Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କରୋନାରେ ଆଖି ବୁଜିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ: କରୋନାରେ ଆଖି ବୁଜିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ବାପା । ତାଙ୍କ ନାଁ ରାମ ଶରଣ ଜୈନ୍ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଥିଲେ । କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦିଲ୍ଲୀ ସ୍ଥିତି ସିଟି…

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନ୍. ଭି. ରମନା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏନ୍. ଭି. ରମନା । ସେ ହୋଇଛନ୍ତି ଦେଶର 48ମତ ପ୍ରଧାନ ବିଚାରପତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶପଥ…

ଅକ୍ସିଜେନ୍ ଅଭାବର ଭୟଙ୍କର ଚିତ୍ର: ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ରୋଗୀ ମୃତ, ସଙ୍କଟରେ ୬୦ ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସ୍ଥିତି ଉଦବେଗଜନକ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ୍ ଅଭାବ କରୋନା ମୁକାବିଲାରେ ବଡ଼ ବାଧକ ସାଜିଛି । ମୁକାବିଲା ଭିତରେ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରୁ ଏକ ଦୁଃଖଦ ଓ ଭୟାନକ ଘଟଣା ସାମନାକୁ ଆସିଛି ।। ଗତ ୨୪ ଘଣ୍ଟାରେ…

କେନ୍ଦ୍ରର ନିର୍ଦ୍ଦେଶ, ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଅକ୍ସିଜେନ ପରିବହନରେ ଲାଗିବନି ପ୍ରତିବନ୍ଧକ । ଅକ୍ସିଜେନ ପରିବହନକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ରର ନିର୍ଦ୍ଦେଶ ।  ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି…

ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର । ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି…

କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ ରଦ୍ଦ, ଫିକା ପଡିଲା ବ୍ୟବସାୟୀଙ୍କ ଆଶା

ନୂଆଦିଲ୍ଲୀ : ଭାରତରେ ଅଣାୟତ ହେଲାଣି କରୋନା ମହାମାରୀ । ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ହୋମ ଷ୍ଟେ, ହଟ, କଟେଜ, ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ବୁକିଂ କ୍ୟାନ୍ସଲ ହେବାରେ ଲାଗିଛି । ଗଲା ଗୋଟିଏ ସପ୍ତାହରେ କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍…

ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, କରୋନାରେ ଥିଲେ ଆକ୍ରାନ୍ତ 

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମନମୋହନ ସିଂହ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ…

ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,…

ନୂଆଦିଲ୍ଲୀ: ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା…

କରୋନା ସଂକ୍ରମଣ ଯୋଗୁ ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ସାଂଘାତିକ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ବୋଲି ଜଣାପଡିଛି ।ଆସନ୍ତା 8ରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଭାରତ - ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ…

ଭାରତରୁ ହଂକକଂଗ ଯିବନି କୌଣସି ବିମାନ, ବିମାନ ଚଳାଚଳ ଉପରେ ରୋକ ଲଗାଇଲେ ହଂକକଂଗ ସରକାର

ନୂଆଦିଲ୍ଲୀ: ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକକଂଗ । ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି ହଂକକଂଗ ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୪ ତାରିଖରେ ବିସ୍ତରା ବିମାନରେ ହଂଗ କଂଗ ଯାଇଥିବା ୪୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…