Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଦୀପାବଳୀ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦିଲ୍ଲୀ ଏନସିଆର ଅଞ୍ଚଳରେ ଜାରି ରହିବ ବାଣଫୁଟା କଟକଣା

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ  । ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ବି ଜାରି ରହିବ ବାଣଫୁଟା କଟକଣା  । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣି ଫୁଟାକୁ ଅନୁମତି ଦିଆଯିବ  । ୨୦୧୮ ମସିହାରେ  …

ମା’କୁ ତାଙ୍କର ସମ୍ମାନ ଦେବା ପାଇଁ ମୋଦିଜୀ ଐତିହାସିକ ନିର୍ଣ୍ଣୟ ନେଇଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ବିଲ୍ ସମର୍ଥନରେ ୨୧୫ଟି ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ । ସେପଟେ ଏନେଇ ସାମ୍ବାଦିକ ସମ୍ମିଳନିରେ ନିଜର ମନ୍ତବ୍ୟ ଦେଇଛନ୍ତି…

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାକରେ ଗଡିବ ବିଳାସପୂର୍ଣ୍ଣ ଟ୍ରେନ୍ ଡେକ୍କନ ଓଡିସି

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟ୍ରାକରେ ଗଡିବାକୁ ଯାଉଛି ଡେକ୍କନ ଓଡିସି ଟ୍ରେନ୍  । ଏଥିରେ ଯାତ୍ରୀଙ୍କୁ ବାର ସହ ରେଷ୍ଟୁରାଣ୍ଟର ସମସ୍ତ ସୁବିଧା ମିଳିବ  । କୋଭିଡ୍ ମହାମାରୀ ଯୋଗୁଁ ଏହି ଟ୍ରେନ୍ ଅଟକି ଯାଇଥିଲା  । ଦୀର୍ଘ ୪ ବର୍ଷ ପରେ ଲହା ପୁଣି ଥରେ ଟ୍ରାକକୁ…

୧୦ ଗୁଣ ବଢିଲା ଟ୍ରେନ୍ ଦୁର୍ଘଟଣା କ୍ଷତିପୂରଣ

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ଏକ ବଡ ଘୋଷଣା କରିଛି  । ରେଳ ଦୁର୍ଘଟଣାରେ  ମୃତ୍ୟୁ କିମ୍ବା ଆହତ ହେଲେ କ୍ଷତିପୂରଣ ରାଶିକୁ  ୧୦ ଗୁଣ ବଢାଇଛନ୍ତି କେନ୍ଦ୍ର ସରକାର । ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କା…

ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା: କଂଗ୍ରେସ ପକ୍ଷରୁ ନେତୃତ୍ବ ନେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଆଜି ହେଉଛି ୩ୟ ଦିନ । ଗତକାଲି ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ ନେଇ ଆଜି ଆଲୋଚନା ହେବ  । ଏହି ବିଲର ନାମ ରହଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ।…

ଆସନ୍ତା ମାସରେ ନିଲାମ ହେବ ଦୁର୍ଲଭ ଡାଇନୋସର ବେରୀର କଙ୍କାଳ

ନୂଆଦିଲ୍ଲୀ:  ନିଲାମ ହେବାକୁ ଯାଉଛି ଦୁର୍ଲଭ ଡାଇନୋସର ବେରୀର କଙ୍କାଳ  । ଏହି କଙ୍କାଳ ୧୫ କୋଟି ବର୍ଷର ବୋଲି କୁହାଯାଉଛି  । ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯିବ  । ଏହା ଏତେ ବର୍ଷ ପୁରୁଣାର ହୋଇଥିଲେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି  । ୧୯୯୦ ମସିହାରେ ଆମେରିକାର…

ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ଗଣତନ୍ତ୍ରର ପ୍ରତୀକ ଥିବା ପୁରୁଣା ସଂସଦ ଭବନ ଆଜି ଇତିହାସର ପୃଷ୍ଠାରେ ରେକର୍ଡ ହେବ । ଆଜି ଗଣେଶ ଚତୁର୍ଥୀରୁ  ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସଂସଦର ଏୗତିହ୍ୟ ଏବଂ ଗର୍ବର ସାକ୍ଷୀ ଥିବା ପୁରୁଣା ସଂସଦ ଭବନରୁ ଆଜି ସମସ୍ତ ସାଂସଦ ନୂତନ…

ଆଜି ଦିଲ୍ଲୀରେ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି । ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆଜି ଆମେରିକାରୁ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଆସିବା ପରେ ଅନ୍ତିମ ସଂସ୍କାର କରାଯିବାର…

ଆଜିଠୁ ଆରମ୍ଭ ହେବ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ । ସଂସଦର ୭୫ ବର୍ଷର ଯାତ୍ରା ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମେତ ୪ଟି ବିଲ ଉପରେ ଆଲୋଚନା ହେବାର ସୂଚନା ରହିଛି  । ଏତଦବ୍ୟତୀତ ପ୍ରିଭଲେଜ୍ କମିଟି ଦ୍ବାରା ୬ଟି ରିପୋର୍ଟ ଉପସ୍ଥାପନ କରାଯିବ  । ଏହା ୫…

ଉତ୍ତରରୁ ଦକ୍ଷିଣ ଭାରତ ସବୁଠି ପ୍ରକୃତିର ତାଣ୍ଡବ: ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା

ଦିଲ୍ଲୀ: ୟୁପି , ମହାରାଷ୍ଟ୍ର, ଗୁଜୁରାଟ ସମେତ ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସବୁଠି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି  । ଗତକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା   । ୟୁପିରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।  କିଛି…