Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ସିଏଏ ବିରୋଧରେ ମୌଜପୁରରେ ପଥର ମାଡ; ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆନ୍ଦୋଳନ ଉଗ୍ର ରୂପ ନେଇଛି । ସିଏଏ ବିରୋଧରେ ଶାହିନ ବାଗ ପରେ ଜାଫରାବାଦରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଜାଫରାବାଦ ପ୍ରଦର୍ଶନର ପାଲଟା ଜବାବରେ ବିଜେପି ନେତା କପିଲ ମିଶ୍ରା ଓ ତାଙ୍କ ସମର୍ଥକ ରାସ୍ତାକୁ…

ଶାହିନବାଗ ପରେ ଜାଫରାବାଦରେ ସିଏଏକୁ ବିରୋଧ, ରାସ୍ତାରୋକ

ନୂଆଦିଲ୍ଲୀ: ଶନିବାର ଶାହିନବାଗରୁ ଆଶ୍ୱସ୍ତି ମିଳିବା ପରେ ରବିବାର ଜାଫରାବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଏଠାରେ ମହିଳାମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନ୍‌ଆର୍‌ସିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମସ୍ତ ମହିଳା ସଂଗଠନ ଦ୍ୱାରା ଭାରତ ବନ୍ଦ ଆହ୍ୱାନରେ ଧାରଣାରେ…

ମୋଦିଙ୍କ ମନ୍ କି ବାତ ୨.୦, କହିଲେ ‘ହୁନର ହାଟ’ର କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ୬୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ସେ ଦେଶର ବିଶାଳତା ଓ ବିବିଧତାକୁ ମନେ ପକାଇଛନ୍ତି । ଦେଶର ଜୈବ ବିବିଧତା ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ । ଆମ…

ସିଏଏ: ଶାହିନବାଗ ଭଳି ଜାଫରାବାଦରେ ମହିଳାଙ୍କ ଧାରଣା; ରାସ୍ତା, ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପୂର୍ବୋତ୍ତର ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରେ ପାଖାପାଖି ୫୦୦ ଲୋକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ମେଟ୍ରୋ ଷ୍ଟେସନ ପାଖରେ ପ୍ରଦର୍ଶନ ହେଉଥିବାରୁ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ମେଟ୍ରୋ ଅଧିକାରୀ…

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । କୋର୍ଟ କହିଛି କି, ତିହାଡ ଜେଲ ରିପୋର୍ଟ ମୁତାବକ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ତା’ର ମାନସିକ ଅବସ୍ଥାକୁ ନେଇ ଚିକିତ୍ସା କରାଇବାର କୌଣସି…

ଶାହିନବାଗ୍ ମାମଲା: ଚତୁର୍ଥ ଦିନରେ ମଧ୍ୟ ମଧ୍ୟସ୍ତି ଟିମର ହାତ ଖାଲି

ନୂଆଦିଲ୍ଲୀ: କେବେ ଖୋଲିବ ଶାହିନବାଗ ରାସ୍ତା । ସିଏଏ ଏବଂ ଏନଆରିସିକୁ ନେଇ ଶାହିନବାଗରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ମଧ୍ୟସ୍ତି ଟିମ୍ ନିଯୁକ୍ତ କରାଯାଇଛି । ଲଗାତର ତିିନି ଦିନ ହେଲା ଆନ୍ଦୋଳନକାରୀଙ୍କ ସହ ମଧ୍ୟସ୍ତି ଟିମ ଆଲୋଚନା…

ମେଲାନିଆଙ୍କ ‘ହାପିନେସ କ୍ଲାସ’ରେ ରହିବେନି କେଜ୍ରୱାଲ-ସିସୋଦିଆ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ମଧ୍ୟ ଆସୁଛନ୍ତି । ଏହି ସମୟରେ ମେଲାନିଆ ରାଜଧନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ କ୍ଲାସ’ରେ…

ମନ୍ତ୍ରୀ,ବିଧାୟକଙ୍କ ହୃଦୟ ଜିତିଲେ ଜୁନିୟର କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମୈଦାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅଧିକ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଜନ ସମାଗମ ଭିତରେ ଜୁନିୟର କେଜ୍ରିୱାଲ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଓ ଲୋକଙ୍କ ମନ…

ଦିଲ୍ଲୀକୁ ଦେଲେ ଧନ୍ୟବାଦ, ବିକାଶ ପାଇଁ ମାଗିଲେ ମୋଦୀଙ୍କ ଆଶୀର୍ବାଦ

ନୂଆଦିଲ୍ଳୀ: ଆମ୍ ଆଦ୍‌ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର…

ଚଳଚଞ୍ଚଳ ରାମଲୀଳା ମଇଦାନ: ତୃତୀୟ ଥର ଲାଗି ଶପଥ ନେବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଦିନ ଠିକ୍ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀର…