ପକ୍ଷରୁ ବଚସା ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ବାଘପତ ବାସିନ୍ଦା ସୀମା…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ,ଘର ଭିତରେ ପରିବାରର ୪ଜଣ ସଦସ୍ୟ ଜଳିଗଲେ

ଦିଲ୍ଲୀ : ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ଅଗ୍ନିମସ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଏପରି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୪…

ନିଟ୍-ପିଜି କାଉନସିଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀ: ନିଟ୍-ପିଜି କାଉନସିଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଓବିସି, ଇଡ଼ବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ କରାଯାଇଛି। ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତି ନେଇଥିଲେ।…

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର

ଦିଲ୍ଲୀ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର। ଦିଲ୍ଲୀ ବିଗ୍ୟାନ ଭବନରେ ୬୭ତମ ଜାତୀୟ ଫିଲ୍ମ ଆୱାର୍ଡ଼ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କଠାରୁ ସେ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି।…

ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ଦିଲ୍ଲୀ : ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ।୨୦୨୨ ହଜା ଯାତ୍ରା ପାଇଁ ତୀର୍ଥ ଯାତ୍ରୀ ଚୟନ ପରୀକ୍ଷା ଆରମ୍ଭ ହୋଇଛି। ଯେଉଁ ବ୍ୟକ୍ତି ମାନେ କରୋନାର ଦୁଇଟି ଡୋଜ୍ ଟିକା ନେଇଥିବେ ସେମାନେ ହଜ୍ ଯାତ୍ରା ପାଇଁ ଆବେଦନ କରିପାରିବେ। ଏହା ସହ ଯାତ୍ରୀ ଚୟନ ଉଭୟ ଭାରତ ଓ ସାଉଦୀ…

ବାହାଦୂରଗଡ଼ରେ ସଡ଼କ ଦୁର୍ଘଟଣା, ଚାଲିଗଲା ୮ଜୀବନ

ଦିଲ୍ଲୀ: ହରିୟାଣାର ବାହାଦୂରଗଡ଼ରେ ବାଦଲି-ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା। ସକାଳ ଚାରିଟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଫାରୁଖନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ୟୁପିର ଗୋଟିଏ ପରିବାର କାରରେ ଫେରୁଥିଲେ। କାରଟି…