Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ନୂତନ ହୁଣ୍ଡାଇ କ୍ରେଟା ଚିହ୍ନିବ ସ୍ୱର !

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଅଗ୍ରଣୀ କାର ନିର୍ମାତା ହୁଣ୍ଡାଇ ଏହାର ଲୋକପ୍ରିୟ ଏସୟୁଭି ହୁଣ୍ଡାଇ କ୍ରେଟାକୁ ଭାରତୀୟ ବଜାରରେ ଲଞ୍ଚ କରାଇବାକୁ ପ୍ରସ୍ତୁତ ହେଉଛି| ୨୦୨୦ହୁଣ୍ଡାଇ କ୍ରେଟା ମୂଲ୍ୟ ଏବଂ ବୈଶିଷ୍ଟ୍ୟ: ସୂଚନା ଅନୁଯାୟୀ, ଏହି ଏସୟୁଭି ମାର୍ଚ୍ଚ ୧୭ ରେ ଆନୁଷ୍ଠାନିକ ଭାବେ ବିକ୍ରି…

କରୋନାର ପ୍ରଭାବ: ହୋଲି ମିଳନ ପର୍ବରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଅନେକ ମାମଲା ସାମନାକୁ ଆସିଲାଣି । ଯାହାପରେ ଏବେ ସାରା ଦେଶରେ ସତର୍କତା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା…

କରୋନା: ନୋଏଡାର ୬ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ନୋଏଡା: କରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ନୋଏଡାର ୬ କରୋନା ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ୱାବ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏହି ୬ଜଣଙ୍କୁ ସତର୍କତା ଅବଲମ୍ବନ ସ୍ୱରୂପ ଘରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି…

କରୋନା ପାଇଁ ଭିସା କଟକଣା: ଏହି ୪ଟି ଦେଶର ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ଭାରତ ସତର୍କ ହୋଇଯାଇଛି । ପ୍ରାୟ ୬୦ଟି ରାଷ୍ଟ୍ରକୁ ବ୍ୟାପି ସାରିଥିବା କରୋନା ଭାଇରସ ଭୟାବହ ରୂପ ଧାରଣ କରୁଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ନୋଏଡା ଓ ଆଗ୍ରାରେ କରୋନା ଭାଇରସ ସମ୍ବନ୍ଧିତ କିଛି ମାମଲା ସାମନାକୁ ଆସିଛି । ଯାହା ପରେ…

ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ବୋଲି କହିଛନ୍ତି । ରବିବାର ଏ ନେଇ ବହୁତ ଚିନ୍ତା କରିଛି ବୋଲି ସେ କହିଛନ୍ତି । ଫେସବୁକ୍, ଟୁଇଟର, ଇନଷ୍ଟ୍ରାଙ୍ଗାମ ଓ ୟୁଟୁ୍ୟବରେ ମୋଦିଙ୍କ ଅନେକ ପ୍ରଶଂସକ ଅଛନ୍ତି । ସେ କାହିଁକି ଏହି…

ପରବର୍ତ୍ତୀ କୋର୍ଟ ଆଦେଶକୁ ଅପେକ୍ଷା, ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇଦେବାକୁ ହୋଇଥିଲା ତାରିଖ ଧାର୍ଯ୍ୟ । ମାତ୍ର ଏହି ମୃତ୍ୟୁ ଦଣ୍ଡ ଆସନ୍ତାକାଲି ଦିଆଯାଇପାରିବ ନାହିଁ, ଆସନ୍ତା ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ । ଏହି ମାମଲାରେ…

ଦିଲ୍ଲୀ ହିଂସା ପଛରେ ବାଂଲାଦେଶୀ ନାଗରିକ !

ନୂଆଦିଲ୍ଲୀ:ଦିଲ୍ଲୀର ଉତର-ପୂର୍ବାଂଚଳରେ କାହିଁକି ଏ ଭଳି ହିଂସା କାଣ୍ଡ ଘଟିଲା ସେଥିନେଇ ପୋଲିସ ତଦନ୍ତ ଜୋର ସୋରରେ ଚଲାଇଛି । ଏହା ମଧ୍ୟରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶଙ୍କ ଏଥିରେ ହାତ ଥିବା ସନେ୍ଦହ କରିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ । ହିଂସା ହୋଇଥିବା ଅଂଚଳଗୁଡିକରେ…

ଦିଲ୍ଲୀ ହିଂସା: ଗୁଜବ ନେଲା ଜୀବନ!

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ ଅବସ୍ଥା ବହୁତ ସମ୍ବେଦନଶୀଳ । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା କାରଣରୁ ମୃତ୍ୟୁ ସଂଖ୍ୟା ୪୫ ଛୁଇଁଲାଣି । ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ଗଢ଼ି ଉଠିଥିବା ହିଂସା ଅଣାୟତ୍ତ ହୋଇପଡିଥିଲା । କିନ୍ତୁ ସ୍ଥିତି ସ୍ୱାଭାବିକ…

ଦିଲ୍ଲୀ ହିଂସା: ନାଳରୁ ମିଳିଲା ଆଉ ୩ ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସାରା ଭାରତବାସୀଙ୍କୁ ଥରାଇ ଦେଇଛି । ହିଂସା ଥମି ଯାଇଥିବା ବେଳେ ହିଂସା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି ହିଂସା ଘଟଣାରେ ଆଉ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୋକୁଲପୁରି ଅଂଚଳର ଗୋଟିଏ ନାଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦିଲ୍ଲୀର…

ଏଣିକି ଏନ୍‌ସିଇଆରଟି ସହିତ ଅନ୍ୟ ପ୍ରକାଶନ ପୁସ୍ତକ ମଧ୍ୟ ସିବିଏସ୍‌ଇ ବିଦ୍ୟାଳୟରେ ପଢାଯାଇ ପାରିବ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ସ୍କୁଲ୍ ଗୁଡ଼ିକରେ ପୂର୍ବଭଳି ଅନ୍ୟ ପ୍ରକାଶିତ ପୁସ୍ତକଗୁଡ଼ିକ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନର ଆବେଦନ ପତ୍ରର ବିଚାର କରି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଆଜି ତାଙ୍କ…