Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ରୋମରୁ ଭାରତୀୟଙ୍କୁ ଉଦ୍ଧାର କରିଥିବା ଏୟାର ଇଣ୍ଡିଆ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇଟାଲୀର ରୋମରେ ଫସିଥିବା ୨୬୩ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନେ ସୁରକ୍ଷିତ ଭାବେ ରବିବାର ସକାଳେ ସ୍ୱଦେଶ ଫେରିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏୟାର ଇଣ୍ଡିଆ ବିମାନର ସଦସ୍ୟଙ୍କୁ କରୋନା ସତର୍କତାମୂଳକ…

ଜନତା କର୍ଫ୍ୟୁ ସମର୍ଥନରେ ଶାହିନବାଗରୁ ହଟିଲେ ମହିଳା; ଧାରଣାସ୍ଥଳରେ ରଖିଲେ ଜୋତା, ଚପଲ

ନୂଆଦିଲ୍ଲୀ: ଜନତା କର୍ଫ୍ୟୁର ସମର୍ଥନରେ ଦିଲ୍ଲୀର ଶାହିନବାଗ ଅଂଚଳରେ ପାଖାପାଖି ୧୦୦ଦିନ ହେବ ସିଏଏ, ଏନଆରସି, ଏନପିଆରକୁ ନେଇ ଚାଲିଥିବା ଆନ୍ଦୋଳନକୁ ମହିଳାମାନେ ସ୍ଥଗିତ ରଖିଛନ୍ତି । ଜନତା କର୍ଫ୍ୟୁ ସମୟରେ ଶାହିନବାଗ ଆନ୍ଦୋଳନକାରୀ ପ୍ରତିକାତ୍ମକ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି ।…

ଆଶ୍ୱସ୍ତି: କନିକା ସଂସ୍ପର୍ଶରେ ଆସିଥିବା ୫୦ଜଣଙ୍କ ମଧ୍ୟରୁ ୪୫ଙ୍କ ରିପୋର୍ଟ ନେଗେଟିଭ୍‌

ଲକ୍ଷ୍ନୌ:ସେଲିବ୍ରେଟି ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ କୋରନା ଭାଇରସରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶନିବାର ମିଳିଥିବା ରିପୋର୍ଟ ମୁତାବକ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କ ମଧ୍ୟରୁ ୪୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ ରାଜସ୍ଥାନର…

କରୋନା ସହ ଲଢେଇ: ରାଷ୍ଟ୍ରପତି କୋବିନ୍ଦଙ୍କର ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ: ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହଙ୍କ ସହ ଏକ ବେକଫାଷ୍ଟ ପାର୍ଟିରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ନଭେଲ୍ କରୋନା ଭୂତାଣୁ ପରୀକ୍ଷା ହେବ । ପୂର୍ବରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ଏକ ପାର୍ଟିରେ ଦୁଷ୍ୟନ୍ତ ଯୋଗଦେଇଥିଲେ ।…

କନିକା କାପୁରଙ୍କ କରୋନା ପଜିଟିଭ ନେଇ କେଉଁ କେଉଁ ନେତା ବେଶି ଚିନ୍ତିତ

ନୂଆଦିଲ୍ଲୀ:ବଲିଉଡ ସେଲିବ୍ରେଟି କନିକା କାପୁରଙ୍କ କରୋନ ଭାଇରାସରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଅନେକ ନେତା ଆସିଥିଲେ । ଆସନ୍ତୁ ଜାଣିବା କେଉଁ କେଉଁ ନେତା ଏ ନେଇ ଚିନ୍ତିତ ଏବଂ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତରପ୍ରଦେଶର ମନ୍ତ୍ରୀ ଜୟ ପ୍ରତାପ ସିଂ ମଧ୍ୟ କନିକା ସାମିଲ…

ରାଷ୍ଟ୍ରପତି ଭବନ ସମାରୋହରେ ଯୋଗ ଦେଇଥିଲେ ଦୁଷ୍ମନ୍ତ !

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚିନ୍ତା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ପୁତ୍ର ଦୁଷ୍ମନ୍ତ ସିଂ ଏହି ପାର୍ଟିରେ ଯୋଗ ଦେଇଥିଲେ । ସବୁଠାରୁ ବଡ କଥା ଏହା ପରେ ଦୁଷ୍ମନ୍ତ ସଂସଦ ଯିବା ସହ ରାଷ୍ଟ୍ରପତି…

ନିଜକୁ ଆଇସୋଲେଶନରେ ରଖିଲେ ବସୁନ୍ଧରା ରାଜେ ଓ ଦୁଷ୍ମନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ସରକାର ସବୁ ଦିଗରୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ନାଗରିକମାନେ ମଧ୍ୟ ସଚେତନ ହେବା ଉଚିତ । ବଲିଉଡ ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯଦି ପ୍ରମାଣିତ ହୁଏ ତାହାହେଲେ ଏହା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ । କନିକା…

କରୋନା ଭୟ: ୟୁପିଏସସି ସିଭିଲ ସର୍ଭିସ ୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଂକ୍ରମଣକୁ ନଜରରେ ରଖି ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ଆୟୋଜିତ ହେଉଥିବା ସିଭିଲ ସର୍ଭିସ(ମୁଖ୍ୟ)୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା । ତେବେ…

ନିର୍ଭୟା ଦୋଷୀଙ୍କ ଫାଶୀ ବ୍ୟତୀତ ତିହାର ଜେଲରେ ଦିଆଯାଇଥିବା ଅନ୍ୟ ଫାଶୀ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାଡ ଜେଲରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଫାଶୀ ପରେ ନିର୍ଭୟାଙ୍କ ମାତା ପିତା ୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ରୂପେ ପାଳନ କରିବାକୁ କହିଛନ୍ତି । ଏହା ପୂର୍ବରୁ…

ତିହାର ଜେଲ୍‌ ଇତିହାସରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଓକିଲ ଏପି ସିଂହଙ୍କ ପକ୍ଷରୁ ସମସ୍ତ ଉପାୟ କରାଯାଇଥିଲା । ତଥାପି ମଧ୍ୟ ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାର ଜେଲରେ ୪ଜଣ…