Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ସରକାରଙ୍କୁ କରୋନା ମୁକାବିଲା ନେଇ ଚିନ୍ତା ଘାରିଛି । କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ…

ତାହିରଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଆପ ନେତା ତାହିର ହୁସେନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳ ହୋଇଥିବା ହିଂସା ଓ ଆଇବି ଅଧିକାରୀଙ୍କ ହତ୍ୟା ମାମଲାରେ ଗିରଫ କରିଛି ।…

କରୋନା ଭାଇରସ: ଦେଶରେ ଆକ୍ରାନ୍ତ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସ(କୋଭିଡ-୧୯) ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆ ଗସ୍ତରୁ ଫେରିଛନ୍ତି । ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି ଓ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ପିଆଇବିର ଏକ ବିଜ୍ଞପ୍ତିରୁ…

ଅଯୋଧ୍ୟା ମାମଲା : ସୁପ୍ରିମ କୋର୍ଟରେ ପିଟିସନ ଦାଏର କଲା ପିଏଫଆଇ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ଅଯୋଧ୍ୟା ମାମଲା ବିଷୟରେ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଏର କରିଛନ୍ତି। ପିଟିସନ୍‌ରେ ‘ପିଏଫ୍‌ଆଇ’ ଦର୍ଶାଇଛି ଯେ ସେ ଅଯୋଧ୍ୟା ଏବଂ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ। କିନ୍ତୁ, ଏହି ମାମଲାରେ…

ଭାରତୀୟ ଆର୍ମି ଉଡାଇଲେ ପାକିସ୍ତାନ ପୋଷ୍ଟ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଭାରତ ମଧ୍ୟରେ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନାର ଉଦ୍ୟମକୁ ଭାରତୀୟ ଆର୍ମି କଡା ଜବାବ ଦେଇଛି । କୁପୱାଡା ଅଂଚଳରେ ଏ ନେଇ ସେନା ଖବର ପାଇବା ପରେ ବଡ ଧରଣର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଏଥିରେ ପାକିସ୍ତାନ ସୀମାର କେତେକ ଫରୱାର୍ଡ ପୋଷ୍ଟ ନଷ୍ଟ…

ସଂସଦ ଭିତରକୁ ଗୁଳି ନେଇ ଯାଉଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍ । ପୁଲିସର ସୂଚନା ଅନୁଯାୟୀ, ଅଖତର ସଂସଦର ଗେଟ୍ ନମ୍ୱର ୮ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଗେଟ୍ ନିକଟରେ…

କରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଭୟରେ ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଛୋଟ ପିଲାଙ୍କ ଠାରେ କରୋନା ଭାଇରସର ସଂକ୍ରମଣ ଭୟ ଏଡାଇବାକୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି । ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ କରୋନା କାୟା…

ଆମ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ଆମଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଦଙ୍ଗା ଓ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିରଙ୍କୁ ପୋଲିସ ଦଙ୍ଗାଦିନ ପରଠାରୁ ଖୋଜୁଥିଲା । ଏହା ପୂର୍ବରୁ…

କରୋନା ଭୟ: ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ୨୯ଟି ମାମଲା ସ୍ପଷ୍ଟ ହେବା ପରେ ମାସ୍କ ଓ ସାନିଟାଇଜରକୁ ନେଇ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଆତଙ୍କିତ ହୋଇ ବଜାରରୁ ବହୁଳ ମାତ୍ରାରେ ଏନ ୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଛନ୍ତି । ଯଦ୍ୱାରା ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା…

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କୋରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନୋଭେଲ କୋରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ । ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…